Jump to content

କବି ଲଙ୍ଗଷ୍ଟକ

ଉଇକିପିଡ଼ିଆ‌ରୁ
୨୩:୧୯, ୨୬ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Kabi Longstok") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Kabi Longstock
town
Country India
StateSikkim
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣSK

କବି ଲଙ୍ଗଷ୍ଟକଭାରତୀୟ ରାଜ୍ୟ ସିକ୍କିମ ର ଉତ୍ତରାଞ୍ଚଳ ରେ ଥିବା ଏକ ସହର । ଏହା ରାଜଧାନୀ ଗାଙ୍ଗଟକ ଠାରୁ ମାତ୍ର 7 କିଲୋମିଟର ଦୂର ରେ ଅବସ୍ଥିତ । ଏଠାରେ ବହୁ ଦିନ ର ଶତ୍ରୁତା ପରେ ଲେପଚା ସଂଗଠନ ମୁଖ୍ୟ ଟୁକୁଙ୍ଗ ଟେକ ଓ ଭୁଟିଆ ଜନଜାତି ସଂଗଠନ ର ମୁଖ୍ୟ ଖେ ବାମ ସାର ଙ୍କ ମଧ୍ୟ ରେ ବନ୍ଧୁତା ଚୁକ୍ତି ହେଇଥିଲା । ସେହି ସ୍ଥାନ ରେ ଏକ ପ୍ରସ୍ତର ସ୍ତମ୍ଭ ନିର୍ମାଣ କରାଯାଇଛି । ଏହି ସହର ରେ ଏକ ବୌଦ୍ଧ ଉପାସନା କେନ୍ଦ୍ର ମଧ୍ୟ ରହିଛି । 

ପୁନଶ୍ଚ ଦେଖଣା 

  • Kabi, Sikkim

ଆଧାର ସମୂହ