Jump to content

ସୋରେଙ୍ଗ

ଉଇକିପିଡ଼ିଆ‌ରୁ
୨୨:୧୭, ୨୬ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Soreng") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Soreng
city
Country India
StateSikkim
DistrictWest
Population
 (2011)
 • Totalno informatation
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣSK

ସୋରେଙ୍ଗ (ନେପାଳୀ: सोरेङ)ଭାରତୀୟ ରାଜ୍ୟ ସିକ୍କିମ ର ଏକ ଗ୍ରାମ । ଏହା ବହୁ ପରିମାଣ ରେ ପନି ପରିବା  , ଅରେଞ୍ଜ ଓ ଫୁଲ ଉତ୍ପାଦନ ପାଇଁ ଅଞ୍ଚଳ ରେ ପ୍ରସିଦ୍ଧ । ଏହା ରାଜ୍ୟ ର  ଦାର୍ଜିଲିଂ ଠାରୁ 45 କିଲୋମିଟର ଦୂର ଓ ରାଜ୍ୟ ରାଜଧାନୀ ଗାଙ୍ଗଟକ ଠାରୁ 129 କିଲୋମିଟର ଦୁରବର୍ତୀ ।

ଭୌଗୋଳିକ ଅବସ୍ଥିତି  ଏହାର ଭୌଗୋଳିକ ଅବସ୍ଥିତି 27.17°N 88.20°E ଠାରେ ।  ଅର୍ଥନୈତିକ ସ୍ଥିତି  ଏଠାକାର ଅଧିବାସୀ ମାନେ ମୁଖ୍ଯତଃ କୃଷି ଉପରେ ନିର୍ଭରଶୀଳ । ପାର୍ବତ୍ଯ ଓ ଶୀତଳ ଜଳବାଯୁ ଯୋଗୁଁ ଏଠାରେ ଖୁବ ଭଲ ପନି ପାରିବା ଚାଷ ଓ ଅରେଞ୍ଜ ଚାଷ ହେଇଥାଏ । ଏହା ବ୍ଯତୀତ ଏଠାରେ ଫୁଲ ଚାଷ ବହିଲା ପରିମାଣ ରେ ହେଇ ଅନନ୍ୟ ସ୍ଥାନ କୁ ପଠାଯାଇଥାଏ ।  ଜନ ଆବାଦୀ  ସୋରେଙ୍ଗ ଠାରେ 2011 ଜନଗଣନା ଅନୁସାରେ ସମୁଦାଯ 887 ଟି ପରିବାର ବସବାସ କରୁଥିଲେ । ଏଠାରେ ସମୁଦାୟ 3818 ଜଣ ଅଧିବାସୀ ରହିଥିବାବେଳେ ତାହା ମଧ୍ୟ ରୁ ପୁରୁଷ ସଂଖ୍ୟା 1937 ଓ ମହିଳା ସଂଖ୍ୟା 1881 ରହିଥିଲା । 6 ବର୍ଷ ରୁ କମ ଆବାଦୀ ଏଠାରେ 368 ବା ସମୁଦାଯ ଜନସଂଖ୍ୟା ର 9.64 % ରହିଥିଲା । ସୋରେଙ୍ଗ ର ସାକ୍ଷ୍ୟରତା ହାର 83.39 % ରହିଥିଲା ଯାହା ଜାତୀୟ ହାର ସହ ସିକ୍କିମ ର ସାକ୍ଷ୍ୟରତା ହାର ଠାରୁ ଆଡଜିକ ଥିଲା । ଏଠାରେ ସଂଖ୍ୟାଧିକ ଲୋକ ହିନ୍ଦୁ ସମୋପ୍ପ୍ରଦୟ ର ହେଇଥିବା ବେଳେ ଶିଖ , ମୁଆସଲିମ ଓ ଖ୍ରୀଷ୍ଟିୟାନ ଧର୍ମ ର ଲୋକ ମଧ୍ୟ ରହନ୍ତି । http://www.census2011.co.in/data/village/261094-soreng-sikkim.html 


 ପର୍ଯ୍ୟଟକ ଆକର୍ଷଣ  ଏଠାରୁ କଞ୍ଚନଜଙ୍ଘା ପର୍ବତ ଦେଖା ଯାଇଥାଏ । ପର୍ଯ୍ୟଟକ ମାନେ ଏଠାକାର ଶୀତଳ ଜଳବାଯୁ ପାଇଁ ଗ୍ରୀଷ୍ମ କାଳ ରେ ମଧ୍ୟ ପର୍ଯ୍ୟଟନ ପାଇଁ ଆସିଥାନ୍ତି । ଚତୁରର୍ଦିଗ ରେ ସୁନ୍ଦର ପ୍ରକୃତିକ ଦୃଶ୍ୟ , ସବୁଜ ଅଞ୍ଚଳ ଓ ରଙ୍ଗୀନ ପୁଷ୍ପ ଉଦ୍ୟାନ ସହ ନିକଟ ରେ ବହି ଯାଉଥିବା ତିସ୍ତା ନଦୀ ରେ ମାଛ ଧରିବା , ଏହି ସ୍ଥାନ ର ମୁଖ୍ୟ ଆକର୍ଷଣ । ଏଠାରୁ କଞ୍ଚନଜଙ୍ଘା ଠାରେ ଥିବା ରୋଡେନ୍ଦ୍ରନ ଅଭୟାରଣ୍ୟ ଓ ସିଙ୍ଗଲୀଳା ଜାତୀୟ ପାର୍କ କୁ ଯାଇ ସେଠାରେ ପ୍ରକୃତି କୁ ଅତି ନିକଟରେ ଦେଖିବାକୁ ପର୍ଯ୍ୟଟକ ମାନେ ଆସିଥାନ୍ତି ।  Soreng is one of the three gateways to the Barsey Rhododendron Sanctuary. Sandwiched between the Singalila National Park in the south and Khangchendzonga Biosphere Reserve in the north, this small 104-sq-km sanctuary is at an altitude of 10,000 ft and supports a wide variety of bio-diversity. But the main attraction of the sanctuary is the rhododendron which blooms in April-May.

http://sikkimtourism.gov.in/Webforms/General/Destination/Soreng.aspx?LocName=Soreng