Jump to content

ସମତା, ଭାରତ

ଉଇକିପିଡ଼ିଆ‌ରୁ
୧୮:୧୪, ୨୬ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Samta, India") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Samta
Village
Samta panorama from a house's terrace during sunset
Samta panorama from a house's terrace during sunset
Country India
StateWest Bengal
DistrictHowrah
Languages
Time zoneUTC+5:30 (IST)
PIN
711324
Telephone code03214
Lok Sabha constituencyUluberia

ସମତା (pronounced: Bengali pronunciation: [ʃaːmt̪ aː]) ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗ ର ହୁଗୁଳି ଜିଲ୍ଲା ର ରୂପନାରାୟଣ ନଦୀ ନିକଟ ରେ ଥିବା ଏକ ପଞ୍ଚାଯତ ସ୍ତରୀୟ ଗ୍ରାମ । 

ଇତିହାସ 

ବ୍ରିଟିଶ ରାଜ ସମୟ ରେ ଏହା ଏକ ପରିଚିତ ନାମ ଥିଲା । ଏଠାରେ ବ୍ରିଟିଶ ମାନଙ୍କ ଅଧୀନ ରେ ଜମିଦାର ରାଜୁତି କରୁଥିଲେ । ସ୍ଵାଧୀନତା ପରେ ଏହା ପଞ୍ଚାଯତ ଭାବେ ରହିଲା । 

Geography

ରୂପନାରାୟନ ନଦୀ ଅବବାହିକା ର ଉର୍ବର ସମତଳ ଅଞ୍ଚଳ ରେ ଏହି ଗ୍ରାମ ଅବସ୍ଥିତ । ବର୍ତମାନ ନଦୀ ଗତିପଥ ପରିବର୍ତନ କରି ଗ୍ରାମ ରୁ 0.62 କିଲୋମିଟର ଦୂର ଦେଇ ପ୍ରବାହିତ ହୁଏ । 

ସଂସ୍କୃତି 

ମୁଖ୍ଯତଃ ହିନ୍ଦୁ ରହୁଥିବା ଏହି ଗ୍ରାମ ରେ ସମସ୍ତ ପ୍ରକାର ହିନ୍ଦୁ ପର୍ବ   ପାଳନ ହେଇଥାଏ । ବିଶେଷ କରି ଏଠାରେ ଜନ୍ମସ୍ଥାମୀ ବଡ ଉତଶାହ  ସହ ପାଳିତ ହୁଏ । ଏଠାରେ ମଦନଗୋପାଳ ଜୀଉ ମନ୍ଦିର ରହିଛି , ଯାହା 17 ଶ ଶତାବ୍ଦୀ ର ନିର୍ମିତ । ଏହାକୁ ରାୟଚୌଧୁରୀ ଜମିଦାର ପରିବାର ନିର୍ମାଣ କରିଥିଲେ । ଏହି ମାଟି ର ବରପୁତ୍ର ଶରତ ଚନ୍ଦ୍ର ଙ୍କ ନାମ ରେ ଶରତ - ମେଳା ନାମକ ଏକ ମେଳା 1972 ମସିହା ରୁ ପ୍ରତିବର୍ଷ ହେଇ ଆସୁଛି । 

 ଜନ ଆବାଦୀ  2011 ଜନଗଣନା ଅନୁସାରେ ସମତା ର ଜନସଂଖ୍ୟା 1110 ଥିଲା । ଏହା ମଧ୍ୟ ରୁ ପୁରୁଷ ସଂଖ୍ୟା 581 ଓ ମହିଳା ସଂଖ୍ୟା 529 ରହିଥିଲା । 6 ବର୍ଷ ରୁ କମ ଆବାଡୀ  143 ରହିଥିବା ବେଳେ ଏହାର ସାକ୍ଷ୍ୟରତା ହାର 88.31 ଥିଲା , ଯାହା ସର୍ବଭାରତୀୟ ଓ ପଶ୍ଚିମ ବଙ୍ଗ ର ସାକ୍ଷ୍ୟରତା ହାର ଠାରୁ ଅଧିକ ଥିଲା । ଏଠାରେ ସମୁଦାଯ 200 ପରିବାର ରହୁଥିବାର ହିସାବ କରାଯାଇଥିଲା । ଏଠାରେ ପୁରୁଷ ସାକ୍ଷ୍ୟରତା 92 % ରୁ ଉର୍ଦ୍ଧ ଥିବା ଉଲ୍ଲେଖନୀୟ ।  http://www.census2011.co.in/data/village/324368-samta-west-bengal.html

Madangopal Jiu Temple in its early days standing tall in Samta

ଶିକ୍ଷ୍ୟା ଓ ଗମନାଗମନ 

ଏଠାରେ ହାଇ ସ୍କୁଲ ସ୍ତରୀୟ ଶିକ୍ଷ୍ୟା ଉପଲବ୍ଧ । ଏଠାରୁ ଛତ୍ର ମାନେ ନିକଟବରତି ଅଞ୍ଚଳ କୁ ଉଛ ଶିକ୍ଷ୍ୟା ପାଇଁ ଯାଇଥାନ୍ତି । ଏହି ଗ୍ରାମ ନିକଟ ରେ  ଜାତୀୟ ରାଜପଥ 6 ଯାଇଥିବାରୁ ଯାତାୟାତ ପାଇଁ ପର୍ଯ୍ୟାପ୍ତ ସୁବିଧା ରହିଛି । 

.

ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ଙ୍କ ଗୃହ 

Sarat Chandra's house at Samta

ଭାରତ ର ଜଣେ ଅତ୍ୟନ୍ତ ସ୍ବନାମଧାନ୍ୟ ଉପନ୍ୟାସକାର ଓ କାହାଣୀକାର ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ଙ୍କ ଗୃହ  ଏଇ ସମତା ଠାରେ ଅବସ୍ଥିତ ଥିଲା । ସେ ହୁଗୁଳି ଜିଲ୍ଲା ର ଦେବାନନ୍ଦପୁର ଠାରେ ଦରିଦ୍ର ପରିବାର ରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ପରବର୍ତୀ ଜୀବନ ଏହିଠାରେ ଆସି ସ୍ଥାୟୀ ଭାବରେ ରହିଥିଲେ । ତାଙ୍କ ଗୃହ ଏବେ " ଶରତଚନ୍ଦ୍ର କୁଟୀର "[][][] ନାମ ରେ ତାଙ୍କର ସ୍ମାରକୀ ଭାବେ ରହିଛି ।  ପୂର୍ବରୁ ରୂପନାରାୟନ ନଦୀ ତାଙ୍କ କୁଟୀର ସମୀପ ଦେଇ ପ୍ରବାହିତ ହଉଥିଲା , କିନ୍ତୁ କାଳ କ୍ରମେ ଏହି ନଦୀ ତାହାର ଗତିପଠା ପରିବର୍ତନ କରି ଦୂରକୁ ଚାଲି ଯାଇଛି । ଶରତ ଚନ୍ଦ୍ର " ଅଭାଗୀ ର ସ୍ଵର୍ଗ" । "କମଲ ଲତା" , "ଶେଷ ପ୍ରଶ୍ନ ", " ପଲ୍ଲି ସମାଜ " ପରି ଅନେକ ବହୁଳ ଆଦୃତ ପୁସ୍ତକ ର ରଚୟତା । 

I

ପ୍ରସିଦ୍ଧ ବ୍ୟକ୍ତି 

Sarat Chandra Chattopadhyay (1876 - 1938)
Name Details
Amulla Ghoshal He was a famous science teacher in Samta.
Khagendra Nath Ghoshal He was a social worker and was born and brought up in Samta. The Sarat Road, which leads towards Kalyanpur and Hooghly in the north and NH6 in the south, was built by him after he pawned his wife's ornaments.
Sarat Chandra Chattopadhyay Sarat Chandra was a novelist who belonged to period of the Bengali renaissance and he spent that last years of his life in Samta. He wrote his several acclaimed novels here. He lived here from 1926 until his illness in 1938.

ପୁନଶ୍ଚ ଦେଖଣା 

  • Sarat Chandra Chattopadhyay
  • Madangopal Jiu Temple
  • Sarat Chandra Kuthi

ଆଧାର ସମୂହ 

ବାହ୍ୟ ସଂଯୋଗ