Jump to content

ମଦନଗୋପାଳ ଜିଊ ମନ୍ଦିର

ଉଇକିପିଡ଼ିଆ‌ରୁ
୧୪:୨୭, ୨୬ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Madangopal Jiu Temple") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Madangopal Jiu Temple
The temple in its early days.
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନMellock
StateWest Bengal
CountryIndia

ମଦନଗୋପାଳ ଜିଊ ମନ୍ଦିର (Bengali: মদনগোপাল জীউ মন্দির )ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗ ର ସମତା ନିକଟରେ ମେଲ୍ଲୋକ ନାମକ ଗ୍ରାମ ରେ ଅବସ୍ଥିତ ଥିବା ଏକ ହିନ୍ଦୁ ମନ୍ଦିର । ଏହାକୁ ସ୍ଥାନୀୟ ଭାଷା ରେ ଗୋପାଲେର ମନ୍ଦିର କୁହାଯାଇଥାଏ । 

ଏହି ମନ୍ଦିର ରେ ଟେରାକୋତ୍ତା ବିଶିଷ୍ଟ ଆଠତାଳ ( ଆଠଟି ଢାଲୁ ଥାଇ ଛାତ  ) ରହିଛି । ଏହା ସପ୍ତଦଶ ଶତାବ୍ଦୀ  ରେ ମେଲଲୋକ ର ଜମିଦାର ବଂଶ ର ମୁକୁନ୍ଦପ୍ରସାଦ ରାୟଚୌଧୁରୀ ଙ୍କ ଦ୍ଵାରା ନିର୍ମିତ ହେଇଥିଲା । 

ପୁନଶ୍ଚ ଦେଖଣା 

  • Samta
  • Madan Mohan

ଆଧାର