ଚେନ୍ନଇ ବାଇପାସ ଏକ୍ସପ୍ରେସୱେ
ଦେଖଣା
Chennai Bypass | |
---|---|
Route information | |
Maintained by National Highways Authority of India | |
Length: | 32 km (୨୦ mi) |
History: | Completed in 2010 |
Major junctions | |
From: | Perungalathur, Kanchipuram district |
To: | Madhavaram, Tiruvallur district |
Highway system | |
Chennai HSCTC | |
ଚେନ୍ନଇ ବାଇପାସ ଏକ୍ସପ୍ରେସୱେ, ଏକ ସମ୍ପୂର୍ଣ ଗତି ନିୟନ୍ତ୍ରିତ ଏକ୍ସପ୍ରେସବେ । ଏହା ଚେନ୍ନଇ ନିକଟରେ ଥିବା 4 ଟି ଜାତୀୟ ରାଜପଥ କୁ ସଂଯୋଗ କରେ ଓ ଏହା 3 କିଲୋମିଟର ଦୀର୍ଘ । ଏହା ଜାତୀୟ ରାଜପଥ 145 ର ପେରୁନଙ୍ଗଲାଥୁର ଠାରୁ ଜାତୀୟ ରାଜପଥ 5 ରେ ଥିବା ମାଧବରାମ ପର୍ଯ୍ୟନ୍ତ ମଦୁରାଭୋୟାଲ ଦେଇ ଯାଇଛି । ଏହା 405 କୋଟି ଟଙ୍କା ବ୍ୟୟ ରେ ନିର୍ମିତ । ଏହା NH-145, NH-4, NH-205 ଓ NH-5 କୁ ଯୋଗ କରିଥାଏ ।
ପର୍ଯ୍ୟାୟ
ପ୍ରଥମ ପର୍ଯ୍ୟାୟ
ଏହାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ 10 କିଲୋମିଟର NH-45 ରୁ ଚେନ୍ନଇ- ବାଙ୍ଗାଲୋର NH-4 ଯାଏ 2008 ମସିହା ରେ ପୂର୍ଣ ହେଲା ।
ଦ୍ଵିତୀୟ ପର୍ଯ୍ୟାୟ
ଦ୍ଵିତୀୟ ପର୍ଯ୍ୟାୟ ରେ ମଦୁରାଭୋୟାଲ ଠାରୁ ମାଧଭରମ ଯାଏ 13 କିଲୋମିଟର ତାହାପରେ ନିର୍ମିତ ହେଲା ।
ଉତ୍ଥିତ ରାସ୍ତା
ବର୍ତମାନ 3.2 କିଲୋମିଟର ର ଉତ୍ଥିତ ରାଜପଥ ର ନିର୍ମାଣ କାର୍ଯ୍ୟ ଚାଲି 2009 ମସିହା ରେ ସମାପ୍ତ ହେଲା ।
ଗେଲେରୀ
-
The Porur flyover section of Phase I of the Chennai bypass passing through Porur Lake
-
The expressway passes through the outskirts of Chennai
ପୁନଶ୍ଚ ଦେଖଣା
- Coimbatore bypass