କଡାପ୍ପା ଫିଡର ଏକ୍ସପ୍ରେସୱେ
ଦେଖଣା
Kadapa Feeder Expressway | |
---|---|
Route information | |
Length: | 104.05 km (୬୪.୬୫ mi) |
Major junctions | |
North end: | Amaravati Anantapur Expressway |
South end: | Kadapa |
Highway system | |
କଡାପ୍ପା ଫିଡର ଏକ୍ସପ୍ରେସୱେ ଏକ ପ୍ରସ୍ତାବିତ ସବୁଜ ଏକ୍ସପ୍ରେସୱେ। ଏହା ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶ [୧][୨]ରେ ଭାରତୀୟ ରାଜପଥ ସଂସ୍ଥାନ ଦ୍ଵାରା ଜାତୀୟ ରାଜପଥ ଉନ୍ନୟନ କର୍ଜ୍ୟକ୍ରମ ର ଷଷ୍ଠ ସୋପାନ ରେ ଆରମ୍ଭ ହେବ ।
ପ୍ରକଳ୍ପ
ଏହି ପ୍ରକଳ୍ପ ପାଇଁ 27,635 କୋଟି[୩]ତାଙ୍କର ବ୍ୟୟ ଅଟାକଳ କରାଯାଇଛି । ଏହା ଅମରାବତି ରୁ କୁରନୂଲ ପର୍ଯ୍ୟନ୍ତ ରାସ୍ତାପଥ ରେ ଯାତ୍ରା ସମୟ 70 ମିନିଟ ହ୍ରାସ କରିବ । ଏହି ଏକ୍ସପ୍ରେସବେ 4 -ଲେନ ବିଶିଷ୍ଟ ହେବା ସହ ଏଥିରେ 120 କିଲୋମିଟର ବେଗ ରେ ବାହନ ଚଳାଚଳ କରି ପାରିବ । ପାର୍ବତ୍ଯ ଅଞ୍ଚଳ ରେ ତନେଲ ନିର୍ମାଣ ହେବ [୪]। ଏହି ରାଜପଥ ରେ ସମସ୍ତ ପ୍ରକାର ସୁବିଧା ରହିବ ।
Route
ସମୁଦାଯ ଦୈର୍ଘ୍ୟ 104.05 କିଲୋମିଟର ର ଏହି ଏକ୍ସପ୍ରେସବେ ଦ୍ଵାରା ଅମରାବତି -ଅନନ୍ତପୁରଏକ୍ସପ୍ରେସବେ ସହ ମଧ୍ୟ ଅଞ୍ଜୋଗ ରକ୍ଷୟା କରି ହେବ । ଏଥିରେ ସମୁଦାଯ 2 କିଲୋମିଟର ର ତନେଲ ରହିବା । .[୫]
References
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑ "Amaravati-Anantapur highway to cost Rs 27,635 crore". http://www.deccanchronicle.com/. 4 October 2016. Retrieved 9 November 2016.
{{cite news}}
: External link in
(help)|work=
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help)