କାକୋଲାତ ଜଳପ୍ରପାତ
ଦେଖଣା
ଅବସ୍ଥାନ | Kakolat, Nawada district, Bihar, India |
---|---|
ଉଠାଣ | 160 feet (50 m) |
ପ୍ରକାର | Cataract, Segmented |
ଉଚ୍ଚତା | 150 feet |
ଦୀର୍ଘତମ ଖାଲର ଉଚ୍ଚତା | 163 feet |
ଖାଲମାନଙ୍କ ସଂଖ୍ୟା | 1 |
କାକୋଲାତ ଜଳପ୍ରପାତ ଭାରତୀୟ ରାଜ୍ୟ ବିହାର ର ନବାଦା ଜିଲ୍ଲା ରେ ଅବସ୍ଥିତ ।
ଅବସ୍ଥିତି
ଏହା ଏକ ପ୍ରାକୃତିକ ଅତୀବ ସୁନ୍ଦର ଜଳପ୍ରପାତ । କାକୋଲାତ ପର୍ବତ ବିହାର ଓ ଝାଡ଼ଖଣ୍ଡ ସୀମା ରେ ଅବସ୍ଥିତ ଓ ଏହା ମୱାଡା ଠାରୁ 33 କିଲୋମିଟର ଦୁରବର୍ତୀ । ବିହାର ଓ ଭାରତ ର ଅନନ୍ୟ ପ୍ରାନ୍ତ ର ବହୁ ସଂଖ୍ୟା ରେ ପର୍ଯ୍ୟଟକ ଏଠାକୁ ପ୍ରତିବର୍ଷ ଆସିଥାନ୍ତି । 150 ରୁ 160 ଫୁଟ ଉପରୁ ଜଳ ପାଟଣା ହେଇ ଜଳପ୍ରପାତ ଘଞ୍ଚ ଅରଣ୍ୟ ମଧ୍ୟ ଦେଇ ପ୍ରବାହିତ ହେଇଥାଏ । ଏଠାରେ ପ୍ରକୃତିକ ଭାବରେ ଏକ ଜଳାଶୟ ସୃଷ୍ଟି ହେଇଛି ।
କିମ୍ବଦନ୍ତୀ ଅନୁସାରେ ତ୍ରେତା ଯୁଗ ରେ ଜଣେ ରାଜା ଅଭିଶାପ ପାଇ ଏକ ସରପ ଭାବରେ ଏଠାରେ ରହିଥିଲେ । ଏହି ସ୍ଥଳ କୁ ପାଣ୍ଡବ ମାନେ ତାଙ୍କର ବନବାସ କାଳ ରେ ଆଗମନ କରିଥିଲେ । ପାଣ୍ଡବ ମାନଙ୍କ ଆଶୀର୍ବାଦ ରୁ ରାଜା ସର୍ପ ବେଶ ରୁ ମୁକ୍ତି ପାଇଥିଲେ । କଥିତ ଅଛି ଏଠାରେ ଯିଏ ସ୍ନାନ କରିବା ସେ ପୁନର୍ଜନ୍ମ ରେ ସରପ ଭାବରେ ଜନ୍ମ ହେବ ନାହି ।