Jump to content

କାକୀଳା , ବିହାର

ଉଇକିପିଡ଼ିଆ‌ରୁ
୨୧:୨୪, ୨୩ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Kakila") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

କାକୀଳା iଭାରତୀୟ ରାଜ୍ୟ ବିହାର ର ଜଗଦୀଶପୁର  ଥାନା ଅଞ୍ଚଳ ର ଏକ ଗ୍ରାମ । ଏହା ଭୋଜା ପୁର ଜିଲ୍ଲା ରେ ଜିଲ୍ଲା ମୁଖ୍ୟାଳୟ ଠାରୁ 40 କିଲୋମିଟର ଦୂର ରେ ଅବସ୍ଥିତ । ଏହା ପ୍ରକୃତିକ ସୁନ୍ଦରତା ରେ ଭାର ଏକ ସ୍ଥାନ । []

ଏହାର ଜନସଂଖ୍ୟା 10,000 । ଏଠାରେ ମୁଖ୍ଯତଃ ହିନ୍ଦୁ ଧର୍ମାବଲମ୍ବୀ ରହନ୍ତି । ଅନନ୍ୟ ଧର୍ମ ର ମଧ୍ୟ କିଛି ଅଧିବାସୀ ଏଠାରେ ରହନ୍ତି । ଏଠାକାର ଅଧିବାସୀ ଙ୍କ ମୁଖ୍ୟ ଜୀବିକା କୃଷି । 

ଏଠାରେ ଦଶହରା ସମୟ ରେ ପାଳିତ ହେଉଥିବା ରାମଳୀଳା ପ୍ରସିଦ୍ଧ । ସେହି ସମୟ ରେ ଏହି ଅଞ୍ଚଳ ର ନିଜସ୍ଵ ଲୋକ ଗୀତା ଓ ନୃତ୍ୟ ପରିବେଷିତ ହେଇଥାଏ । ଏହା ସହ ଏଠାରେ ଅନନ୍ୟ ସବୁ ହିନ୍ଦୁ ପର୍ବ ପର୍ବାଣି ମଧ୍ୟ ପାଳିତ ହେଇଥାଏ । 

ସ୍ରୋତ 

ଆଧାର 

  1. "Kakila Village".