Jump to content

ବାଙ୍କା, ବିହାର

ଉଇକିପିଡ଼ିଆ‌ରୁ
୨୧:୦୩, ୨୩ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Banka, Bihar") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Banka
City
Country India
StateBihar
DivisionBhagalpur
DistrictBanka
Elevation
79 m (259 ft)
Population
 (2001)
 • Total୩୫,୪୧୬
Languages
Time zoneUTC+5:30 (IST)
PIN
813102
Telephone code91 6424
ଯାନବାହାନ ପଞ୍ଚୀକରଣBR-51
Sex ratio1.17 /
Websitewww.banka.bih.nic.in

ବାଙ୍କା , ଭାରତୀୟ ରାଜ୍ୟ ବିହାର ର ଏକ ମୁନିସିପାଲିଟି ସହର । ଏହା ବଙ୍କା ଜିଲ୍ଲା ର ମୁଖ୍ୟାଳୟ । ବଙ୍କା କହିଲେ ବିହାରୀ ଭାଷା ରେ ସାହସୀ କୁ ବୁଝାଏ । 

ଜନ ଆବାଦୀ 

2001 ମସିହା ଜନଗଣନା ନାସୁସାରେ ବାଙ୍କା ର ଜନସଂଖ୍ୟା 35.416 ଥିଲା । ତାହା ମଧ୍ୟ ରୁ ପୁରୁଷ ସଂଖ୍ୟା 54 % ଥିବା ବେଳେ ମହିଳା ସଂଖ୍ୟା 46 % ଥିଲା ।ଏଠାରେ ସାକ୍ଷ୍ୟରତା ହାର 55 % ଥିଲା ଯାହା ସେ ସମୟ ର ଜାତୀୟ ହାର ଠାରୁ କମ ରହିଥିଲା । 6 ବର୍ଷ ରୁ କମ ଆବାଦୀ16 % ରହିଥିଲା । 

ଆଧାର 

ବାହ୍ୟ ସଂଯୋଗ ସବୁ