ଦିଲ୍ଲୀ ଫରିଦାବାଦ ଆକାଶପଥ
ଦେଖଣା
Delhi Faridabad Skyway | |
---|---|
Route information | |
Maintained by National Highways Authority of India | |
Length: | 4.4 km (୨.୭ mi) |
Existed: | November 29, 2010 – present |
Major junctions | |
North end: | Delhi |
South end: | Faridabad |
Highway system | |
ଦିଲ୍ଲୀ ଫରିଦାବାଦ ଆକାଶପଥ (ଡିସ୍କ ୱେ) , ଏକ ଛ ଲେନ ବିଶିଷ୍ଟ ଉତ୍ଥିତ ରାଜପଥ , ଯାହା ଦିଲ୍ଲୀ ଓ ଫରିଡା ବଡ କୁ ସଂଯୋଗ କରେ । ଏହାର ଦୈର୍ଘ୍ୟ 4.4 କିଲୋମିଟର । [୧][୨] ଏହି ପ୍ରକଳ୍ପ ହିନ୍ଦୁସ୍ଥାନ କଂଷ୍ଟ୍ରକସନ କମ୍ପାନୀ ର ସହଯୋଗୀ କମ୍ପାନୀ ବଦରପୂର ଫରିଦାବାଦ ଟୋଲୱେ ଲିମିଟେଡ ଦ୍ଵାରା ନିର୍ମିତ ହେଇଥିଲା । ସ୍କାଇ - ୱେ[୩]କୁହା ଯାଉଥିବା ଏହି ରାସ୍ତା ଦିଲ୍ଲୀ ର ବାଦରପୂର ଠାରୁ ଆରମ୍ଭ ହେଇ ଫରିଦାବାଦ ର ସେକଟର-37 ରେ ସମାପ୍ତ ହୁଏ ।
References
- ↑
{{cite web}}
: Empty citation (help) - ↑ "Badarpur flyover to open today". The Times of India. Oct 5, 2010.
- ↑ "HCC bags Rs.340 crore BOT project of NHAI for Badarpur elevated highway". Financial Express. Jul 1, 2008.
External links
- Road Map reference at National Highways Authority of India
- Project reference