Jump to content

ଅମ୍ବାଲା - ଚଣ୍ଡିଗଡ ଏକ୍ସପ୍ରେସୱେ

ଉଇକିପିଡ଼ିଆ‌ରୁ
୨୧:୧୦, ୨୨ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Ambala Chandigarh Expressway") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Ambala Chandigarh Expressway
Route information
Length:35 km (୨୨ mi)
Major junctions
West end:Ambala
East end:Chandigarh
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

ଅମ୍ବାଲା - ଚଣ୍ଡିଗଡ ଏକ୍ସପ୍ରେସୱେ,  ଏକ ଚାରି ଲେନ ବିଶିଷ୍ଟ 35 କିଲୋମିଟର ଦୀର୍ଘ e  ଏକ୍ସପ୍ରେସୱେ।। [] ଏହା ଅମ୍ବାଲା ଠାରୁ ଚଣ୍ଡିଗଡ ଯାଏ ଯାଇଥିବା ବହୁ -ବ୍ୟସ୍ତ ରାଜପଥ ର କେତେକ ଅଂଶ ସହ ସମାନ୍ତରାଳ ଭାବେ  କରି କରାଯାଇଛି । ଜାତୀୟ ରାଜପଥ 22 ର   5.735 କିଲୋମିଟର ଠାରୁ 39.960 କିଲୋମିଟର ଯାଏ ଓ ଜାତୀୟ ରାଜପଥ 21 ର ଓ କିୟମିଟର ଠାରୁ 0.871 କିଲୋମିଟର ଯାଏ ରାସ୍ତା ରେ ଭିଡ କମ କରିବାକୁ ନିର୍ମିତ ହେଇଛି । ଏଥିରେ 2.98 ବିଲିଅନ ଟଙ୍କା ଖର୍ଚ ହେଇ ମାତ୍ର 30 ମାସ ରେ ନିର୍ମିତ ହେଇଥିଲା । ଏହାକୁ GMR ଗ୍ରୁପ ଦ୍ଵାରା ବିଶ୍ଵ ବେଙ୍କ ସହାୟତା ରେ ଡିସେମ୍ବର 2009 ରେ କାର୍ଯ୍ୟକାରୀ ହେଇଥିଲା । 

ପୁନଶ୍ଚ ଦେଖଣା 

  • Ambala-Jagadhri highway
  • National Highway 22, which this Expressway has been part of

ଆଧାର ସମୂହ 

  1. {{cite web}}: Empty citation (help)