ରାଜସାହୀ ଜିଲ୍ଲା
ଦେଖଣା
ଛାଞ୍ଚ:Infobox Bangladesh districtରାଜସାହୀ ଜିଲ୍ଲା (ବଙ୍ଗଳା: রাজশাহী জেলা)ବାଂଲାଦେଶ ର ଉତ୍ତର ପଶ୍ଚିମ ରେ ଥିବା ଏକ ଜିଲ୍ଲା । ଏହା ରାଜଶହି ଡିଭିଜନ ର ଅନର୍ଗତ । ଏହାର ମୁଖ୍ୟାଳୟ ରାଜସାହି ମେଟ୍ରୋ ସହର ।
ଭୌଗୋଳିକ ସ୍ଥିତି
ରାଜଶହି ର ଭୌଗୋଳିକ ଅବସ୍ଥିତ BD 24.40°N 88.50°E ଠାରେ । ଏହାର ଉତ୍ତର ରେ ନାଅଗାଁ, ପୂର୍ବ କୁ ନାଟୋରେ ଜିଲା ଓ ଦକ୍ଷିଣ ରେ ନବାବଦବ୍ଜ ଜିଲ୍ଲା ଓ ପଦ୍ମାନଦୀ ରହିଛି ।
Rivers
ଏହି ଜିଲ୍ଲା ଦେଇ ସମୁଦାଯ 146 କିଲୋମିଟର ଦୀର୍ଘ 10 ଟି ନଦୀ ପ୍ରବାହିତ । ଏଠି ମଧ୍ୟ ରୁ ମହାନନ୍ଦା , ବରାଳ , ପଦ୍ମା ଓ ବରଣୟ ନଦୀ ପ୍ରମୁଖ ।
Communications
ଏହି ଜିଲ୍ଲା ରେ ସମୁଦାଯ 1270 କିଲୋମିଟର ପକ୍କା ରାସ୍ତା ସହ 6 ଟି ରେଳପଥ ଯାଇଛି । ଏହା ଦେଶ ର ଅନନ୍ୟ ଭାଗ ସହ ଉତ୍ତମ ଭାବରେ ସଂଯୁକ୍ତ ।
ଶିଳ୍କ ସହର
ଏହାକୁ ବାଂଲାଦେଶ ର ଶିଳ୍କ ସହର କୁହାଯାଏ । ଏଠାରେ ଶିଳ୍କ ଶିଳ୍ପ ରହିଛି ଓ ଏଠାରୁ ଏକ ଏକ୍ସପ୍ରେସ ଟ୍ରେନ କୁ ଶିଳ୍କ ଏକ୍ସପ୍ରେସ ନାମ ରେ ନମିତା କରାଯାଇଛି । ରାଜଶହି ଜିଲ୍ଲା ଆମ୍ବ ଚାଷ ଓ ଶିଳ୍କ ଚାଷ ପାଇଁ ପ୍ରସିଦ୍ଧ ।
ଦର୍ଶନୀୟ ସ୍ଥଳ
- ପୁଠିଆ m
ପୁନଶ୍ଚ ଦେଖଣା
- Districts of Bangladesh
- Faridpur District
- Rajbari District