Jump to content

ରାସୁନ୍ଦରୀ ଦେବୀ

ଉଇକିପିଡ଼ିଆ‌ରୁ
୦୯:୩୬, ୨୨ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Rassundari Devi") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Rassundari Devi
ଜନ୍ମ ଓ ଜନ୍ମସ୍ଥାନ1810
Pabna
ମୃତ୍ୟୁ1900
ବୃତ୍ତିWriter
ଭାଷାBengali

ରାସୁନ୍ଦରୀ ଦେବୀ(ବଙ୍ଗଳା: রাসসুন্দরী দেবী)ଜଣେ ବଙ୍ଗାଳୀ ଲେଖିକା ଥିଲା । ସେ ଭାରତ ରେ ବଙ୍ଗାଳୀ ଭାଷା  ପ୍ରଥମ ପୂର୍ଣ ଆତ୍ମଜୀବନୀ[] ଲେଖିଥିବାର ଭାରତୀୟ ଭାବରେ ପରିଗଣିତ । ସେ ବଙ୍ଗାଳୀ ଭାଷା ରେ ଜଣେ ସର୍ବପୁରାତନ ଲେଖିକା । 

ତାଙ୍କର ରଚିତ " ଆମର ଜୀବନ " ଆତ୍ମଜୀବନୀ 1876 ମସିହା ରେ ପରିପ୍ରକାଶ ହେଇଥିଲା । ସେ ପ୍ରଥମ ଭାରତୀୟ ନାରୀ ଭାବରେ ଇତିହାସ ର ଗବେଷଣା କରିଥିଲେ । 

ଜୀବନୀ 

 ରାସୁନ୍ଦରୀ ଦେବୀ 1810 ମସିହା ରେ ବଙ୍ଗ ର ପାବନା ନିକଟସ୍ଥ ପୋତାଜିଆ ଗ୍ରାମ ରେ ଜନ୍ମ ଗ୍ରହଣ କରିଥିଲେ । ବାଲ୍ୟକାଳ ରୁ ତାଙ୍କର ପିତା ଙ୍କ ଦେହାନ୍ତ ହେଇଯାଇଥିବାରୁ ସେ ତାଙ୍କ  ମାଁ ଙ୍କ ଦ୍ଵାରା ପାଳିତ ହେଇଥିଲେ । ସେ ତାଙ୍କ ଘରେ ଚାଲୁଥିବା ମିଶନରୀ ସ୍କୁଲ ରେ କିଛି କାଳ ପଢିବା ପରେ ମାତ୍ର 12 ବର୍ଷ ବଯଶ ରେ ତାଙ୍କର ବିବାହ ହେଇଥିଲା । ସେ ରମାଦିଆ ଗ୍ରାମ ର ନୀଳମଣି ରାୟ[] ନାମକ ଜଣେ ବ୍ୟକ୍ତି ଙ୍କୁ ବିବାହ କରି 12 ଟି ସନ୍ତାନ ସନ୍ତତି ଙ୍କ ଜନନୀ ହେଇଥିଲେ । ସେ ମଧ୍ୟ ରୁ 7 ଜଣ ଙ୍କ ସ୍ୱଳ୍ପ ବଯଶ ରେ ମୃତ୍ୟୁ ଘଟିଥିଲା । ରାସୁନ୍ଦରୀ ଦେବୀ ବୈଷ୍ଣବ ଧର୍ମାବଲମ୍ବି ଥିଲେ ଓ ଧର୍ମଗ୍ରନ୍ଥ ପଠନ ରେ ଆଗ୍ରହ ଯୋଗୁଁ ସେ ନିଜେ ଚେଷ୍ଟା କରି ଅଧିକ ପଢିଥିଲେ । ତାଙ୍କ ସ୍ଵାମୀ ଙ୍କ 1868[] ମସିହା ରେ ଦେହାନ୍ତ ଘଟିଥିଲା । ତାଙ୍କ ପୁତ୍ର କିଶୋରୀଲାଲ ସରକାର କଲିକତା ହାଇ କୋର୍ଟ ରେ ଜଣେ ଓକିଲ ଥିଲେ ଓ ଅନେକ ଉଲ୍ଲେଖନୀୟ ପୁସ୍ତକ [] ରଚନା କରିଥିଲେ ।ରାସୁନ୍ଦରୀ ଦେବୀ ଙ୍କ 1900 ମସିହା ରେ ପରଲୋକ ଘଟିଥିଲା । 

ଲେଖାବଳି 

1867 ମସିହା ରେ ରାସୁନ୍ଦରୀ ଦେବୀ ଙ୍କ ଆତ୍ମଜୀବନୀ " ଆମର ଜୀବନ" ପୁସ୍ତକ ପ୍ରକାଶିତ ହେଇଥିଲା । ଏହା କୁ ଜ୍ୟୋତିନ୍ଦ୍ରନାଥ ଠାକୁର " ଏକ ଚମତ୍କାର କଥା ର ଧାରା " ବୋଲି ପ୍ରଶଂଷା କରିଥିଲେ । ଦିନେଶ ଚନ୍ଦ୍ର ସେନ ଏହାକୁ " ବିଗତ ଦିନ ର ସରଳ ଗଦ୍ୟ ର ଏକ ବିଶାଳ ସଂକଳନ " []ବୋଲି କହିଥିଲେ । ଏହି ପୁସ୍ତକ ହିନ୍ଦୀ ଭାଷା ରେ " ମେରା ଜୀବନ " ପୁସ୍ତକ ଭାବରେ ରେ ଅନୁଦିତ ହେଇ ଖୁବ ଲୋକପ୍ରିୟତା ହାସଲ କରିଥିଲା । 

ଆଧାର ସମୂହ 

  1. {{cite web}}: Empty citation (help)
  2. {{cite web}}: Empty citation (help)
  3. Amin, Sonia (2003). "Dasi, Rassundari". In Jamal, Ahmed A. (ed.). Banglapedia: National Encyclopedia of Bangladesh (First ed.). Asiatic Society of Bangladesh. Archived from the original on 16 March 2008. {{cite book}}: Missing |editor1= (help)Missing |last1= in Editors list (help)
  4. Hindu system of moral science (1895, 3rd revised and enlarged ed. 1912), Hindu system of religious science and art, or the revelations of rationalism and emotionalism (1898), Hindu system of self-culture of the Patanjala Yoga Shastra (1902), Mimansa rules of interpretation as applied to Hindu law (1909), An introduction to the Hindu system of physics, being an exposition of Kanad-Sûtras relating to the subject (1911).
  5. Dinesh Chandra Sen. Vanga Sahitya Parichaya or Selections from the Bengali Literature: Volume II. Calcutta.