Jump to content

ଧୂଳିଆନ

ଉଇକିପିଡ଼ିଆ‌ରୁ
୦୮:୨୦, ୨୨ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Dhulian") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Dhulian
City
Country India
StateWest Bengal
DistrictMurshidabad
Elevation
4 m (13 ft)
Population
 (2011)
 • Total୨,୩୯,୦୨୨
Languages
Time zoneUTC+5:30 (IST)
PIN
742202
Telephone code+91-3485
ଯାନବାହାନ ପଞ୍ଚୀକରଣWB58-
Lok Sabha constituencyMaldaha Dakshin

ଧୂଳିଆନ, ଭାରତୀୟ ରାଜ୍ୟ ପଶ୍ଚ୍ମା ବଙ୍ଗ ର  ମୁର୍ଶିଦାବାଦ ଜିଲ୍ଲା ର ଏକ ମୁନ୍ସିପଲିଟି ସହର । ଏହା ଗଙ୍ଗା ଓ ହୁଗୁଳି ନଦୀ ର କେନାଲ ମଝିରେ ରହିଛି ।  

ଧ୍ଳିଲିଆନ ଏକ ଏକ ଆଭ୍ଯନ୍ତରୀଣ ଜଳପଥ ବାଣିଜ୍ୟ ଯାତାୟାତ ପୟେନ୍ଟ ହିସାବ ରେ ମୁର୍ଶିଦାବାଦ ଓ ବାଂଲାଦେଶ ର ରାଜଶହି ସହର ମଧ୍ୟ ରେ ଯୋଗାଯୋଗ  ରଖେ ।ଏହି ସହର ରୁ ବାର୍ଗ ସହାୟତା ହେ କମ ଖରଚରେ ଜିନିଷ ପାତ୍ର ନିଆ ଅଣା କରାଯାଇପରିବାର ବିପୁଳ ସୁଯୋଗ ରହିଛି । ତେବେ ଏହା ବେଈ ଉଭୟ ରାଜ୍ୟ ମଧ୍ୟରେ ବର୍ତମାନ ରାଜିନାମା ହେଇପାରି ନାହିଁ । 

ଭୌଗୋଳିକ ସ୍ଥିତି 

ଧୂଳିଆନ ର ଭୌଗୋଳିକ ଅବସ୍ଥିତି []24.68°N 87.97°E  ଠାରେ ଓ ଏହା ସମୁଦ୍ରପଟ୍ଟବ ଠାରୁ ମାତ୍ର 13 ଫୁଟ ଉପରେ ରହିଛି । 

ଧୂଳିଆନ ର ଦକ୍ଷିଣ ରେ ଫରକ୍କା ଥିବା ବେଳେ ସାକ୍ଷୀଣ ରେ ଔରଙ୍ଗାବାଦ , ପଶ୍ଚିମ ରେ ପାକୁର , ଓ ପୂର୍ବ ରେ ଗଙ୍ଗା ନଦୀ ଅବସ୍ଥିତ , 

ଜନ ଆବାଦୀ 

2011 ଜନଗଣନା ଅନୁସାରେ ଧୂଳିଆନ ର ଜନସଂଖ୍ୟା 230,022 ଥିଲା । ଏହା ମଧ୍ୟ ରୁ ପୁରୁଷ ସଂଖ୍ୟା 119,151 ଥିବା ବେଳେ ମହିଳା ସଂଖ୍ୟା 119,971 ଥିଲା । 6 ବର୍ଷ ରୁ କମ ଆବାଦୀ 45,483 ରହିଥିଲା । ଏହା 2001 ଜନଗଣନା[] ରେ ମାତ୍ର 72,906 ଜନସଂଖ୍ୟା ଠାରୁ ଢେର ଅଧିକ ବୃଦ୍ଧି ହେଇଥିବାର ଦେଖାଯାଏ । 2011 ମସିହା ରେ ଏଠାରେ ସାକ୍ଷ୍ୟରତା ହାର 60.06 ରହିଥିଲା । .[]

ଆଧାର ସମୂହ 

  1. Falling Rain Genomics, Inc - Dhulian
  2. {{cite web}}: Empty citation (help)
  3. "Urban Agglomerations/Cities having population 1 lakh and above" (PDF). Provisional Population Totals, Census of India 2011. Retrieved 2011-10-21.