Jump to content

ସୁବାହୁ

ଉଇକିପିଡ଼ିଆ‌ରୁ
୨୨:୪୦, ୨୦ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Subahu") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ସୁବାହୁ

ସୁବାହୁ (ସଂସ୍କୃତ: सुबाहु Supāhu, Tamil: சுபாகு Cupāku, ଛାଞ୍ଚ:Lang-kan, Thai: Sawahu)ମହାପୁରାଣ ରାମାୟଣ ର ଏକ ରାକ୍ଷସ ଚରିତ୍ର । ରାମାୟଣ ର ତାଡକା ତାଙ୍କ ର ମାଁ ଥିଲେ ଓ ଏହି ଦୁହେଁ ଅରଣ୍ୟା ରେ ତପସ୍ୟାରତ ଥିବା ମୁନି ରିଷି ମାନଙ୍କୁ ଖୁବ ହଇରାଣ କରୁଥିଲେ । ମହାମୁନି ବିଷବାମତ୍ର ଙ୍କ ଯଜ୍ଞ ସମୟରେ ସେମାନେ ବିଭିନ୍ନ ବ୍ୟାଘ୍ରାତ ସୃଷ୍ଟି କରୁଥିଲେ । 

ବିଶ୍ଵାମିତ୍ର ଦଶରଥ ରାଜା ଙ୍କୁ ଏହି ରାକ୍ଷସ ମାନଙ୍କ ଉତ୍ପାତ ରୁ ରକ୍ଷୟା କରିବାରେ ସାହାଯ୍ୟ କରିବାକୁ କହିଥିଲେ । ଦଶରଥ ତାଙ୍କର ଦୁଇ ଜଣ  ପୁତ୍ର ରାମ ଓ ଲକ୍ଷ୍ମଣ ଙ୍କୁ ପଠେଇ ଥିଲେ । ତାଡକା ଓ ସୁବାହୁ ଯଜ୍ଞା ସମୟ ରେ ହୋମ ସ୍ଥଳୀ ରେ ରକ୍ତ ଓ ମାନଶା ପକେଇବାରୁ ରାମ ଓ ଲକ୍ଷ୍ମଣ ସେମାନନକୁ ନିପାତ କରିଥିଲେ । 

References