କୁଶ (ରାମାୟଣ)
Kusha | |
---|---|
କୁଶ ଓ ତାଙ୍କର ଯାଁଳା ଭାଇ ଲବ ମହାପୁରାଣ ର ରାମ ଓ ସୀତା ଙ୍କ ପୁତ୍ର ଥିଲେ । ପ୍ରାଚୀନ ସମୟ ରେ " କସୁର" ନାମକ ରାଜ୍ୟ ଗଠନ କରି ତାହାର ରାଜା ହେଇଥିଲେ ।[୧] ତାଙ୍କ ଯାଁଳା ଭାଇ ଲବ " ଲାହୋର" ରାଜ୍ୟ ସ୍ଥାପନ କରିଥିଲେ ।
ଖ୍ରୀଷ୍ଟ ପୂର୍ବ 320 ମସିହା ରୁ 185 ମସିହା ଯାଏ ବାରାନଶୀ ଓ ଭାରତୀୟ ଉପମହାଦେଶ ର ଆଦିକାଂଶ ଅଞ୍ଚଳ କୁ ଶାସନ କରିଥିବା ମୌର୍ଯ୍ୟ ରାଜବଂଶ କୁଶ ଙ୍କ ବଣଶୋଦଭାବ ହେଇଥିବାରା କୁହାଯାଇଥାଏ ।
ଜନ୍ମ ଓ ବାଲ୍ୟକାଳ
ରାମାୟଣ ଅନୁସାରେ ସିତା ଗର୍ଭବତୀ ଥିବା ସମୟ ରେ ଲୋକ ବାଦ ଯୋଗୁଁ ତାଙ୍କୁ ବନବାସ ରେ ଯିବାକୁ ହେଇଥିଲା । ସେ ଅରଣ୍ୟ ରେ ବାଲ୍ମୀକି ରୁଷି ଙ୍କ ଆଶ୍ରମ ରେ ରହିଲେ । ତମଶା ନଦୀ ଟିର ରେ[୨] ଥିବା ସେହି ଆଶ୍ରମ ରେ ଲବ ଓ କୁଶ ଙ୍କ ଜନ୍ମ ହେଇଥିଲା । ମହର୍ଷି ବାଲ୍ମୀକି ସେମାନଙ୍କ ଲାଳନ ପାଳନ ଦେଖିବା ସହ ସେମାନେ ବଡ ହେଲା ପରେ ତାଙ୍କୁ ଶିକ୍ଷ୍ୟା ପ୍ରଦାନ କରିଥିଲେ ।
ଅଶ୍ଵମେଧ ଯଜ୍ଞ
ଜନ୍ମ ଓ ବାଲ୍ୟକାଳ
ରାମ ଯେତେବେଳେ ଅଶ୍ଵମେଧ ଯଜ୍ଞ କାଲେ ମହର୍ଷି ବାଲ୍ମୀକି ଲବ ଓ କୁଶ ଙ୍କୁ ଧରି ସେଟାକୁ ଯାଇଥିଲେ । ସେହି ସ୍ଥଳ ରେ ଲବ ଓ କୁଶ " ରାମାୟଣ " ମୂଳରୁ ପଠନ କରିଥିଲେ । ସୀତା ଙ୍କ ବିଷୟ ଆସିବା ପରେ ରାମ ଦୁଖ ରେ ଜର୍ଜରିତା ହେଇଗଲେ ଓ ଅନୁତାପ କଲେ ।ସେହି ସମୟ ରେ ବାଲ୍ମୀକି ସୀତା କୁ ଆଣି ରାମା ଙ୍କୁ ପ୍ରଦାନ କାଲେ । କିନ୍ତୁ ତଥାପି ରାମ ଲୋକ ବାଦ ର ଭ୍ରମ ଏଡେଇବାକୁ ସୀତା ଙ୍କୁ ଅଗ୍ନି ପରିକ୍ଷ୍ୟା ଦେବାକୁ କହି ତାହା ପରେ ଗ୍ରହଣ କଲେ ।
ପରବର୍ତୀ ଇତିହାସ
ରାମ ଙ୍କ ଅନ୍ତେ ଲବ ଓ କୁଶ " ଲବପୁରୀ " ଓ : କସୁର " ନାମକ ରାଜ୍ୟ ସ୍ଥାପନ କରି ରାଜୁତି କରିଥିଲେ । କେତେକଙ୍କ ମତ ରେ କସୁର ଆଧୁନିକ କୁଶୀନଗର ଠାରେ ଥିଲା ଓ ତାହାର ନାମ କୁଶବତୀ ଥିଲା । ଏକ ସମୟ ରେ ଏହା କଳିଙ୍ଗ ସମ୍ଭ୍ରାଜୀ ରେ ଥିଲା ।
ପୁନଶ୍ଚ ଦେଖଣା
- Luv Kush
- Kushwaha