ଅଶ୍ୱପତି ( ରାମାୟଣ ଚରିତ୍ର )
ଅଶ୍ଵପତି (अश्वपति)ଏକ ହିନ୍ଦୁ ପୌରାଣିକ ରାଜା ମାନଙ୍କ ଙ୍କ ଉପାଧି ଅଶ୍ଵପତି କହିଲେ "ହର୍ଷ ମାନଙ୍କ ମାଲିକ " କୁ ବୁଝାଏ । ମହାପୁରାଣ ରାମାୟଣ ଅନୁସାରେ ଅଶ୍ଵପତି କଇକେୟ ରାଜ୍ୟ ର ରାଜା ଥିଲେ । ସେଠାରେ ବହୁ ସଂଖ୍ୟା ରେ ଉତ୍ତମ ଅଶ୍ଵ ଥିବାରୁ ତାଙ୍କୁ ଅସପତି କୁହାଯାଉଥିଲା । କଇକେୟୀ , ଯିଏ ଦଶରଥ ଙ୍କ ପତ୍ନୀ ଥିଲେ ସେ ଅଶ୍ଵପତି ଙ୍କ କନ୍ୟା ଥିଲେ । ତାଙ୍କର ସାତ ପୁତ୍ର ମଧ୍ୟ ରୁ ଯୁଦ୍ଧଜିତ ଜେନ ଥିଲେ । ରାମାୟଣ ରେ ଯୁଦ୍ଧାଜୀତ ଙ୍କ ଭୂମିକା ଅହମ ଥିଲା ।
ପତ୍ନୀ ଙ୍କ ଦେଶାନ୍ତର
ବାର ପାଇଥିବାରୁ ଅଶ୍ଵପତି ପକ୍ଷୀ ମାନଙ୍କ ଭାଷା ବୁଝିପାରୁଥିଲେ । କିନ୍ତୁ ବାର ସହ ଏକ ସର୍ତ ରହିଥିଲା । ସେ ଯଦି କାହାକୁ ପକ୍ଷୀ ମାନଙ୍କ ଥୁ ଜାଣିଥିବା ବିଷୟ କହିବେ ତେବେ ତାଙ୍କର ଜୀବନ ଚାଲିଯିବ । ଥରେରାଣୀ ଙ୍କ ସହ ଉଦ୍ୟାନ ରେ ଭ୍ରମଣ କରୁଥିବା ସମୟ ରେ ଏକ ଯୋଡା ହଂଶ ଙ୍କ କଥୋପକଥନ ଶୁଣିଲେ । ତାଙ୍କୁ ଏତେ ଆମୋଦ ଲାଗିଲା ଯେ ସେ ଖୁବ ହସିଲେ । କଇକେୟୀ ଙ୍କ ମାଁ ବା ତାଙ୍କର ପତ୍ନୀ ଯଦିଓ ଯାନୀ ଥିଲେ ଅଶ୍ଵପତି ଛଡେଇ ମାନଙ୍କ କ୍କଥୋପକଥନ କଥା କହି ପାରିବେ ନାହି , ତଥାପି କୌତୁହଳ ଦମନ କରି ନ ପରି ପଚାରିଲେ । ଅଶ୍ଵପତି ଏଥିରେ ବିବ୍ରତ ହେଇ ତାଙ୍କୁ ତାଙ୍କ ପିତା ମାତା ଙ୍କ ଘରେ ତ୍ୟାଗ କରି ଆସିଲେ ।
ଦଶରଥ ଙ୍କ ପ୍ରତିଶ୍ରୁତି
ରାଜା ଦଶରଥ ଅଶ୍ଵପତି ଓ ତାଙ୍କର ପୁତ୍ର ଯୁଦ୍ଧଜିତ ଙ୍କୁ କଥା ଡିଥିଲେ ଯେ କଇକେଇ ଙ୍କ ଅଉରସ ରୁ ଜାତ ପୁତ୍ର ହିଁ ତାଙ୍କ ପରେ ରାଜଗାଦି ପାଇବେ , ତଥାପି ପରିସ୍ଥିତି କ୍ରମେ ନିୟମାନୁସାରେ ଜେଷ୍ଠ ପୁତ୍ର ରାମ ଙ୍କୁ ରାଜା କରିଥିଲେ । ତାହା ତାଙ୍କର ପ୍ରତିଜ୍ଞା ର ଭଙ୍ଗ ହେଇଥିଲା ।
ଆଧାର ସମୂହ
- Dowson's Classical Dictionary of Hindu Mythology
- Buck's Ramayana