Jump to content

ରଘୁବଂଶ

ଉଇକିପିଡ଼ିଆ‌ରୁ
୧୮:୫୭, ୧୯ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Raghuvaṃśa") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ରଘୁବଂଶ (ସଂସ୍କୃତ: रघुवंश, Raghuvaṃśa)ଏକ ସଂସ୍କୃତ ମହାକାବ୍ୟ । ଏହା ପ୍ରାଚୀନ ଭାରତ ର ସ୍ବନାମଦଧନ୍ୟ କବି ଓ ବିଦ୍ଵାନ କାଳିଦାସ ଙ୍କ ଦ୍ଵାରା ରଚିତ ଏକ ମହାନ ଗ୍ରନ୍ଥ । ଏହାର ପ୍ରକୃତ ଲେଖନ କାଳ ବିଷୟ ରେ ପ୍ରମାଣ ମିଳିନଥିଲେ ମଧ୍ୟ କବି କାଲିସଦାସ ତାଙ୍କର ଶିଖର ରେ 5 ମ ଶତାବ୍ଦୀ[] ରେ ରହିଥିବାରୁ ସେହି ସମୟ ର ରଚିତ ଏକ ମହା କାବ୍ୟ । ଏଥିରେ 19 ଟି ସର୍ଗ ବା ବିଭାଗ ରହିଛି । ରଘୁ ବଂଶ ର ରାଜା ଦିଲୀପ ଓ ତାଙ୍କ ବଂଶଧର ମାନକ ବିଷୟ କାହାଣୀ ଏଥିରେ ଅଗ୍ନୀବରଣ ଙ୍କ ସମୟ ଯାଏ ବର୍ଣିତ । ଏଠି ମଧ୍ୟ ରେ ରାଜା ରଘୁ , ରାଜା ଦଶରଥ ,ରାଜା ରାମା ଙ୍କ ବିଷୟ ରହିଛି । ଏହି ଗ୍ରନ୍ଥ ଉପରେ 10 ମ ଶତାବ୍ଦୀ ରେ କାଶ୍ମିରୀ ବିଦ୍ଵାନ ବଲ୍ଲଭଦେବ[] ଙ୍କ ଲେଖା  ଓ 1350 ରୁ 1450 ମସିହା ରେ ମଲ୍ଲିନଥ ଙ୍କ ରଚିତ "ସଞ୍ଜିବନୀ" ଗ୍ରନ୍ଥ ରେ ଦେଖା ଯାଏ ।  

ଭୌଗୋଳିକ ଓ ଏଇତିହାସିକ ଆଧାର 

The warrior Raghu leads a military expedition to Transoxiana. He defeats and subjugates local people along the way (presumably on his march through Central Asia) until he reaches the Vankshu, as the ancient Indians called the Oxus River. There, Raghu's army battles the Hepthalites, or White Huns, whom the Indians called Hunas and Mlecchas (barbarians). The Hepthalites are defeated, and the Raghuvamsha boasts of "The exploits of Raghu, whose valor expressed itself amongst the husbands of the Huna women, became manifest in the scarlet color of their cheeks."

ମହାକାବ୍ୟ ରେ ବ୍ଯବହ୍ରୁତ ମେତ୍ରେ ସମୂହ 

ଏହି ମହାକାବ୍ୟ 21 ଟି ସନ୍ସ୍କ୍ର୍ଟ ମେତ୍ରେ  ରେ ଲେଖା ଯାଇଛି । ସେଗୁଡିକ ଅନୁଷ୍ଟୁପ , ଇନ୍ଦ୍ରବଜ୍ର , ଉପଜାତି , ଉପେନ୍ଦ୍ର ବଜ୍ର ଇତ୍ୟାଦି । , []

ପୁନଶ୍ଚ ଦେଖଣା

  • Kalidasa
  • Indian literature
  • Sanskrit literature
  • Sanskrit drama
  • Chandragupta Vikramaditya
  • Gupta Empire
  • Kambojas
  • Hunas

ଆଧାର ସମୂହ 

  • Basham, A.L. (2000). The Wonder that was India (3rd ed.). London: South Asia Books. ISBN 0-283-99257-3
  • Maenchen-Helfen, Otto (1973). The World of the Huns. Berkely: University of California Press.
  • Jordanes, Getica.
  1. http://www.britannica.com/biography/Kalidasa
  2. Dominic Goodall and Harunaga Isaacson, The Raghupañcikā of Vallabhadeva, Volume 1, Groningen, Egbert Forsten, 2004.
  3. Raghuvaṃśa of Kālidāsa - Edited with extracts & Notes etc by Narayan Ram Acharya Kavyatirtha, Chaukhambha Publishers, Varanasi, 2nd ed (2002), Appendix 2

ବାହ୍ୟ ସଂଯୋଗ ସବୁ 

  • Transliterated Sanskrit text at GRETIL
  • Complete translation and commentary along with word meanings by Desiraju Hanumanta Rao
  • English verse translation by P. de Lacy Johnstone at the Internet Archive
  • Summary and partial translation by Arthur W. Ryder: 113 verses are translated, the rest are summarised in prose
  • Ṣaṅkara Paṇḍuraṅga Paṇḍit (1869), The Raghuvam̃śa of Kâlidâsa: with the commentary of Mallinātha, Government Central Depôt
  • Parab (1888) The Raghuvamsha of Kâlidâsa: with the commentary of Mallinatha
  • English prose translation (author unknown) in Kalidasa: Works, South Asia Books, 1901
  • ଛାଞ୍ଚ:Internet ArchiveInternet Archiveଛାଞ୍ଚ:Internet Archive