ରାଜଶେଖର
ରାଜଶେଖର (ସଂସ୍କୃତ: राजशेखर, Rājaśekhara) ଜଣେ ସଂସ୍କୃତ କବି , ନାଟ୍ଯକାର ଓ ସମାଲୋଚକ ଥିଲେ । ସେ ଗୁର୍ଜର ପ୍ରତିହାର ରାଜସଭା ରେ ଜଣେ ମୁଖ୍ୟ ବ୍ୟକ୍ତି ଭାବରେ ରହିଥିଲେ । ସେ 880 ମସିହା ରୁ 920 ମସିହା ମଧ୍ୟ ରେ କାବ୍ୟମୀମାଂଷା ରଚନା କରିଥିଲେ । ଏହି ଲେଖା ପରବର୍ତୀ କାଳ ର କବି ଙ୍କ ପାଇଁ ଦିଗଦର୍ଶନ ହେଇଥିଲା । ଏଥିରେ କବିତା ରଚନା ର ସମସ୍ତ ମୂଳ ମନ୍ତ୍ର ବିଷଦ ଭାବରେ ରହିଥିଲା । ..[୧] .ରାଜଶେଖର ଙ୍କ କୃତି ତାଙ୍କର କର୍ପୂରମଞ୍ଜରୀ ନାଟକ ଯୋଗୁଁ ପ୍ରସୋଧ୍ହୀ ହାସଲ କରିଥିଲା ।ରାଜଶେଖର ଏହି ନାଟକ ମୂଳତଃ ତାଙ୍କ ପତ୍ନୀ ଙ୍କୁ ଖୁସି କରିବାକୁ ରଚନା ଅକରିଥିଲେ । ଏଥିରେ କବି ନିଜେ ତାଙ୍କ ପତ୍ନୀ ଙ୍କ ଉତ୍ତମ ରୁଚି ର ବୁୟାଶୀ ପ୍ରଶଂଶା କରିଥିଲେ ଯାହା ସେ କାଳ ରେ ଏକ ଅଭିନବ କଥା ଥିଲା । .[୨]
ଜୀବନୀ
ତାଙ୍କର ରଚନା ବାଲା ରାମାୟଣ ଓ କାବ୍ୟ ମୀମାଂଷା ରେ ସେ ନିଜ ନାମ ପିଲା ଦିନର ଜଜାଭେରା ବୋଲି ଲେଖିଥିଲେ ।ସେ ଜଣେଇଥିଲେ ଯେ ତାଙ୍କର ପିତାମହ ଅକାଳଜଳଦା ମହାରାଷ୍ଟ୍ର ରାଜ୍ୟ ବାସିନ୍ଦା ଥିଲେ ।ତାଙ୍କ ପିତା ମହମନ୍ତ୍ରୀ ଥିବା କଥା ଲେଖିଥିଲେ ମଧ୍ୟ ଏହି ବିଷୟ ରେ ବିଷାଦ ବିବରଣୀ ଦେଇ ନଥିଲେ । ତାଙ୍କ ପତ୍ନୀ ଚୌହାନ ବଂଶର ଥିବା କଥା ସହ ସେ ନିଜେ ଗୁରଜର ପ୍ରାତିହାର ରାଜା ମହେନ୍ଦ୍ରପାଳ ଙ୍କ ଶିକ୍ଷୟକ ଥିବା କଥା ଉଲ୍ଲେଖ କରିଥିଲ୍ଲେ । [୩]
କାର୍ଯ୍ୟ ସମୂହ
- Viddhaśālabhañjikā
- Bālabhārata[୪]
- Karpūramañjarī
- Bālarāmāyaṇa
- Kavyamimamsa
ପୁନଶ୍ଚ ଦେଖଣା
- Hoysala literature
- Kannada literature
ଆଧାର ସମୂହ
- ↑ "Kavyamimamsa of Rajasekhara". Retrieved 2007-01-21.
- ↑ Sisir Kumar Das, Sahitya Akademi (2006). A history of Indian literature, 500-1399: from courtly to the popular. Sahitya Akademi. p. 60. ISBN 9788126021710.
- ↑ Warder, A. K. (1988). Indian Kāvya Literature. Vol. Vol. V. Delhi: Motilal Banarsidass. pp. 413-4. ISBN 81-208-0450-3.
{{cite book}}
:|volume=
has extra text (help); C1 control character in|pages=
at position 5 (help) - ↑ Rama Shankar Tripathi (1989). History of Kanauj: To the Moslem Conquest. Motilal Banarsidass Publ. p. 224. ISBN 978-81-208-0404-3. ISBN 812080404X, ISBN 978-81-208-0404-3.