Jump to content

ଯଶୋଧର୍ମନ

ଉଇକିପିଡ଼ିଆ‌ରୁ
୧୮:୨୬, ୧୯ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Yashodharman") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଯଶୋଧର୍ମନ (IAST:  aśodharman; Devanagari: यशोधर्मा) କେନ୍ଦ୍ର ଭାରତ ର ମଳବ ରାଜ୍ୟ ର ପ୍ରାଚୀନ ରାଜା ଥିଲେ । ଆଉଳିକରା ବଂଶ ର ରାଜା ଯଶୋଧର୍ମନ 6 ଷ୍ଠ ଶତାବ୍ଦୀ ରେ ମାଳବ ରାଜ୍ୟ ଶାସନ କରୁଥିଲେ । []

ଇତିହାସ 

Victory pillar of Yashodharman at Sondani, Mandsaur.
Inscription about the Victory pillar of Yashodharman at Sondani, Mandsaur.

5 ମ ଶତାବ୍ଦୀ ର ପ୍ରଥମ  ଅଂଶ ଆଡକୁ ଗୁପ୍ତା ସମ୍ଭରଜ୍ୟ ଦୁର୍ବଳ ହେବାକୁ ଲାଗିଲା । ହୁନ  ମାନେ ବାରମ୍ବାର ଆକ୍ରମଣ କରିବା ଯୋଗୁଁ ଏହି ବଡ ସାମ୍ଭରାଜ୍ୟ ଛୋଟ ରାଜ୍ୟ ସବୁ ରେ ପରିଣତ ହେଲା । ଯଶୋବର୍ଦ୍ଧନ ଓ ଗୁପ୍ତା ସମ୍ରାଟ ନରସିଂହ ଗୁପ୍ତା ଏକ ହୁନ ସୈନ୍ୟ ବାହିନୀ କୁ 528 ମସିହା ରେ  ପରାସ୍ତ କରି ଭାରତ ରୁ ତଡି ଦେବାରେ ସଫଳ ହେଲେ । ଏହି ନିଜୟ କୁ ସ୍ମରଣୀୟ କରି ରଖିବାକୁ ଶୋଣାଦାନୀ ଠାରେ ଦୁଇଟି ବିଶାଳ ସ୍ତମ୍ଭ ଯଶୋଧର୍ମନ ଙ୍କ ଦ୍ଵାରା ସ୍ଥାପନ କରାଗଲା । ry.[][]

ଯଶୋଧର୍ମନ  ଙ୍କ ସିଲାଲେଖ ସବୁ ସେଠାରେ ଓ ମଣ୍ଡାସୁର ଠାରେ ଦେଖା ଯାଇଥାଏ । ସେଥିରୁ ଏକ ଲେଖା ସଂବତ 589 ବା 532 ମସିହା ର ରହିଛି ।  

ବିଜୟଗଡ ସିଲାଲେଖ

ଭରତପୁର ଜିଲ୍ଲା ର ବୟନା ଠାରେ ମଧ୍ୟ " ଭୀମ କି ଲାତ " ନାମ ରେ ଏକ ବିଜଯ ସ୍ତମ୍ଭ ନିର୍ମାଣ କରାଯାଇଥିଲା । ସେଠାରେ ଥିବା ସିଲାଲେଖା ରେ ସେ ସମୟ ର ଘଟଣାବଳୀ ବାବଦ ରେ ବିଷାଦ ଭାବରେ ଉଲ୍ଲେଖ  ଉଲେଖ ରହିଛି ।  []

ବାହ୍ୟ ସଂଯୋଗ  ସବୁ 

ଆଧାର ସମୂହ 

  1. J. L. Jain (1994). Development and Structure of an Urban System. Mittal Publications. p. 30. ISBN 978-81-7099-552-4.
  2. Fleet, John F. Corpus Inscriptionum Indicarum: Inscriptions of the Early Guptas.
  3. Mandasor Pillar Inscription of Yashodharman
  4. Bijayagadh Stone Pillar Inscription of Vishnuvardhana