Jump to content

ଖରିଆ ଭାଷା

ଉଇକିପିଡ଼ିଆ‌ରୁ
୨୧:୨୪, ୧୮ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Kharia language") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Kharia
ଅଞ୍ଚଳIndia (Jharkhand, Chhattisgarh, Odisha, West Bengal, Assam, Tripura, Andaman and Nicobar Islands), Nepal
ମାତୃଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[]
Austroasiatic
  • Munda
    • Kharia–Juang
      • Kharia
ଭାଷା କୋଡ୍
ISO ୬୩୯-୩khr
ELPKharia

ଖରିଆ ଭାଷା (autonym: kʰaɽija or kʰeɽija[])ପୂର୍ବ ଭାରତ ର ମୁଣ୍ଡା ଜନଜାତି ର ଲୋକ ବ୍ୟବହାର କରୁଥିବା ଏକ ଭାଷା । 

ଶ୍ରେଣୀବିଭାଗ 

ଖରିଆ ଭାଷା ମୁଣ୍ଡା ଭାଷା ପରିବାର ର ଖରିଆ- ଜୁଆଙ୍ଗ ଶାଖା ।ଏହା ଜୁଆଙ୍ଗ ଭାଷା ସହ ଅନେକ ସମାଜସ୍ୟ ରଖିଥାଏ । ତେବେ ଖରିଆ ଓ ଜୁଆଙ୍ଗ ଦୁଇଟି ଭିନ୍ନ ପ୍ରକାର ଭେଦ ।  

ମୁଣ୍ଡା ଭାଷା ସମୂହ ପରିବାର ରେ ଖରିଆ ଓ ଜୁଆଙ୍ଗ କୁ ଏକ ଉପଶ୍ରେଣୀ ଭାବରେ ରଖାଯାଇଥାଏ । ତେବେ ଅତି ପ୍ରାଚୀନ ଶ୍ରେଣୀବିଭାଗ ରେ ଏହାକୁ କେନ୍ଦ୍ରୀୟ ମୁଣ୍ଡ ଭାଷା ର ଏକ ସ୍ଵାଧୀନ ପ୍ରଜାତି ଭାଷା ବୋଲି କୁହାଯାଇଥାଏ । 

ଖରିଆ ଭାଷା ର ମୁଣ୍ଡରୀ , କୁରୁଖ , ହିନ୍ଦୀ ଓ ଓଡିଆ ଭାଷା ସହ ସମ୍ପର୍କ ରହିଥାଏ । 

ବିସ୍ତାରଣ 

ଖରିଆ ଭାଷା କହୁଥିବା ଲୋକ ଏହି ରାଜ୍ୟ ମାନଙ୍କ ରେ ରହିଥିବାର ଜଣାଯାଏ , 

  • ଝାଡ଼ଖଣ୍ଡ 
    • ଶିମ୍ଦେଗା ଜିଲା 
    • ଗୁମଳା ଜିଲା 
  • ଛତିଶଗଦ 
    • ସରଗୁଜା ଜିଲ୍ଲା 
    • ରାୟଗଡ ଜିଲ୍ଲା 
  • ଓଡିଶା 
    • ସୁନ୍ଦରଗଡ ଜିଲ୍ଲା 

ଆଧାର ସମୂହ 

  1. Kharia at Ethnologue (18th ed., 2015)
  2. Peterson, John. 2008.
  • Gagan Chandra Banerjee (1894). Introduction to the Khariā Language. Bengal Secretariat Press. Retrieved 25 August 2012.
  • Peterson, John. 2008. "Kharia". In Anderson, Gregory D.S (ed). The Munda languages, 434-507. Routledge Language Family Series 3.New York: Routledge. ISBN 0-415-32890-X.

ବାହ୍ୟ ସଂଯୋଗ