ୱାଘା ସୀମା ସମାରୋହ
Wagah Border Ceremony वागह सीमा समारोह واہگہ بورڈر کروسِنگ ਵਗਾਹ ਬੋਰਡਰ ਨੀ | |
---|---|
ତାରିଖ | Every day |
ସଚଳ ବର୍ଷ | 59 (since 1959) |
ଉଦଘାଟନ ହେଲା | Border Security Force and Pakistan Rangers |
ପ୍ରକାର | Military display |
ୱାଘା ସୀମା ସମାରୋହ ( ପତାକା ଅବତରଣ ସମାରୋହ ) , ହୁସେଇନବଳା ଜାତୀୟ ଶହିଦ ସ୍ମାରକୀ ନିକଟ ରେ ଭାରତ ର ବର୍ଡର ଶିକୁରିଟୀ ଫୋର୍ସ ଓ ପାକିସ୍ଥାନ ର ପାକିସ୍ତାନ ରେଞ୍ଜର୍ସ ମଧ୍ୟ ରେ ଯୁଗ୍ମ ସୀମା ଗେଟ ଠାରେ ଏହି ସମରହ ଦୈନିକ ହେଇଥାଏ । ଏହି ପରମ୍ପରା ଦୁଇ ଦେଶ ମଧ୍ୟ ରେ 1959 ମସିହା ରୁ ସଦଭାବନା ମୂଳକ ପଦକ୍ଷେପ ଭାବରେ ଚାଲି ଆସୁଛି । ଏହି କର୍ଜ୍ୟକ୍ରମ ଅତ୍ୟନ୍ତ ସୁନ୍ଦର ଓ ମନୋରଞ୍ଜକ ହେଇଥାଏ । .[୧]ଏହାକୁ ଉଭୟ ଦେଶ ର ସେନାବାହିନୀ ମଧ୍ୟ ରେ ସଦ୍ଭାବ ପାଇଁ ଆରମ୍ଭ କରାଯାଇଥିଲା ଓ ସେହି ପରମ୍ପରା ଆଜି ଯାଏ ବଳବତ୍ତର ରହିଛି । [୨]
ବର୍ଣନା
ୱାଘା ସୀମାନ୍ତ ନିକଟ ରେ ପ୍ରତ୍ୟହ ସନ୍ଧ୍ୟା ରେ ସୂର୍ଯ୍ୟାସ୍ତ ପୂର୍ବରୁ ଗେଟ ନିକଟ ରେ ଗ୍ରାଣ୍ଡ ଟ୍ରଙ୍କ ରୋଡ ରେ ଉଭୟ ଦେଶ ର କିଛି ସୈନ୍ୟ ସ୍ଵତନ୍ତ୍ର ଭାଙ୍ଗି ରେ ପାରେଡ କରି ଉଭୟ ଦେଶ ର ଜାତୀୟ ପତାକା କୁ ଅବତରଣ କରନ୍ତି । ଉଭୟ ଦେଶ ର ଜଣେ ଗାର୍ଡ ନିଜ ପଟIର ଗେଟ ରେ ଛିଡା ହେଇ ଟିଏଚକେ ସୂର୍ଯ୍ୟାସ୍ତ ସମୟ ରେ ଗେଟ ଖୋଲାଣି ଓ ସମକାଳ ରେ ନିଜ ଦେଶ ର ପତାକା କୁ ଅବନମିତ କରନ୍ତି । ଅନ୍ତର୍ଜାତିକ ସ୍ତର ରେ ଏହି ଅନୁଷ୍ଠାନ କୁ " Beating Retreat" କୁହାଯାଏ ଓ ଏହି ପରମ୍ପରା ଅନେକ ଦେଶ ର ସୀମା ରେ ରହିଥାଏ । ଏହି ସମାରୋହ ଦେଖିବାକୁ ଦେଶର ଅନନ୍ୟ ସ୍ଥାନ ରୁ ଅନେକ ଦର୍ଶକ ଏପରିକି ବିଦେଶ ପର୍ଯ୍ୟଟକ ମାନେ ଆସିଥାନ୍ତି । [୩] 2010 ମସିହା ରେ ପାକିସ୍ଥାନ ର ମଯର ଜେନେରାଲ ଯାକୁବ ଅଲି ଖାନ ଙ୍କ ଆଦେଶ ରେ ଏହି ସମାରୋହ କୁ କମ ଭାବରେ ପାଳନ କରାଯାଉଛି । [୧][୪]
2014 ଆତ୍ମଘାତି ଆକ୍ରମଣ
ନଭେମ୍ବର 4 , 2014 ମସିହା ରେ ଜେନ ଆତଙ୍କବାଡି ଆତ୍ମଘାତି ଆକ୍ରମଣ କରିବାରୁ ୱାଘା ସୀମା ଅଞ୍ଚଳ ରେ 60 ଜଣ ବ୍ୟକ୍ତି ପ୍ରାଣ ହରେଇଥିଲେ । ଏହା ସମାରୋହ ସମାପ୍ତ ହେଲା ପରେ ଘଟିଥିଲା । [୫][୬]
2016 ଭାରତ-ପାକିସ୍ଥାନ ଉତ୍ତେଜନା
ସେପ୍ଟେମ୍ବର 29 , 2016 ରେ ଭାରତ - ପାକିସ୍ଥାନ ସାମରିକ ଦ୍ଵନ୍ଦ ହେବାରୁ ଏହି ସମାରୋହ କୁ ବନ୍ଦ ରଖାଯାଇଥିଲା । .[୭] ଏହି ଉତ୍ତେଜନା କାରଣ ରୁ ଭାରତ ର ବର୍ଡର ଶିକୁରିଟୀ ର ଜବାନ ମାନେ ଦୀପାବଳି ଓ ସ୍ଵାଧୀନତା ଦିବସ ରେ ଅଭିନନ୍ଦନ ଆଦାନ ପ୍ରଦାନ ମଧ୍ୟ ବନ୍ଦ ରଖିଥିଲେ । [୮]
ଗେଲେରୀ
ପୁନଶ୍ଚ ଦେଖଣା
- Indo-Pakistani border
- Attari, the Indian village bordering with Wagah
- Ganda Singh Wala, Pakistan and Hussainiwala, India- site of the only other flag retreat ceremony on the India-Pakistan border
ଆଧାର ସମୂହ
- ↑ ୧.୦ ୧.୧ Khaleeli, Homa (1 November 2010). "Goodbye to the ceremony of silly walks between India and Pakistan". The Guardian. Retrieved 14 November 2011.
- ↑ Press Trust of India (2 February 2015). "Yashwant Sinha calls Wagah beating retreat ceremony ugly". dna. New Delhi, India: Diligent Media Corporation Ltd. Retrieved 16 August 2016.
- ↑
{{cite web}}
: Empty citation (help) - ↑ Doherty, Ben (2012-01-29). "Ritual dance between bitter brothers". Sydney Morning Herald. Retrieved 2012-02-11.
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help)
ବାହ୍ୟ ସଂଯୋଗ ସବୁ
- Michael Palin at the India-Pakistan border ceremony on the Pakistani side (from Himalaya with Michael Palin). BBCWorldwide video on YouTube.
- Sanjeev Bhaskar at the India-Pakistan border ceremony on the Indian side. BBCWorldwide video on YouTube.