Jump to content

ଗଲଗନାଥ

ଉଇକିପିଡ଼ିଆ‌ରୁ
୧୪:୨୦, ୧୬ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Galaganatha") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Galaganath
ಗಳಗನಾಥ
town
Country India
StateKarnataka
DistrictHaveri
TalukHaveri
Lok Sabha ConstituencyHaveri
Languages
Time zoneUTC+5:30 (IST)
ISO 3166 codeIN-KA
ଯାନବାହାନ ପଞ୍ଚୀକରଣKA-27
Nearest cityRanebennur
Websitekarnataka.gov.in

ଗଳଗନାଥ  ଭାରତୀୟ ରାଜ୍ୟ କର୍ଣାଟକର ହାଭେଲି ଜିଲ୍ଲା ରେ ଏକ ଗ୍ରାମ । ଏଠାରେ ପ୍ରସିଦ୍ଧ ଗଲାଗେଶ୍ଵର ଶିବ ମନ୍ଦିର[] ରହିଛି । ଏହା ପଶ୍ଚିମ ଚାଲୁକ୍ୟ ଙ୍କ ଶାସନ ସମୟ ରେ ନିର୍ମିତ ହେଇଥିଲା । ଏହି ମଦିର ତୁଙ୍ଗଭଦ୍ରା ନଦୀ ଟିର ରେ ଅବସ୍ଥିତ । ଏହି ସ୍ଥଳ ରେ ତୁଙ୍ଗ ଓ ଭଦ୍ରା ନଦୀ ର ସାଙ୍ଗମା ହେଇଥାଏ ଓ ତୁଙ୍ଗଭଦ୍ରା ହେଇ ପ୍ରବାହିତ ହୁଏ । 

ଇତିହାସ 

ଗଳଗନାଥ ର ପ୍ରଚଚିନ ନାମ ପଲ୍ଲୁନୀ ଥିଲା । ଗଳଗନାଥ ମନ୍ଦିର []ଚାଲୁକ୍ୟ ଶୈଳୀ ରେ ନିର୍ମିତ । ଏହା 11 ଶ ଶତାବ୍ଦୀ ରେ ନିର୍ମିତ ହେଇଥିଲା । ଶ୍ରୀ ଭେଙ୍କତେଶ ଗଳଗନାଥ ଏଠାରେ ଗଳଗନାଥ ଙ୍କୁ ଆରାଧନା କରୁଥିଲେ ଓ ସେହି ସ୍ଥଳ ରେ ତାଙ୍କର ଉପନ୍ୟାସ ସବୁ ଲେଖୁଥିଲେ ।.

ଗଲଗେଶ୍ଵର ମନ୍ଦିର 

Galageshwar Temple at Galaganath
Galageshwar Temple at Galaganath

ଏଠାରେ ଶିବ ଙ୍କ ସରପ ଲିଙ୍ଗା ରହିଛି .[] ମଦିର ର ନିର୍ମାଣ ଶୈଳୀ ଅନନ୍ୟ ପ୍ରକାର ର । ଏହାର ମୂଳ ପିରାମିଡ ଆକୃତି ବିଶିଷ୍ଟ । ଏଥିରେ ପ୍ରସ୍ତର ଖୋଦେଇ କମ ହୀଇଥିବା ଏକ ବଡ ହଲ ରହିଛି । ଭିତରେ ଅନେକ ମୂର୍ତି ସହ ଗଣେଶ ଙ୍କ କ୍ଷୋଦିତ ମୂର୍ତି ମଧ୍ୟ ରହିଛି । 

ଶିଳା ଲେଖ 

1080 ମସିହା ର ସିଲାଲେଖା ସବୁ ମନ୍ଦିର ରେ ଦେଖିବାକୁ ମିଳେ । ଏଥିରୁ ମନ୍ଦିର ର ନିର୍ମାଣ କାଳ ବିଷୟ ରେ ଜଣାଯାଏ  । 

ଏହି ଲିପି ରୁ ସେତେବେଳେ ସଂଗୀତା ଓ ନୃତ୍ୟ ର ଜନପ୍ରିୟତା ବିଷୟ ରେ ମଧ୍ୟ ଜଣାପଡେ । ଏଠାରେ ବିକ୍ରମାଦିତ୍ୟ ଙ୍କ ଶାସନ କାଳ ବିଷୟ ରେ ଅନେକ କଥା ଜଣାପଡିଥାଏ । ,[]ଏହି ଲେଖା ରୁ ମୋଖରୀ ବର୍ମମାୟା ନାମକ ଜେନ ବିଖ୍ୟାତ ସଙ୍ଗୀତଙ୍ଗ୍ୟ ଙ୍କ ବିଷୟ ମଧ୍ୟ ଜଣାଯାଇଥିଲା । ସେ 32 ପ୍ରକାର ରାଗ ରେ ଧୁରନ୍ଧର ଥିଲେ । 

ପୁନଶ୍ଚ ଦେଖନ୍ତୁ 

  • North Karnataka
  • Tourism in North Karnataka
  • Ranebennur
  • Haveri
  • Chaudayyadanapur
  • Mylar Lingeshwar Temple at Mylar
  • Hangal
  • Bankapur
  • Kaginele

ଆଧାର ସମୂହ 

  1. {{cite web}}: Empty citation (help)
  2. {{cite web}}: Empty citation (help)
  3. {{cite web}}: Empty citation (help)
  4. {{cite web}}: Empty citation (help)