Jump to content

ବାଙ୍କାପୁର

ଉଇକିପିଡ଼ିଆ‌ରୁ
୧୪:୦୪, ୧୬ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Bankapura") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Bankapura
ಬಂಕಾಪುರ
city
Country India
StateKarnataka
DistrictHaveri
Area
 • ସମୁଦାୟ8 km2 (3 sq mi)
Elevation
578 m (1,896 ft)
Population
 (2001)
 • Total୨୦,୨୬୪
 • Density2,533/km2 (6,560/sq mi)
Languages
Time zoneUTC+5:30 (IST)
PIN
581 202
Telephone code08378
ISO 3166 codeIN-KA
ଯାନବାହାନ ପଞ୍ଚୀକରଣKA
Websitekarnataka.gov.in

ବଙ୍କାପୁର ଭାରତୀୟ ରାଜ୍ୟ କର୍ଣାଟକ ର ହାଭେରୀ ଜିଲ୍ଲା ର ଏକ ମୁନସିପାଳ ସହର । ଏହା ଶୀଗଗନ ତାଲୁକ ରେ ରହିଛି ଓ ପୁନେ ବାଙ୍ଗାଲୋର ଜାତୀୟ ରାଜପଥ 14 ରୁ 2.5 କିଲୋମିଟର ତଥା ହାଭେରୀ ସହର ରୁ 22 କିଲୋମିଟର ଦୂର ରେ ଅବସ୍ଥିତ । ଏହା ଏକ ଏଇତିହାସିକ ସ୍ଥଳ । ଏଠାରେ ନାଗେଶ୍ଵର ମନ୍ଦିର , ବଙ୍କାପୁର ଦୁର୍ଗ ଓ ବଙ୍କାପୁର ମାୟୁର ଅଭୟାରଣ୍ୟ ରହିଛି । କନକ ଦାସ ଙ୍କ ଜନ୍ମ ସ୍ଥାନ ବାଡା ଏହା ନିକଟ ରେ ରହିଛି । 

ପରିଚୟ 

ହାଭରି ଜିଲ୍ଲା ରେ 50 ରୁ ଉର୍ଦ୍ଧ ପ୍ରତ୍ନତତ୍ଵିକ ସ୍ଥଳ ରହିଛି । ତାହା ମଧ୍ୟ ରୁ ସିଦ୍ଧେଶ୍ଵର ମନ୍ଦିର ହାଭେରୀ , ଗଲାଘାନ୍ତେଶ୍ଵର ମନ୍ଦିର , ଶିବ ମନ୍ଦିର , ତରକେଶ୍ଵରୀ ମନ୍ଦିର ମୁଖ୍ୟ । 

ଇତିହାସ 

Old Kannada inscription (late 11th - early 12th century) at Nagaresvara Temple in Bankapura, Karnataka

ଚାଲୁକ୍ୟ ଶାସନ କାଳ ରେ ଅନେକ ମନ୍ଦିର ଏଠାରେ ନିର୍ମିତ ହେଇଥିଲା । 1567 ମସିହା ରେ ଅଲି ଆଦିଲ୍ଶହୀ ଙ୍କ ଆକ୍ରମଣ ସମୟ ରେ ସେ ମଧ୍ୟ ରୁ ଅନେକ ମନ୍ଦିର କୁ ଦ୍ବଂଶ କରାଯାଇଥିଲା । ବର୍ତମାନ ଭଗ୍ନ ଦୁର୍ଗ ମଧ୍ୟ ରେ ରଙ୍ଗନାଥ ନାଗେଶ୍ଵର ମନ୍ଦିର ରହିଛି । ସେଥିରେ 66 ଟି ସ୍ତମ୍ଭ ପଥର ଖୋଦନ ଚିତ୍ର ସହ ରହିଛି । ଦୁର୍ଗ ଭିତରେ ଏକ ମସଜିଦ ମଧ୍ୟ ରହିଛି । ଏଠାରେ ଜୈନ ଲିଖନ ସବୁ ମଧ୍ୟ ଦେଖା ଯାଇଥାଏ । 

16 ଶ ଶତାବ୍ଦୀ ରେ ହିନ୍ଦୁ ବ୍ରାହ୍ମଣ ମାନେ ଏଠାରେ ଆକ୍ରମଣ କରି ଏକ ବର୍ଷ କାଳ ଯୁଦ୍ଧ କରିଥିଲେ । କିନ୍ତୁ ପରିଶେଷ ରେ ମୁସ୍ତାଫା ଖାନ ଏହାକୁ ଅଧିକାର କରିଥିଲେ । ଏହା ସଭାନୁର ର ନବାବ , ମରଠା , ଙ୍କ ଦ୍ଵାରା କିଛି କାଳ ଶାସିତ ହେଲା ପରେ ହାଇଦର ଅଲି ଓ ତିପୁ ସୁଲତାନ ଏହାକୁ ଅଧିକାର ରେ ରଖିଥିଲେ । ଶେଷରେ ଏହା ବ୍ରିଟିଶ ମାନଙ୍କ ଅଧିକାର କୁ ଯାଇଥିଲା ।   []

ବଙ୍କାପୁର ଦୁର୍ଗ 

ଭଗ୍ନ ବଙ୍କାପୁର ଦୁର୍ଗ ଭିତରେ ଚାଲୁକ୍ୟ ଙ୍କ ଏକ ମଦିର ରହିଛି । ବଙ୍କାପୁର ଠାରେ ଅନେକ ଏଇତିହାସିକ ଯୁଦ୍ଧ ହେଇଥିଲା । ନାଗରେଶ୍ଵର ମନ୍ଦିର ରେ ଅନେକ ଭଙ୍ଗାରୁଜା ହେଇଥିଲେ ମଧ୍ୟ ଅଦ୍ୟାବଧି ଏହାର ସୁନ୍ଦରତା ଅନେକ ପରିମାଣ ରେ ରହିଛି । 

ନାଗରେଶ୍ଵର ମନ୍ଦିର 

Bankapur Nagaresvara Temple door panels
Bankapura Nagareswara temple

ମୟୁର ଅଭୟାରଣ୍ୟ 

Bankapura Nagareswara temple

ଜନ ଆବାଦୀ

 2001 ମସିହା ଆରା ଜନଗଣନା ଅନୁସାରେ ଏଠାରେ 20,264 ଜନ ବସବାସ କରୁଥିଲେ । ତାହା  ମଧ୍ୟ ରୁ ପୁରୁଷ ସଂଖ୍ୟା 53 % ଥିଲା ଓ ମହିଳା ସଂଖ୍ୟା 47 % ଥିଲା । 6 ବର୍ଷ ରୁ କମ ଆବାଦୀ 14 % ରହିଥିଲା । ଏଠାରେ ସାକ୍ଷ୍ୟରତା ହାର 59 % ଥିଲା ଯାହା ଜାତୀୟ ହାର ଠାରୁ କମ । 

ବାହ୍ୟ ସଂଯୋଗ 

  • Bankapura Fort on Google Maps
  1. {{cite web}}: Empty citation (help)

ଆଧାର ସମୂହ 

Bankapura
ಬಂಕಾಪುರ
city
Country India
StateKarnataka
DistrictHaveri
Area
 • ସମୁଦାୟ8 km2 (3 sq mi)
Elevation
578 m (1,896 ft)
Population
 (2001)
 • Total୨୦,୨୬୪
 • Density2,533/km2 (6,560/sq mi)
Languages
Time zoneUTC+5:30 (IST)
PIN
581 202
Telephone code08378
ISO 3166 codeIN-KA
ଯାନବାହାନ ପଞ୍ଚୀକରଣKA
Websitekarnataka.gov.in