ବୋର୍ରା ଗୁମ୍ଫା
Borra Caves
బొర్రా గుహలు (Borra Guhalu) | |
---|---|
Country | India |
State | Andhra Pradesh |
District | Visakhapatnam |
Area | |
• Land | ୦.୮ sq mi (୨ km2) |
Elevation | ୨୩୧୩ ft (୭୦୫ m) |
Located in Borra village in the Ananthagiri hills of Eastern Ghats |
ବୋର୍ରା ଗୁମ୍ଫା , କୁ ତାମିଲ ଭାଷା ରେ "ବୋର୍ରା ଗୁହାଲୁ" ମଧ୍ୟ କୁହାଯାଇଥାଏ , ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶ ର ଅନନ୍ଥଗିରି ଅଞ୍ଚଳ ରେ ଥିବା ଏକ ଗୁମ୍ଫା । ତେଲୁଗୁ ଭାଷା ରେ 'ବୋର୍ରା : କହିଲେ ଖୋଦିତ ହେଇଥିବା କୁ ବୁଝାଏ ଓ "ଗୁହାଲୁ" କହିଲେ ଗୁମ୍ଫା କୁ ବୁଝାଏ । ତେଣୁ ଏହା ଖୋଦିତ ହେଇଥିବା ଗୁମ୍ଫା କୁ ବୁଝାଏ ।ଏହି ଗୁମ୍ଫା ଭାରତ ର ଏକ ବୃହତ୍ତମ ଗୁମ୍ଫା । ଏହା ସମୁଦ୍ରପତ୍ତାନ ଠାରୁ 2,313 ଫୁଟ ଉପରେ ରହିଛି । ଗୁମ୍ଫା ଗୁଡିକ ଏଠାରେ ପ୍ରାୟତଃ ଚୂନ ପ୍ରସ୍ତର [୧][୨]ରେ ରହିଥାଏ ଓ ସ୍ଥଳ ବିଶେଷ ରେ ଏହା 260 ଫୁଟ ତଳକୁ ରହିଥାଏ । ଏହା ଭାରତ ର ଗଭୀର ତମ ଗୁମ୍ଫା । [୩][୪]
ଆବିଷ୍କାର
1807 ମସିହା ରେ ବ୍ରିଟିଶ ଭାରତୀୟ ଭୌଗୋଳିକ ସର୍ଭେ ବିଭାଗ ତରଫ ରୁ ୱିଲିୟମ କିଙ୍ଗ ଏହାକୁ ଆବିଷ୍କାର କରିଥିଲେ । .[୫]
କିମ୍ବଦନ୍ତୀ
ଏହି ଅଞ୍ଚଳ ରେ ରହୁଥିବା ଆଦିମ ଅଧିବାସୀ ( ଜଟାପୁ , ପୋରଜା , କୋଣ୍ଡାଡୋରା , ନୁକାଡୋରା ବାଲ୍ମୀକି ଜାତି ର ) ଙ୍କ ଅନୁସାରେ ଅନେକ ଲୋକ କଥା ରହିଛି । ଏକ କଥାନୁସାରେ ଏକ ଗାଈ ଗୁମ୍ଫା ନିକଟ ରେ ଚରୁ ଥିବା ବେଳେ 200 ଫୁଟ ତଳକୁ ପଡିଗଲା । ଗାଈ ଜଗୁଆଳ ପିଲା ଆସି ସେହି ଗରତା ଭିତର କୁ ଶିବ ଲିଙ୍ଗା ଆକାର ର ଏକ ପଥର ଶିବ ଙ୍କୁ ସ୍ମରଣ କରି ଗାଈ କୁ ବଞ୍ଚାଇବାକୁ ପ୍ରତଥାନ ପୂର୍ବକ ପକାଇଲା । ଭଗବାନ ଶିବ ସତକୁ ସତ ଗାଈ କୁ ବଞ୍ଚେଇ ଆଣିଲେ । ସେହି ଦିନ ରୁ ସେମାନେ ସେହି ସ୍ଥଳ ରେ ଏକ ସାନ ଶିବ ମନ୍ଦିର ନିର୍ମାଣ କରିଥିଲେ । ତାହା ପରେ ଅନେକ ଭକ୍ତ ସେଟାକୁ ଆସି ଉପାସନା କଲେ ।.[୫]
Formations in the Caves
ପୁନଶ୍ଚ ଦେଖଣା
- Cave research in India
- List of Caves in India
- List of rock-cut temples in India
ଆଧାର ସମୂହ
- ↑
{{cite web}}
: Empty citation (help) - ↑ Engineering and Environmental Impacts of Sinkholes and Karst by Barry F. Beck, Adrianne Hagen, Florida Sinkhole Research, pages 392. Taylor & Francis. 1 January 1989. ISBN 978-90-6191-987-2. Retrieved 14 February 2009.
- ↑ File:Borra Caves Info board.
- ↑ ୫.୦ ୫.୧
{{cite web}}
: Empty citation (help)
- Ramesh Y (1990). Geomorphic Studies in Upper Gostani River Basin with Special References to Borra (Karst) Caves Visakhapatnam District, A.P., India, India.
- Le Bas, M.J., Subbarao, K.V. and Walsh, J.W. Metacarbonatite or marble? – the case of the carbonate, pyroxenite, calcite-apatite rock complex at Borra, Eastern Ghats, India, Journal of Asian Earth Sciences, 20, 2002, 127–140.