ଅନନ୍ତଗିରି ପର୍ବତମାଳା
Ananthagiri Hills | |
---|---|
Location | |
Map of Telangana, India | |
Location | Telangana, South India |
Coordinates | 17°18′43″N 77°51′47″E / 17.312°N 77.863°E |
Climbing | |
Easiest route | Hyderabad |
ଅନନ୍ଥଗିରି ପର୍ବତ ସମୂହ ଭାରତୀୟ ରାଜ୍ୟ ତେଲେଙ୍ଗନା ର ରଙ୍ଗା ରେଡ୍ଡୀ ଜିଲ୍ଲା ର[୧] ଭିକାରାବାଦ ନିକଟ ରେ ଅବସ୍ଥିତ ।[୨][୩][୪] ଏହି ପର୍ବତ ସମୂହ ରୁ ଜଳ ନିର୍ଗତ ହେଇ ଓସମାନନଗର ଓ ହିମୟତସାଗର କୁ ପ୍ରବାହିତ ହେଇଥାଏ ।
ଏଠାରେ ଥିବା ଘଞ୍ଚ ଅରଣ୍ୟ ରେ ତେଲେଙ୍ଗନା ର ଅନନ୍ଥଗିରି ମନ୍ଦିର ଅବସ୍ଥିତ । ଏହି ପର୍ବତ ରୁ ମୂଷି ନଦୀ ମଧ୍ୟ ବାହାରିଛି ଓ ଏହା ଭିକାରାବାଦ ରୁ ହାଇଦରାବାଦ ହେଇ ପ୍ରବାହିତ ହେଇଥାଏ ।
ଏହା ଏକ ବହୁ ପ୍ରାଚୀନ ବସତି ଅଞ୍ଚଳ ଥିଲା । ଏହା ଏଠାରେ ଥିବା ପୁରାତନ ଗୁମ୍ଫା , ମଧ୍ୟଯୁଗୀୟ ଦୁର୍ଗ , ଓ ପ୍ରବହୀନ ମନ୍ଦିର ମାନଙ୍କରୁ ପ୍ରତିପାଦିତ ହେଇଥାଏ ।
ମୂଷି ନଦୀ
ମୂଷି ନଦୀ ବା ମାଛ କୁଣ୍ଡ ନଦୀ ହାଇଦରାବାଦ ସହର ରୁ ପଶ୍ଚିମ ଦିଗ ରେ 90 କିଲୋମିଟର ଦୂର ରୁ ଅନନ୍ଥଗିରି ପର୍ବତ ରୁ ବାହାରି ପୂର୍ବୋତ୍ତର ଦିଗ କୁ ବହିଜାଏ । ଏହା କ୍ରୀଷ୍ଣା ନଦୀ ସହ ନଳଗୋନ୍ଦ ଜିଲ୍ଲା ରେ ସମୁଦାଯ 240 କିଲୋମିଟର ପଥ ପ୍ରବାହିତ ହେଲା ପରେ ମିଶି ଥାଏ । [୫]
ଅନନ୍ଥଗିରି ନିକଟ ରେ ପର୍ଯ୍ୟଟକ ଆକର୍ଷଣ ସମୂହ
ଅନନ୍ତ ପଦ୍ମନାଭ ସ୍ଵାମୀ ମନ୍ଦିର [୬]
ଏହି ମନ୍ଦିର ହାଇଦରାବାଦ ସହର ଠାରୁ 75 କିଲୋମିଟର ଦୂର ଅନନ୍ଥଗିରି ପର୍ବତ ଉପରେ ହାୟଦରାବାଦ ର ନିଜାମ ଙ୍କ ଦ୍ଵାରା ନିର୍ମିତ ହେଇଥିଲା । ଭଗବାନ ବିଷ୍ଣୁ ଶ୍ରୀ ଅନନ୍ତ ପଦ୍ମନାଭ ସ୍ଵାମୀ ରୂପରେ ଏଠାରେ ପୂଜିତ ହେଇଥାନ୍ତି । ଅନନ୍ତ ଗିରି ର ନାମକରଣ ସେଥିପାଇଁ ଏପରି ରହିଛି ।
References
- ↑
{{cite web}}
: Empty citation (help) - ↑ http://www.hindu.com/2006/09/05/stories/2006090502460200.htm
- ↑ http://www.hindu.com/2006/09/08/stories/2006090822800500.htm
- ↑ http://www.hindu.com/2010/11/19/stories/2010111963950300.htm
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help)