ମୁଖଲିଙ୍ଗମ
ଦେଖଣା
Mukhalingam
ముఖలింగం Srimukhalingam | |
---|---|
Village | |
Country | India |
State | Andhra Pradesh |
District | Srikakulam |
Talukas | Jalumuru |
Population | |
• Total | ୩,୨୦୪ |
Languages | |
Time zone | UTC+5:30 (IST) |
PIN | 532 428 |
ଯାନବାହାନ ପଞ୍ଚୀକରଣ | AP |
ମୁଖଲିଙ୍ଗମ , ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶ ର ଶ୍ରୀକାକୁଲମ ଜିଲ୍ଲା ର ଜଳମାରୁ ମଣ୍ଡଳ ର ଏଯ ଗ୍ରାମପଞ୍ଚାୟତ ।
ଭୌଗୋଳିକ ସ୍ଥିତି
ମୁଖଲିଙ୍ଗମ ର ଅବସ୍ଥିତି 18°35′39″N 83°57′49″E / 18.5943°N 83.9635°E ଠାରେ .[୧]ଏହାର ହାର ହଋ ପତ୍ତନ 92 ଫୁଟ ।
ଜନ ଆବାଦୀ
2011 ମସିହା ଜନଗଣନା ଅନୁସାରେ ମୁଖଲିଙ୍ଗମ ର ଜନସଂଖ୍ୟା 837 ତୀ ପରିବାର ଥାଇ 3,022 ଥିଲା । ଏଠି ମଧ୍ୟ ରୁ ପୁରୁଷ ସଂଖ୍ୟା 1,504 ହେଇଥିବା ବେଳେ ମହିଳା ସଂଖ୍ୟା 1,518 ଥିଲା । 6 ବର୍ଷ ରୁ କମ ଆବାଦୀ 256 ରହିଥିଲା । ଏଠାରେ ସାକ୍ଷ୍ୟରତା ହାର 63.58% ରହିଥିଲା । :[୨]
ସଂସ୍କୃତି
ଏଠାରେ 8 ତମ ଶତାବ୍ଦୀ ର ଶିବ ମନ୍ଦିର ଶ୍ରୀମୁଖଲିଙ୍ଗେଶ୍ଵର ରହିଛି । ଏହା ଗଙ୍ଗା ବଂଶୀୟ କାମରଣଭ II ଙ୍କ ଦ୍ଵାରା ନିର୍ମିତ ହେଇଥିଲା । .[୩]
ଆଧାର ସମୂହ
- ↑ "Maps, Weather, and Airports for Mukhalingam, India". www.fallingrain.com. Retrieved 2016-04-11.
- ↑
{{cite web}}
: Empty citation (help) - ↑ Linda, Mary F. (1990-01-01). "Nārāyaṇapuram: A Tenth Century Site in Kaliṅga". Artibus Asiae. 50 (3/4): 232–262. doi:10.2307/3250071. JSTOR 3250071.