Jump to content

ରାମକୃଷ୍ଣ ମିସନ ବେଳାଭୂମି

ଉଇକିପିଡ଼ିଆ‌ରୁ
୧୫:୦୬, ୧୪ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Ramakrishna Mission Beach") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Rama Krishna Mission Beach
The Rama Krishna Beach after sunrise in 2012
The Rama Krishna Beach after sunrise in 2012
Map
LocationVisakhapatnam, Andhra Pradesh, IndiaIndia
Operated byGreater Visakhapatnam Municipal Corporation

ରାମକୃଷ୍ଣ ମିସନ ବେଳାଭୂମି,  ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶ ର ବିଶାଖାପଟ୍ଟନାମ ଠାରେ ଥିବା ଏକ ଜନପ୍ରିୟ ସମୁଦ୍ର ବେଳାଭୂମି । ଏହାର ନିକଟ ରେ ଥିବା ରାମକୃଷ୍ଣ ମିସନ ଆଶ୍ରମ ଅନୁସାରେ ତାହାର ନାମ ଏହିପରି ରହିଛି । ଏଠାରେ ଭାରତୀୟ ନୌସେନା ର INS କୁରସୁରା ସବ ମାରାଇନ ମିଉଜିଆମ ମଧ୍ୟ ଏକ ବଡ ଆକର୍ଷଣ ଭାବେ ରହିଛି । .[]

ବର୍ଣନା 

ଏହି ବେଳାଭୂମି କୁ ପ୍ରତ୍ୟହ ବହୁ ସଂଖ୍ୟା ରେ ଦର୍ଶକ ଆସିଥାନ୍ତି । ସମୁଦ୍ର ତଟ ରେ ସନ୍ତରଣ , ସୂର୍ଯ୍ୟ ସ୍ନାନ , ବେଳାଭୂମି ଭଲିବଲ ଖେଳ ଆଦି ଏଠାରେ ହେଇଥାଏ । ଏଠାରେ ଏକ ଏକୁଆରିଆମ , ମାଁ କାଲୀ ମନ୍ଦିର , ବିଶାଖା ମିଉଜିଆମ , ତଟବର୍ତୀ ରେଷ୍ଟୁରାଣ୍ଟ ସବୁ ରହିଛି । []

INS କୁରସୁରା ସବ ମାରାଇନ ମିଉଜିଆମ ରେ ପ୍ରାଚୀନ ସବ ମାରାଇନ ଦର୍ଶକ ଙ୍କ ଦେଖିବା ପାଇଁ ରଖାଯାଇଛି ।  

ଗେଲେରୀ 

ପୁନଶ୍ଚ ଦେଖଣା 

ଆଧାର ସମୂହ 

  1. http://indiannavy.nic.in/museum.htm
  2. http://www.go2india.in/ap/vizag.php