ସିଂହାଞ୍ଚଳମ ମନ୍ଦିର
Simhachalam Temple | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Visakapatnam |
Location | |
ସ୍ଥାନ | Visakhapatnam |
Country | India |
Architecture | |
Type | Kalinga Architecture, South Indian |
Website | |
http://simhachalamdevasthanam.net/ |
ସିଙ୍ଘାଚଳମ ମନ୍ଦିର,ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶ ର ବିଶାଖାପାଟଣା ସହର ଉପକଣ୍ଠ ରେ ଥିବା ସିଙ୍ଘାଚଳମ ସହର ରେ ରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର । .ଭଗବାନ ନରସିଂହ ଭଗବାନ ବିଷ୍ଣୁ ଙ୍କ ଏକ ଅବତାର । ଏହି ମନ୍ଦିର ର ମୁଖ୍ୟ ଉପାସନା ଗୃହ କଳିଙ୍ଗ ସ୍ଥାପତ୍ୟ ଶୈଳୀ ରେ ନିର୍ମିତ ।
ବର୍ଣନା
ସିଂହ ଶବ୍ଦ ଟି ସିଂହ କୁ ବୁଝାଉଥିବା ବେଳେ " ଅଚଳମ " ର ସଂସ୍କୃତ ଅର୍ଥ ପର୍ବତ କୁ ବୁଝାଏ ।ଏଠାରେ ଶ୍ରୀ ବାରହାଲକ୍ଷ୍ମୀ ନରସିଂହ ଆରାଧ୍ୟ ଦେବତା ଭାବରେ ପୂଜିତ ହେଇଥାନ୍ତି । ଏହି ମନ୍ଦିର ଭାରତ ରେ ଥିବା 18 ଟି ନରସିଂହ ଆରାଧନା ପିଠା ମଧ୍ୟ ରୁ ଗୋଟିଏ । ଏହି ମୂର୍ତି ବର୍ଷ ସାରା ଚନ୍ଦନା ପ୍ରଲେପରେ ଆଚ୍ଛାଦିତ ରହେ , କିନ୍ତୁ ବର୍ଷକ ଠାରେ ଅକ୍ଷୟ ତୃତୀୟା ଅବସର ରେ " ନିଜରୁପ ଦର୍ଶନ " ନାମରେ 12 ଘଣ୍ଟା ପାଇଁ ମୁଖ ଅଣାବରଣ କରାଯାଇଥାଏ । [୧] ଏଠାରେ ବୈଶାଖ ମାସ ରେ ଚନ୍ଦନା ଯାତ୍ରା ବହୁ ଆଡମ୍ବର ସହକାରେ ପାଳିତ ହୁଏ ।
ଏଠାରେ ଥିବା ପ୍ରତିମୂର୍ତି ତ୍ରିଭଙ୍ଗୀ ଆକାର ରେ ରହି ସିଂହ ମୁଖ୍ୟ ଥାଏ । ପ୍ରାଚୀନ କଳା ର ମିଳିଥିବା ପାଣ୍ଡୁଲିପି ଅନୁସାରେ 1267 ମସିହା ରେ ଏହା ନିର୍ମିତ ହେଇଥିବାର କୁହା ଯାଏ । ଓଡିଆ ଓ ତେଲୁଗୁ ଭାଷା ରେ 252 ଟି ଲେଖା ରେ ଏ ବିଷୟ ରେ ଉଲ୍ଲେଖ ରହିଛି ।
Legends
ଗେଲେରୀ
-
Stone throne behind the temple
-
Exit to the temple
-
Parking lot opposite the Gopuram
-
The long hike towards Simhachalam
-
Mandapa constructed in 2010
-
Temple exit
-
Wooden chariot at the temple
ପୁନଶ୍ଚ ଦେଖଣା
- Sri Simhachala Kshetra Mahima, 1965 Telugu film
- 360 Degree View Of The Temple
ଆଧାର ସମୂହ
- ↑ "Simhachalam". Retrieved 6 August 2013.