Jump to content

ଥାୱେ ମନ୍ଦିର

ଉଇକିପିଡ଼ିଆ‌ରୁ
୨୦:୧୦, ୧୩ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Thawe Mandir") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Thawe Mandir
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictGopalganj
Location
ସ୍ଥାନThawe
StateBihar
CountryIndia
ଭୌଗଳିକ ଅବସ୍ଥିତି26°25'45"N 84°23'40"E
Website
www.thawe.in

ଥାୱେ ମନ୍ଦିର , ଭାରତୀୟ ରାଜ୍ୟ ବିହାର ର ଗୋପାଳଗଞ୍ଜ ଜିଲ୍ଲା ର ଥାୱେ ଠାରେ ଅବସ୍ଥିତ ।  ମାଁ ଥାୱେୱାଲି ଏହାର ଅଧିଷ୍ଠାତ୍ରୀ ଦେବୀ । ଏହା ଗୋପାଳଗଞ୍ଜ ସହର ରୁ ଜାତୀୟ ରାଜପଥ ରେ ମାତ୍ର 6 କିଲୋମିଟର ଦୂର ରେ ଅବସ୍ଥିତ । 

ଗମନାଗମନ 

ଏଠାରେ ଥାୱେ ଜଙ୍କସନ ରହିଛି । ମାତ୍ର ବଡ ସହର ରୁ ଏଠାକୁ ସିଧା ସଳଖ ସଂଯୋଗ ନାହି । କିନ୍ତୁ ଅଳ୍ପ ଦୂରସ୍ଥ ସୀୱାନ ଷ୍ଟେସନ ରୁ ସବୁ ବଡ ସହର କୁ ସଂଯୋଗ ରହିଛି । ରାସ୍ତା ଯୋଗେ ଏହା ସୁ ସଂଯୁକ୍ତ । ଏଠାରୁ ନିକଟତମ ବିମାନ ବନ୍ଦର ପାଟଣା ଠାରେ ଅବସ୍ଥିତ । 

ଥାୱେୱାଲି ମାଁ 

ଥାୱେ ମନ୍ଦିର ଅଭ୍ୟନ୍ତର 

ଏହି ଅଞ୍ଚଳ ରେ ମାଁ ଥାୱେୱାଲି ଙ୍କୁ ସକ୍ଷଯାତ ଦେବୀ ଭାବରେ ଆରାଧନା କରାଯାଇଥାଏ । କୁହ ଯାଏ କେହି କିଛି ମାନସିକ କାଲେ ମାଁ ନିଶ୍ଚୟ ପୂରଣ କରନ୍ତି । ଏଠାରେ ସୋମବାର ଓ ଶୁକ୍ରବାର ଦିନ ସ୍ଵତନ୍ତ୍ର ପୂଜା ଅର୍ଚନା ହେଇଥାଏ । ଏଠାରେ ଚୈତ୍ର ଓ ଅଶ୍ଵିନ ମାସ ରେ ମେଳା ହେବା ସହ ନବରାତ୍ର ସମୟ ରେ ବଡ ଜାକଜମକ ରେ ପାଳନ କରାଯାଏ । 

ଥାୱେ ମନ୍ଦିର ବାହାର ଦୃଶ୍ୟ 

ଆଧାର ସମୂହ 

http://www.jaimaathawewali.com