ବିରାଟ ରାମାୟଣ ମନ୍ଦିର
Viraat Ramayan Mandir | |
---|---|
ଫାଇଲ:Viraat Ramayan Mandir.jpg | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | East Champaran |
Location | |
ସ୍ଥାନ | Kesaria |
Country | India |
Architecture | |
Mahavir Mandir Trust, Patna | |
Website | |
viraatramayanmandir |
ବିରାଟ ରାମାୟଣ ମନ୍ଦିର , ଏକ ନିର୍ମିତ ହେବାକୁ ଯାଉଥିବା ମନ୍ଦିର ପ୍ରକଳ୍ପ । [୧] ଏହା ଭାରତୀୟ ରାଜ୍ୟ ବିହାର ର କେସରିଆ ଠାରେ 500 କୋଟି ଅଟାକଳ ରେ ନିର୍ମିତ ହେବାକୁ 2012 ମସିହା ରୁ ସ୍ଥିରୀକୃତ ହେଇଛି । .[୨] ନିର୍ମାଣ ସମାପ୍ତ ହେଲେ ଏହା ବିଶ୍ଵ ର ସର୍ବବୃହତ ଧାର୍ମିକ ସ୍ଥଳ ହେବ । [୩] ଦ୍ଵାଦଶ ଶତାବ୍ଦୀ ରେ ନିର୍ମିତ ହେଇଥିବା କମ୍ବୋଡିଆ ର ଅଂକୋର ୱାଟ ମନ୍ଦିର , ଯାହା 215 ଫୁଟ ଉଛ , ତାହାର ଦ୍ଵିଗୁଣ ଉଛ ହେବ ବୋଲି ପରିକଳ୍ପନା ରହିଛି । .[୪] ଏହି ମନ୍ଦିର ରେ ଏକ ସଙ୍ଗେ 20,000 ଲୋକଙ୍କ ବସିବା ବ୍ୟବସ୍ଥା ରହିବା । .[୫] କମ୍ବୋଡିଆ ସରକାର ଙ୍କ ପ୍ରତିବାଦ ଯୋଗୁ ପ୍ରକଳ୍ପ ଆରମ୍ଭ ହେବାର ବିଳମ୍ବ ଘଟୁଛି । .[୬]
Planning
ଏହି ମନ୍ଦିର ର ପରିକଳ୍ପନା କାମ୍ବୋଡିଆ ର ଅଂକୋର ୱାଟ ଓ ମୀନାକ୍ଷୀ ମନ୍ଦିର ର ସ୍ଥାପତ୍ୟ କଳା ର ମିଶ୍ରଣ ରେ କରାଯାଇଛି । ଏହି ମନ୍ଦିର ପରିସର ମଧ୍ୟ ରେ 18 ଟି ଭିନ୍ନ ଦେବାଦେବୀ ଙ୍କ ମନ୍ଦିର ରହିବା । ଏଥିପାଇଁ 161 ଏକର ସ୍ଥାନ ଅଧିଗ୍ରହଣ କରାଯାଇଛି । [୭] ଆଚାର୍ଯ୍ୟ କିଶୋର କୁନାଲ କିଶୋର ଏହାର ପରିକଳ୍ପନା ଓ ନିର୍ମାଣ ଦାୟିତ୍ଵ ରେ ରହିଛନ୍ତି ।
ପ୍ରଥମେ ହାଜିପୁର[୮] ଠାରେ ଏହି ମନ୍ଦିର ପାଇଁ ଯୋଜନା ଥିଲା , କିନ୍ତୁ ପରେ ତାହା ପୂର୍ବ ଚମ୍ପାରନ[୯] ଜିଲ୍ଲା ରେ ହେବା ସ୍ଥିର କରାଗଲା ।
ଅଂକୋର ୱାଟ ମନ୍ଦିର[୧୦] ର ଅବିକଳ ନକଲ ହେବ ଭାବି କମ୍ବୋଡିଆ ସରକାର[୧୧] ଏଥିପାଇଁ 2012 ମସିହା ରେ ପ୍ରତିବାଦ କରିଥିଲେ । କିନ୍ତୁ ମନ୍ଦିର ଅବିକଳ ନକଲ ନ ହେଇ ଭିନ୍ନ ପ୍ରକାର ହେବ ଓ ଏହାର ମଡେଲ[୧୨] କୁ ବିହାର ର ମୁଖ୍ୟ ମନ୍ତ୍ରୀ ନଭେମ୍ବର 2013 ରେ ଉନ୍ନମୋଚନ କରିଛନ୍ତି ।
Location
ପାଟଣା ରୁ 120 କିଲୋମିଟର ଦୂର ଓ ବୈଶାଳୀ ଠାରୁ 60 କିଲୋମିଟର ଦୂର ରେ ଏହି ମନ୍ଦିର ଅବସ୍ଥିତ ହେବ । ଏହା କେସାରିଆ ନିକଟ ରେ ରହିଛି । ଏହା 200 ଏକର ସମୁଦାଯ ସ୍ଥାନ ରେ ହେବା ସହ 2800 ଫୁଟ ଦୀର୍ଘ , 1400 ଫୁଟ ପ୍ରସ୍ଥ ଓ 405 ଫୁଟ ଉଛ ହେବ । .[୯][୧୩]
ପୁନଶ୍ଚ ଦେଖଣା
- Vrindavan Chandrodaya Mandir
ଆଧାର ସମୂହ
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑ ୯.୦ ୯.୧
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help)