Jump to content

ଗୁରୁଦ୍ୱାରା ହାଣ୍ଡି ସାହିବ

ଉଇକିପିଡ଼ିଆ‌ରୁ
୧୪:୫୭, ୧୩ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Gurdwara Handi Sahib") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Gurdwara Handi Sahib
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନDanapur, Patna
StateBihar
CountryIndia
Architecture
TypeGurdwara
unknown

ଗୁରୁଦ୍ୱାରା ହାଣ୍ଡି ସାହିବ , ଭାରତୀୟ ରାଜ୍ୟ ବିହାର ର ଦନାପୁର ଠାରେ ଏକ ସେନାଆବାସ ବା କେଣ୍ଟନମେଣ୍ଟ ଅଞ୍ଚଳ ରେ ଅବସ୍ଥିତ ଏକ ଗୁରୁଦ୍ୱାରା । ଏପ୍ରିଲ 1670 ମସିହା ରେ ଶିଖ ଗୁରୁ ତେଘ ବାହାଦୁର ତାଙ୍କର ପରିବାର କୁ ପାଟଣା ଠାରେ ଛାଡି ପଞ୍ଜାବ ଫେରିଥିଲେ । ତାଙ୍କ ପରିବାର ପାଟଣା ଛାଡି ଗଲା ବେଳେ ଏଠାରେ ରହଣି କରିଥିଲେ । ଜେନ ବୃଦ୍ଧା ମହିଳା ସେମାନକୁ ଏକ ହାଣ୍ଡି ରେ ଖେଚୁଡି କରି ଖାଇବାକୁ ଦେଇଥିଲେ । ସେଠାରେ ପରେ ଏକ ଗୁରୁଦ୍ୱାରା ନିର୍ମିତ ହେଲା ପରେ ସେହି ସ୍ମୃତି ଅନୁସାରେ ତାହାକୁ ଗୁରୁଦ୍ୱାରା ହାଣ୍ଡି ସାହିବ କୁହାଯାଇଥିଲା । 

ପୁନଶ୍ଚ ଦେଖଣା 

  • Takht Sri Harmandir Sahib
  • Akal Takht
  • Takht Sri Keshgarh Sahib
  • Takht Sri Damdama Sahib
  • Takht Sri Hazur Sahib
  • Sri Dasam Granth,The Sri Dasam Granth Sahib website