Jump to content

ଇବ୍ରାହିମ ମାକା

ଉଇକିପିଡ଼ିଆ‌ରୁ
୨୨:୪୭, ୧୨ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Ebrahim Maka") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
କ୍ରିକେଟ ତଥ୍ୟ
ବ୍ୟାଟିଂ ପ୍ରକାରRight-handed
ଭୂମିକାWicket-keeper
ଅନ୍ତର୍ଜାତୀୟ ତଥ୍ୟ
National side
Career statistics
ପ୍ରତିଯୋଗିତା Tests First-class
ମ୍ୟାଚ ସଂଖ୍ୟା 2 34
ମୋଟ ରନ 2 607
ବ୍ୟାଟିଂ ହାର - 15.56
ଶତକ/ଅର୍ଦ୍ଧଶତକ 0/0 0/2
ସର୍ବାଧିକ ରନ 2* 66*
ବଲ ସଂଖ୍ୟା - -
ଉଇକେଟ - -
ବୋଲିଂ ହାର - -
ଇନିଙ୍ଗସରେ ୫ଟି ଉଇକେଟ - -
ମ୍ୟାଚରେ ୧୦ଟି ଉଇକେଟ - -
ସବୁଠୁ ଭଲ ବୋଲିଂ - -
କ୍ୟାଚ/ଷ୍ଟମ୍ପିଙ୍ଗ 2/1 58/27
Source: [୧]

ଇବ୍ରାହିମ ସୁଲେମାନ ମାକା ( ଜନ୍ମ 5 ମାର୍ଚ 1922- ପରଲୋକ 7 ନଭେମ୍ବର 1994 ) , ଜଣେ ବ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି । ସେ ଟେଷ୍ଟ କ୍ରିକେଟ ରେ ଭାରତ ପାଇଁ ୱିକେଟ କିପର ଭାବରେ ଖେଳିଥିଲେ । ସେ ଡାମନ ଠାରେ ଜନ୍ମିତ । 

1952-53 ମସିହା ରେ ଇବ୍ରାହିମ ପାକିସ୍ତାନ ବିରୁଦ୍ଧ ରେ ଭରତ ର ସିରିଜ ର ଚତୁର୍ଥ ଟେଷ୍ଟ ଖେଳିଥିଲେ । ସେତେବେଳେ ଚୟନକର୍ତା ମାନେ ପ୍ରବୀର ସେନ , ନାନା ଯୋଶୀ ଓ ବିଜଯ ରାଜିନ୍ଦରନାଥ ଙ୍କୁ ୱିକେଟ କିପର ହିସାବ ରେ ପରିକ୍ଷ୍ୟା କରି ସାରିଥିଲେ । କିନ୍ତୁ ମାକା ଙ୍କୁ ମଧ୍ୟ 5 ମ ଟେଷ୍ଟ ରୁ ବାହାର କରିଦିଆ ଗଲା । 

ତେବେ ତାଙ୍କୁ ୱେଷ୍ଟ ଇଣ୍ଡିଜ ଗସ୍ତ ରେ ଯିବା ଭାରତୀୟ ଦଳ ରେ ନିଆ ଯାଇଥିଲା ଓ ସେଠାରେ ସେ ଟେଷ୍ଟ ରେ ବେଟୀଙ୍ଗ୍ଗ କଳା ବେଳେ ଗୁରୁତର ଆହତ ହେଇଥିଲେ । ତାଙ୍କ ସ୍ଥାନ ରେ ବିଜଯ ମଞ୍ଜରେକର ୱିକେଟ କିପିଙ୍ଗ କରିଥିଲେ । 

ମାକା ଏକ ଦରିଦ୍ର ପରିବାର ରୁ ଆସିଥିଲେ । ତାଙ୍କ ପିତା ଜେନ କାରଗୋ ଜାହାଜ କର୍ମଚାରୀ ଥିଲେ ।  [୨]

ଆଧାର 

  • ^^ Richard Cashman, Patrons, Players and the Crowd (1979), p. 93

ବାହ୍ୟ ସଂଯୋଗ ସବୁ