ଅଗ୍ନିମିତ୍ର
ଅଗ୍ନିମିତ୍ର (ସଂସ୍କୃତ: अग्निमित्रः) (ଛାଞ୍ଚ:Reign 149ଛାଞ୍ଚ:Reign 141 BCE) ଉତ୍ତର ଭାରତ ରେ ଅତି ପ୍ରାଚୀନ ଶ୍ରୁଙ୍ଗ ରାଜବଂଶ ର ଦ୍ଵିତୀୟ ରାଜା ଥିଲେ । ସେ ତାଙ୍କର ପିତା ପୁଷ୍ପମିତ୍ର ଶ୍ରୁଙ୍ଗ ଙ୍କ ଉତ୍ତରାଧିକାରୀ ଭାବରେ ଖ୍ରୀଷ୍ଟପୂର୍ବ 149 ମସିହାରେ ଗାଦିନଶିନ ହେଇଥିଲେ ।ବାୟୁ ପୁରାଣ ଓ ବ୍ରାହଣ୍ଡ ପୁରାଣ ଅଂଶାରେ ସେ 8 ବର୍ଷ ପାଇଁ ରାଜୁତି କରିଥିବାର ଉଲ୍ଲେଖ ରହିଛି । .[୧]
ବଂଶବାଦ
କାଳିଦାସ ଙ୍କ ମାଲବିକାଗ୍ନିମିତ୍ର ଅନୁସାରେ ଅଗ୍ନିମିତ୍ର ବଇମ୍ବିକା କୁଳଜ ର ଥିଲେ ଓ ସେ ଜେନ ଶ୍ରୁଙ୍ଗ ଥିଲେ । ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଯେ ଟଙ୍କାପିଟା ଙ୍କ ସମୟ ରେ ଅଗ୍ନିମିତ୍ର ଜଣେ ଗୋପତ୍ରୀ ବା ଭାଇସରାୟ ଥିଲେ । .[୨]
ମାଲବିକାଗ୍ନିମିତ୍ର ରେ ତାଙ୍କର 3 ଜଣ ମହାରାଣୀ ଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି । ଧରଣୀ ( 4 ର୍ଥ ଶ୍ରୁଙ୍ଗ ମହାରାଜା ବସୁମିତ୍ରା ଙ୍କ ମାତା ) , ଇରାବତୀ ଓ ମାଲବିକା ( ବିଦର୍ଭ ର ରାଜକୁମାରୀ )
ବିଦର୍ଭ ଯୁଦ୍ଧ
ମାଲବିକାଗ୍ନିମିତ୍ର ରେ ବରଣିତ ତଥ୍ୟ ଅନୁସାରେ ଶ୍ରୁଙ୍ଗ ଓ ନିକଟବର୍ତୀ ବିଦର୍ଭ ରାଜ୍ୟ ମଧ୍ୟ ରେ ଅଗ୍ନିମିତ୍ର ଙ୍କ ସମୟ ରେ ଯୁଦ୍ଧ ର ସୂତ୍ରପାତ ହେଇଥିଲା । ଶ୍ରୁଙ୍ଗ ମାନଙ୍କ ଉତ୍ଥାନ ପୂର୍ବରୁ ବିଦର୍ଭ ମୌର୍ଯ୍ୟ ସମ୍ଭ୍ରାଜ୍ୟ ରୁ ସ୍ଵାଧୀନ ହେଇଯାଇ ମୌର୍ଯ୍ୟ ବଂଶ ର ଜଣେ ସଚିବ ତାଙ୍କର ଜଣେ ଦାମାଦ ଯଜ୍ଞସେନ ଙ୍କୁ ଙ୍କୁ ସେଠାରେ ସିଂହାସନ ପ୍ରଦାନ କରିଥିଲେ ।କିନ୍ତୁ ମାଧବସେନ , ଯିଏ ଯଜ୍ଞସେନ ଙ୍କ ସମ୍ପର୍କୀୟ ଭ୍ରାତା ଥିଲେ ସେ ଅଗ୍ନିମିତ୍ର ଙ୍କ ସହାୟତା ରେ ଯଜ୍ଞସେନ ଙ୍କ ସହ ଯୁଦ୍ଧ କରି ପରାସ୍ତ ହେଇ ବନ୍ଦୀ ହେଲେ । jimprisoned.[୧]
ତତ୍ ପରେ ଅଗ୍ନିମିତ୍ର ନିଜେ ବିଦର୍ଭ ଆକ୍ରମଣ କରି ଅଗ୍ନିମିତ୍ର ଙ୍କୁ ପରାଜିତ କରିଥିଲେ । ତାହା ପରେ ଅଗ୍ନିମିତ୍ର ରାଜ୍ୟ କୁ ବିଭାଜନ କରି ମାଧବସେନ ଙ୍କୁ ରାଜ୍ୟ ର ଅର୍ଦ୍ଧେକ ପ୍ରଦାନ କରି ଅଗ୍ନିମିତ୍ର ଙ୍କ ବଶତା ସ୍ଵୀକାର କଲେ ।[୧][୩]
ଉତ୍ତରାଧିକାର
ଖ୍ରୀଷ୍ଟପୂର୍ବ 141 ମସିହା ରେ ଅଗ୍ନିମିତ୍ର ଙ୍କ ଶାସନ ସମାପ୍ତ ହେଇଥିଲା ଓ ତାଙ୍କ ସ୍ଥାନ ରେ ତାଙ୍କ ପୁତ୍ର ବାସୁଜେଷ୍ଠ କିମ୍ବା ସୁର୍ଜ୍ଯାଜେଷ୍ଠ ଗାଦିନଶିନ ହେଇଥିଲେ । .[୧]
ପୁନଶ୍ଚ ପଠନ
- Indigenous States of Northern India (Circa 200 BC to 320 AD) by Bela Lahiri, University of Calcutta,1974.
ଆଧାର ସମୂହ
ବାହ୍ୟ ସଂଯୋଗ
- List of rulers of Magadha on Bruce Gordon's *"Regnal Chronologies".