ନିରୋଦ ଚୌଧୁରୀ
କ୍ରିକେଟ ତଥ୍ୟ | ||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ବ୍ୟାଟିଂ ପ୍ରକାର | Right-hand bat | |||||||||||||||||||||||||||||||||||||||
ବୋଲିଂ ପ୍ରକାର | Right arm off-break, Right-arm medium pace | |||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
Source: CricketArchive |
ନିରୋଦ ରଞ୍ଜନ ଚୌଧୁରୀ pronunciation (help·info) (ଜନ୍ମ 23 ମେ 1923 ଜମଶେଦପୁର-ପରଲୋକ 14 ଦେସେମ୍ବର 1979 , ଦୁର୍ଗାପୁର ) ଜଣେ ପୁରାତନ ଭାରତୀୟ କ୍ରିକେଟର ।
ସେ ଜେନ ଉଦୀୟମାନ ଦ୍ରୁତଗତି ବୋଲର ଥିଲେ ।ତାଙ୍କର ପ୍ରଥମ 3 ଟି ମେଚ ରେ ସେ 11,9ଓ 10 ୱିକେଟ ନେଇଥିଲେ। 1944-45 ମସିହା ରେ ସେ କଲିକତା ର ଏଡେନ ଗାର୍ଡେନ ରେ ବେଙ୍ଗଲ ଗଭର୍ନର XI ବିରୁଦ୍ଧ ମେଚ ରେ ହାଟ୍ରିକ ନେଇଥିଲେ । ସେହି 3 ୱିକେଟ ଭିନୂ ମନକଦ , ମୁସ୍ତକ ଅଲି ଓ ଲାଲା ଅମରନାଥ ଙ୍କ ଥିଲା । ସେ ତାଙ୍କର ପ୍ରଥମ ଶ୍ରେଣୀ କ୍ରିକେଟ ବିହାର ତରଫ ରୁ ଖେଳିଥିଲେ ଓ ପରେ ବେଙ୍ଗଲ କୁ ଯାଇ ସେଠାରେ ବହୁ ଦିନ ଖେଳି ପୁଣି ବିହାର କୁ ଫେରିଥିଲେ ।
ୱେଷ୍ଟ ଇଣ୍ଡିଜ ସହ ସେ ତାଙ୍କର ପ୍ରଥମ ମାଦ୍ରାସ ଠାରେ ଟେଷ୍ଟ ଖେଳିଲେ । ସେଥିରେ ସେ ଗୋଟିଏ ୱିକେଟ ନେବା ସହ ଏକ ରଣ ଆଉଟ ମଧ୍ୟ କରିଥିଲେ। 1951 ମସିହା ରେ ସେ ଇଂଲଣ୍ଡ ର ଅଲ୍ଫ ଗ୍ରୋଭର କ୍ରିକେଟ ଏକାଡେମି ରେ କିଛି ଦିନ ତାଲିମ ନେଇଥିଲେ । ପରେ ସେ ଇଂଲଣ୍ଡ ବିପକ୍ଷ ରେ ଟେଷ୍ଟ ଖେଳିଥିଲେ ମଧ୍ୟ ସଫଳତା ପାଇ ନ ଥିଲେ । ପୁଣି 1952 ଇଂଲଣ୍ଡ ଦୌରା ରେ ଟୀମ ସହ ଯାଇଥିଲେ ମଧ୍ୟ ମେଚ ଖେଳିନଥିଲେ ।
ତନଳର ଅନ୍ତର୍ଜାତିକ ବୋଲିଂ ହାର 205 ଥିଲା ଯାହା କି ସବୁଠାରୁ ମହଙ୍ଗା ବୋଲିଂ । .[୧]