ରମେଶ ସକସେନା
ଦେଖଣା
କ୍ରିକେଟ ତଥ୍ୟ | ||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ବ୍ୟାଟିଂ ପ୍ରକାର | Right-hand bat | |||||||||||||||||||||||||||||||||||||||
ବୋଲିଂ ପ୍ରକାର | Legbreak | |||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
Source: [୧] |
ରମେଶ ଚାନ୍ଦ ସକସେନା pronunciation (help·info) (20 ସେପ୍ଟେମ୍ବର 1944- 16 ଅଗଷ୍ଟ 2011 ),[୧] ଜଣେ ଭାରତୀୟ କେଇକେଟ ଖେଳାଳି । ସେ ଭାରତ ପାଇ ଗୋଟିଏ ଟେଷ୍ଟ 1967 ମସିହା ରେ ଖେଳିଥିଲେ ।
ପ୍ରଥମ ଶ୍ରେଣୀ ଅବଦାନ
16 ବର୍ଷ ବଯଶ ରେ ରମେଶ ଦିଲ୍ଲୀ ପାଇଁ 1960/61 ସିଜନ ରେ ରଣଜୀ ଖେଳି ତାଙ୍କର ପ୍ରଥମ ଶ୍ରେଣୀ ଖେଳ ଆରମ୍ଭ କରିଥିଲେ । ସେ ଦକ୍ଷିଣ ପଞ୍ଜାବ ବିରୁଦ୍ଧ ରେ ପ୍ରଥମ ମେଚ ରେ 113 ରନ କରିଥିଲେ ।
ଟେଷ୍ଟ ଅବଦାନ
ଇଂଲଣ୍ଡ ର ଲିଡ୍ସ ଠାରେ 1967 ମସିହା ରେ ରମେଶ ତାଙ୍କର ଟେଷ୍ଟ ଖେଳି ଥିଲେ ।ପ୍ରଥମ ଇନିଂସ ରେ ଇଂଲଣ୍ଡ ବୟକଟ ଙ୍କ 246 ରନ ବଳରେ 550/4 କରିଥିଲା ଏଥିରେ ସକସେନା 2 ଓଭର ବୋଲିଂ କରିଥିଲେ । ତାହା ପରେ ରମେଶ ଫରୁଖ ଇଞ୍ଜିନିଅର ଙ୍କ ସହ ଇନିଂସ ଆରମ୍ଭ କରି ମାତ୍ର 9 ରନ କରି ଆଉଟ ହେଇଥିଲେ ଓ ଭାରତ 164 ରନ କରିପାରିଥିଲା । ଫଲ୍ଲୋ ଅନ ହେଇ ଦ୍ଵିତୀୟ ଇନିଂସ ରେ 510 କରିଥିଲା , କିନ୍ତୁ ମେଚ ହାରି ଯାଇଥିଲା । ଦ୍ଵିତୀୟ ଇନିଂସ ରେ ସକସେନା ମାତ୍ର 16 ରନ କରି ଦଳ ରୁ ବାହାରି ଯାଇଥିଲେ ।
ଆଧାର
- ↑ "Former India batsman Ramesh Saxena dies" Retrieved 15 September 2013.