Jump to content

ଶ୍ରୀନିବାସରାଘବନ ଭେଙ୍କଟରଘବନ

ଉଇକିପିଡ଼ିଆ‌ରୁ
୦୭:୧୦, ୧୧ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Srinivasaraghavan Venkataraghavan") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ବ୍ୟକ୍ତିଗତ ତଥ୍ୟ
ନାମSrinivasaraghavan Venkataraghavan
ଡାକ ନାମVenkat
ବ୍ୟାଟିଂ ପ୍ରକାରRight-hand
ବୋଲିଂ ପ୍ରକାରRight-arm off break
ଭୂମିକାBowler, umpire
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 110)27 February 1965 v New Zealand
ଶେଷ ଟେଷ୍ଟ24 September 1983 v Pakistan
ପ୍ରଥମ ଦିନିକିଆ (cap 9)13 July 1974 v England
ଶେଷ ଦିନିକିଆ7 April 1983 v West Indies
ଘରୋଇ ଦଳ ତଥ୍ୟ
YearsTeam
1970–1985Tamil Nadu
1973–1975Derbyshire
1963–1970Madras
ଅମ୍ପାୟାରିଂ ତଥ୍ୟ
ଟେଷ୍ଟ ଅମ୍ପାୟାରିଂ73 (1993–2004)
ଦିନିକିଆ ଅମ୍ପାୟାରିଂ52 (1993–2003)
ପ୍ରଥମଶ୍ରେଣୀ ଅମ୍ପାୟାରିଂ79 (1990–2004)
ଲିଷ୍ଟ ଏ ଅମ୍ପାୟାରିଂ56 (1990–2003)
Career statistics
ପ୍ରତିଯୋଗିତା Tests ODI FC LA
ମ୍ୟାଚ ସଂଖ୍ୟା 57 15 341 71
ମୋଟ ରନ 748 54 6617 346
ବ୍ୟାଟିଂ ହାର 11.68 10.80 17.73 11.16
ଶତକ/ଅର୍ଦ୍ଧଶତକ 0/2 –/– 1/24 0/0
ସର୍ବାଧିକ ରନ 64 26* 137 26*
ବଲ ସଂଖ୍ୟା 14877 868 83548 3985
ଉଇକେଟ 156 5 1390 64
ବୋଲିଂ ହାର 36.11 108.40 24.14 35.34
ଇନିଙ୍ଗସରେ ୫ଟି ଉଇକେଟ 3 85 0
ମ୍ୟାଚରେ ୧୦ଟି ଉଇକେଟ 1 n/a 21 n/a
ସବୁଠୁ ଭଲ ବୋଲିଂ 8/72 2/34 9/93 4/31
କ୍ୟାଚ/ଷ୍ଟମ୍ପିଙ୍ଗ 44/– 4/– 316/– 29/–
Source: Cricket Archive, 10 March 2014

ଶ୍ରୀନିବାସରାଘବନ ଭେଙ୍କଟରଘବନ (ଶବଦ ବିଷୟରେ pronunciation (ଜନ୍ମ 21 ଏପ୍ରିଲ 1945 , ଅସମର୍ଥିତ ସୂତ୍ର ରୁ )[]ଜଣେ ଭାରତୀୟ କ୍ରିକେଟ ଖେଳାଳି। ସେ ଭାରତ ପାଇଁ ଟେଷ୍ଟ କ୍ରିକେଟ ଖେଳିଥିଲେ ଓ ପରେ ICC ପାନେଲ ରେ ଅନ୍ତର୍ଜାତିକ ଅମପାୟର ଭାବରେ କାର୍ଯ୍ୟ କରିଥିଲେ .[] ସେ ଇଂଲଣ୍ଡ ର ଡର୍ବିସାୟର କ୍ଲବ ପାଇଁ କ୍ରିକେଟ ଖେଳିଥିଲେ ,[]ସେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ .[]

ଖେଳ ଜୀବନୀ 

ସ୍ପିନ ବୋଲର ଭାବେ ଭେଙ୍କଟ 1970 ମସିହା ସମୟ ରେ ଥିବା ପ୍ରସିଦ୍ଧ ଭାରତୀୟ ସ୍ପିନ କୁଆର୍ତେଟ , ଯହିଁରେ  ବେଦି , ପ୍ରସନ୍ନା ଓ ଚନ୍ଦ୍ରଶେଖର []ମଧ୍ୟଥିଲେ , ର ସଦସ୍ୟ ଥିଲେ । ସେ ଜେନ ବଳିଷ୍ଠ କ୍ଷେତ୍ର ରକ୍ଷକ ଥିବା ସହ ଜଣେ ଭଲ ତଳ ଓଡର ବେତସ ମେନ ଥିଲେ । []  ମାତ୍ର 20 ବର୍ଷ ବଯଶ ରେ ସେ ଟେଷ୍ଟ ଦଳରେ ସ୍ଥାନ ପାଇ ନିଉଜିଲାଣ୍ଡ ଦଳ ବିପକ୍ଷ ରେ ଦିଲ୍ଲୀ ଟେଷ୍ଟ ରେ 12 ଟି ୱିକେଟ ନେବା ସହ ନିଜକୁ ଜେନ ଅନ୍ତର୍ଜାତିକ ସ୍ତର ର ସ୍ପିନର ହିସାବ ରେ ପ୍ରତିପାଦନ କରିଥିଲେ । ସେ 1070-71 ର ୱେଷ୍ଟ ଇଣ୍ଡିଜ ଓ ଇଂଲଣ୍ଡ ଗସ୍ତ ପାଇଁ ଯାଇଥିବା ଭାରତୀୟ ଦଳ ର ଉପଧିନାୟକ ଥିଲେ ଓ ଭାରତ ଉଭୟ ସିରିଜ ଜିତି ଥିଲା । ଭେଙ୍କଟ ତ୍ରିନିଦାଦ ଟେଷ୍ଟ ରେ 5 ୱିକେଟ ନେବା ସହ ଇଂଲଣ୍ଡ ରେ 3 ଟି ଟେଷ୍ଟ ରେ 13 ଟି ୱିକେଟ ନେଇ ଭାରତୀୟ ବିଜଯ ରେ ମହତ୍ବପୂର୍ଣ ଯୋଗଦାନ ଦେଇଥିଲେ । ସେ 1975 ଓ 1979 ବିଶ୍ଵ କପ ରେ ଭ୍ୟାରତୀୟ ଦଳ ର ଅଧିନାଯକ ଥିଲେ । ଘରେଇ କ୍ରିକେଟ ରେ ସେ ତାମିଲନାଡୁ ଓ ଦକ୍ଷିଣ ଜୋନ ପାଇଁ ଖେଳୁଥିଲେ । []

1985 ମସିହା ରେ ପ୍ରଥମ ଶ୍ରେଣୀ କ୍ରିକେଟ ରୁ ଅବସର ପରେ ସେ ଜଣେ କ୍ରିକେଟ ପ୍ରଶାସକ ତଥା ଭାରତୀୟ ଦଳ ର ମେନେଜର ଭାବରେ କାର୍ଯ୍ୟ କରିଥିଲେ ତାଙ୍କୁ 2003 ମସିହା ରେ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା ।   .[]

ଅମପାୟର ଜୀବନୀ 

ଅନ୍ତର୍ଜାତିକ ଅମପାୟର ଭାବରେ ଭେଙ୍କଟ ଜଯପୁର ରେ 1993ମସିହା ରେ ଭାରତ ବନାମ ଇଂଲଣ୍ଡ ମେଚ ରେ ପ୍ରଥମ ପଦାର୍ପଣ କଲେ ।ସେହି ମାସ ରେ ସେ ଟେଷ୍ଟ ଅମପାୟରେ ଭାବରେ କଲିକତା ରେ ଭରତ ବନାମ ଇଂଲଣ୍ଡ ମେଚ ପରିଚାଳନା କରିଥିଲେ । 1994 ରେ ICC ଦ୍ଵାରା ଗଠନ କରାଯାଇଥିବା ଅମପାୟର ପ୍ଯାନେଲ ରେ ସେ ରହିଥିଲେ । 2002 ମସିହା ରେ ICC ନୂତନ ଭାବେ ଶ୍ରେଷ୍ଠ 8 ଜଣ ଅମପାୟର ଙ୍କୁ ନେଇ ଏଲାଇଟ ପ୍ଯାନେଲ ସୃଷ୍ଟି କରିଥିଲା ଓ ଭେଙ୍କଟ ସେଥିରେ ପୁରଣକାଳୀନ ଭିତ୍ତି ରେ ସ୍ଥାନ ପାଇଥିଲେ । ସେ 2004 ମସିହା ରେ ନିଜେ ସେଥିରୁ ଅବ୍ୟାହତି ନେଇ ଥିଲେ । ତାଙ୍କୁ ଜେନ ଶ୍ରେଷ୍ଠ ଅମପାୟର ଭାବରେ ଗଣାଯାଏ । 

ଅମପାୟର ଭାବରେ ସେ 6 ଟି ଏଶେସ ଟେଷ୍ଟ ଓ 1996,1999 ଓ 2003 ବିଶ୍ଵ କପ ମେଚ ପରିଚାଳନା କରିଥିଲେ । ସେ  1996 ଓ 1999 ରେ ସେମିଫାଇନାଲ ତଥା 1999 ରେ ଫାଇନାଲ ମେଚ ରେ ସେ ରହିଥିଲେ । ସେ ସମୁଦାଯ 73 ଟି ଟେଷ୍ଟ ଓ 52 ଟି ଏକ ଦିବାସୀୟ ରେ ଅମପାୟର ରହିଥିଲେ । []

ଅମପାୟରିଙ୍ଗ ପରିସଙ୍ଖ୍ୟନ 

First Last Total
Tests  India v  England at Kolkata, January 1993  South Africa v  West Indies at Centurion, January 2004 73
ODIs  India v  England at Jaipur, January 1993  Australia v  New Zealand at Faridabad, October 2003 52

Education

ଭେଙ୍କଟ ଜଣେ ଇଂଜିନିଯରିଂ ଗ୍ରାଜୁଏଟ ଥିଲେ .[][]

ପୁନଶ୍ଚ ଦେଖଣା 

  • List of Test cricket umpires
  • List of One Day International cricket umpires

ଆଧାର ସମୂହ 

  1. {{cite web}}: Empty citation (help)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ {{cite web}}: Empty citation (help)
  3. {{cite web}}: Empty citation (help)
  4. {{cite web}}: Empty citation (help)
  5. {{cite web}}: Empty citation (help)
  6. {{cite web}}: Empty citation (help)

ବାହ୍ୟ ସଂଯୋଗ