Jump to content

ଜୟପ୍ରକାଶ ନାରାୟଣ ଅନ୍ତର୍ଜାତିକ ବିମାନ ବନ୍ଦର

Coordinates: 25°35′37″N 085°05′31″E / 25.59361°N 85.09194°E / 25.59361; 85.09194
ଉଇକିପିଡ଼ିଆ‌ରୁ
୨୦:୧୩, ୧୦ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Jay Prakash Narayan International Airport") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Jay Prakash Narayan International Airport
जयप्रकाश नारायण अन्तर्राष्ट्रीय हवाई अड्डा
Jayaprakāśa Nārāyaṇa Antarrāshṭrīya Havāī Aḍḍā
ଫାଇଲ:File:Patna airport.jpg
लोक नायक जयप्रकाश नारायण अंतराष्ट्रीय हवाई अड्डा , पटना
IATA: PATICAO: VEPT
ସାରକଥା
ବିମାନ ବନ୍ଦର ପ୍ରକାର Public
ପରିଚାଳକ Airports Authority of India
ସେବା Patna, India
ଉଚ୍ଚତା (ସମୁଦ୍ର ଠାରୁ) 170 ft / 52 m
ଦିଗବାରେଣି 25°35′37″N 085°05′31″E / 25.59361°N 85.09194°E / 25.59361; 85.09194
Map
PAT is located in Bihar
PAT
PAT
PAT is located in India
PAT
PAT
ରନବେ
ଦିଗ ଲମ୍ବ ଭୂମି
m ft
07/25 2,000 6,561 Asphalt
Statistics (2014)
Passenger movements 1,154,685(Increase10.58%)
Source: AAI,[][]

ଜୟପ୍ରକାଶ ନାରାୟଣ ଅନ୍ତର୍ଜାତିକ ବିମାନ ବନ୍ଦର (IATA: PATICAO: VEPT) ଭାରତୀୟ ରାଜ୍ୟ ବିହାର ର ପାଟଣା ଠାରେ ଅବସ୍ଥିତ । ଏହା ପାଟଣା ସହର ରୁ 5 କିଲୋମିଟର ଦୂର ରେ ଅବସ୍ଥିତ ଓ ଏହା ଭାରତ ର 23 ତମ ବ୍ୟସ୍ତ ବିମାନ ବନ୍ଦର । ଏଠାରେ ଯାତ୍ରୀ ଯାତାୟାତ ରେ 2015-16 ମସିହା ରେ 32 % ବୃଦ୍ଧି ଘଟିଥିଲା । ଏଠାରେ ଭାରତୀୟ ଏୟାର ପୋର୍ଟ ବିଭାଗ ତରଫ ରୁ 11.5 ଏକର ସ୍ଥାନ ଅଧିଗ୍ରହଣ କରି ବିମାନ ବନ୍ଦର ର ଅଭିବୃଦ୍ଧି ପାଇଁ ଯୋଜନା କରିଛନ୍ତି । ଏକ ନୂତନ ଟର୍ମିନାଲ ମଧ୍ୟ ନିର୍ମିତ ହେବ । ବିହତା ନିକଟ ରେ ଏକ ନୂତନ  ବିମାନ ବନ୍ଦର ମଧ୍ୟ ବୃହତ ବିମାନ ପାଇଁ ନିର୍ମିତ ହେବ । []

ସୁବିଧା 

ଏହି ବିମାନ ବନ୍ଦର ରେ 254 ଏକର ପରିମିତ ସ୍ଥାନ ରହିଛି । ଏହାର ରାନୱେ 1,954 ମିଟର ଦୀର୍ଘ ଓ ଏହାର ପ୍ରସ୍ଥ 45 ମିଟର । [][]

ବିମାନସେବା  ସମୂହ ଓ ଗନ୍ତବ୍ୟ ସ୍ଥଳ 

Passenger

ବିମାନ ସେବା ଗନ୍ତବ୍ୟ 
Air India Delhi
GoAir Bangalore, Delhi, Kolkata, Mumbai, Ranchi
IndiGo Bangalore, Chennai,[] Delhi, Goa, Kolkata, Lucknow, Mumbai, Ranchi, Raipur
Jet Airways Delhi, Kolkata

କାରଗୋ 

ବିମାନ ସେବା ଗନ୍ତବ୍ୟ 
Blue Dart Aviation Delhi

ରାସ୍ତା 

ଏଠାରେ ଟେକସି ସେବା ମିଳିଥାଏ . []

ଘଟନା 

। ଜୁଲାଇ 2000 ମସିହା 17 ତାରିଖ ରେ ଏଠାରେ ଏକ ବିମାନ ବିମାନ ବନ୍ଦର ନିକଟ ରେ ଦୁର୍ଘଟଣା ର ସମ୍ମୁଖୀନ ହେଇ ଥିଲା ଓ ଏଥିରେ 60 ଜଣ ବ୍ୟକ୍ତି ପ୍ରାଣ ହରେଇଥିଲେ । .[]

ଆଧାର ସମୂହ 

  1. "TRAFFIC STATISTICS - DOMESTIC & INTERNATIONAL PASSENGERS" (jsp). Aai.aero. Retrieved 31 December 2014.
  2. List of busiest airports in India by passenger traffic
  3. "Land identified to make Bihta airport operational for flyers".
  4. {{cite web}}: Empty citation (help)
  5. Airport information for VEPT from DAFIF (effective October 2006)
  6. "Indigo schedule" (PDF). Retrieved 2 November 2016.
  7. "Lok Nayak Jayaprakash Airport gets Women driven Prepaid Auto Services". Retrieved 4 September 2013.
  8. ଛାଞ୍ଚ:ASN accident

ବାହ୍ୟ ସଂଯୋଗ ସବୁ