ଫ୍ଲାଇଟ ଟ୍ରେନିଂ
ଦେଖଣା
ଫ୍ଲାଇଟ ଟ୍ରେନିଂ ଏକ ପାଠ୍ୟକ୍ରମ ଯାଉଥିରେ ବିମାନ ପାଇଲଟ ହେବାପାଇଁ ଆବଶ୍ଯକୀଯ ତାଲିମ ଦିଆଯାଇଥାଏ । ଏଥିରେ ବିମାନ ର ମୂଳ ତଥ୍ୟ , କାରିଗରୀ ବିଷୟ ସମେତ ଚାଲନ ବିଦ୍ୟା ଶିକ୍ଷ୍ୟା ଦିଆଯିବା ସହ ଚାଳନା ର ଅବ୍ୟାସ ମଧ୍ୟ ପ୍ରଦାନ କରାଯାଇଥାଏ । [୧]
ଏଠାରେ ବିଷୟ ଗତ ଶିକ୍ଷ୍ୟା ସହ ଶିମୁଲଟର ଦ୍ଵାରା ଭୂମି ରେ ଥାଇ ମଧ୍ୟ ବିମାନ ଚାଳନ ର ଶିକ୍ଷ୍ୟା ଦିଆ ଯାଇଥାଏ । [୨]
ବିମାନ ଗୁଡିକ ଭିନ୍ନ ପ୍ରକାର ଭେଦ ରହିଥିଲେ ମଧ୍ୟ ମିଲ ଚାଳନ ପଦ୍ଧତି ସମସ୍ତଙ୍କର ସମାନ ଥାଏ । ବିଶ୍ଵ ର ସର୍ବପୁରାତନ ସାମରିକ ଫ୍ଲାଇଂ ସ୍କୁଲ ମେ ,1912 ମସିହା ରେ ବ୍ରିଟେନ ର ଉପାଭନ ଠାରେ ଥିଲା ।[୩] ବିଶ୍ଵର ବେସାମରିକ ଫ୍ଲାଇଂ ସ୍କୁଲ ଜର୍ମାନୀ ର ବାସେରକୁପପେ ଠାରେ ସ୍ଥାପିତ ହେଇଥିଲା ଓ ତାହା ଅଦ୍ୟାବଧି ରହିଛି । [୪]
ରେଟିଂ
ପାଇଲଟ ମାନେ ବିଭିନ୍ନ ପ୍ରକାର ବିମାନ ଚାଳନ ତାଙ୍କର ଶୈଳୀ ଉନ୍ନତ କରିଥାନ୍ତି ଓ ତାହା ର ମୂଲ୍ୟାଙ୍କନ "ଟାଇପ ରେଟିଂ "[୫] ମାଧ୍ୟମ ରେ ହେଇଥାଏ ।
ପୁନଶ୍ଚ ଦେଖଣା
- Bárány chair
- Bachelor of Aviation
- Pilot certification in the United States
- Pilot licensing in Canada
- Pilot licensing in the United Kingdom
ଆଧାର samuh
- ↑ "Handbooks & Manuals". faa.gov. Retrieved 6 February 2016.
- ↑ Culnane, Michael J., Instructor Rating Ground School Course, Accelerated Aviation Training, December 2001, page iii.
- ↑
{{cite web}}
: Empty citation (help) - ↑ Jenrich, Joachim (2007). Die Wasserkuppe – Ein Berg mit Geschichte [The water dome - A mountain with history] (in German). Fulda, DE: Parzeller. ISBN 978-3-7900-0389-5.
{{cite book}}
: CS1 maint: unrecognized language (link) - ↑ Federal Air Regulation, US: GPO.
ବାହ୍ୟ ସଂଯୋଗ
- Learning to Fly: A Practical Manual for Beginners (1916) by Claude Grahame-White and Harry Harper
- Student Pilot Guide from the FAA
- Accelerated Flight Training from Flying Mag.
- Pilot Training Compass: Back to the Future from European Cockpit Association.