Jump to content

ସାମରିକ ଏୟାର ବେସ

ଉଇକିପିଡ଼ିଆ‌ରୁ
୧୮:୧୦, ୧୦ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Military air base") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Part of Spangdahlem Air Base in 1990
Osan Air Base, an air base shared by United States Air Force and Republic of Korea Air Force in South Korea.

ମିଲିଟାରୀ ବା ସାମରିକ ଏୟାର ବେସ ,  ଏକ ସାମରିକ ବାହିନୀ ର ଏରୋଡ୍ରାମ ଯେଉଁ ଠାରୁ ସାମରିକ ବିମାନ ର ଉଡାଣ ଓ ଅବତରଣ ହେଇଥାଏ । 

ଏୟାର ବେସ ସୁବିଧା ସମୂହ 

ଏୟାର ବେସ ରେ ସାଧାରଣ ବିମାନ ବନ୍ଦର ପରି ଟ୍ରାଫିକ କଣ୍ଟ୍ରୋଲ , ଅଗ୍ନି ନିବାରକ ଓ ଅନ୍ୟ ଆଧୁନିକ ସୁବିଧା ସବୁ ରହିଥାଏ । କେତେକ ସାମରିକ ବେସ ରେ ଯାତ୍ରୀ ଯାତାୟାତ ଟର୍ମିନାଲ ମଧ୍ୟ ରହିଥାଏ । ବେଜିଂ ନନ୍ୟୁଆନ ବିମାନ ବନ୍ଦର , ଚଣ୍ଡିଗଡ ଅନ୍ତର୍ଜାତିକ ବିମାନ ବନ୍ଦର ପରି କେତେକ ବିମାନ ବନ୍ଦର ରେ ଏୟାର ବେସ ସୁବିଧା ସହ ସାଧାରଣ ଯାତ୍ରୀ ବିମାନ ପରଚଳନା ଏକ ସଙ୍ଗେ ହେଇଥାଏ । 

ଅନେକ ଏୟାର ବେସ ରେ ସାଧାରଣ ହାଙ୍ଗର ସହ ସାମରିକ ବିମାନ ସବୁ କୁ ସୁରକ୍ଷିତ ରଖିବାକୁ ସ୍ଵତନ୍ତ୍ର ସୁରକ୍ଷ୍ୟା ଯୁକ୍ତ ବିମାନ ରହଣି ସ୍ଥଳ , ଓ ଭୂତଳ ହାଙ୍ଗର ର ବ୍ୟବସ୍ଥା ଥାଏ । ଏହି ପ୍ରକାର ବେସ ରେ ଆକାଶ ସୁରକ୍ଷ୍ୟା ଅସ୍ତ୍ର ଶସ୍ତ୍ର ମଧ୍ୟ ମହଜୁଦ ରହିବା ସହ ସ୍ଵତନ୍ତ୍ର ସାମରିକ ପ୍ରହରୀ ର ବୁଅବସ୍ଥା ରହିଥାଏ । 

ରୋଡ ଏୟାର ବେସ 

କେତେକ ଅନିବାର୍ଯ୍ୟ ସ୍ଥଳ ରେ ରାଜପଥ କୁ ରାନୱେ ଭାବରେ ବ୍ୟବହାର କରିବା ପାଇଁ ସୁବିଧା କରାଯାଇଥାଏ ଓ ସେହି ଅଞ୍ଚଳ ରୋଡ ଏୟାର ବେସ ଭାବରେ ବ୍ଯବହ୍ରୁତ ହେଇଥାଏ । ଭାରତ [] ସ୍ଵିଡେନ ,[]ଫିନଲାଣ୍ଡ , ଦକ୍ଷିଣ କୋରିଆ , ସ୍ଵିଜର୍ଲାଣ୍ଡ []   ତୁର୍କୀ , ପାକିସ୍ଥାନ ଆଦି ଦେଶ ରେ ଏହିପରି ରୋଡ ବେସ ସବୁ ରହିଛି ।  ଫିନଲାଣ୍ଡ ରେ ଏହି ପରି ରୋଡ ବେସ ରେ ରାନୱେ ପାଇଁ ପର୍ଯ୍ୟାପ୍ତ ଜାଗା ନ ଥିବାରୁ ସେଠାରେ ସାମରିକ ଉଡାଜାହାଜ ର ବେଗ କମ କରିବାକୁ ବେଗରୋଧକ ର ବ୍ୟବହାର କରାଯାଇଥାଏ । ତାହା ଦ୍ଵାରା ସାନ ରାନୱେ ରେ ମଧ୍ୟ ବିମାନବତରଣ କରି ଥାଏ । .[]

ବିମାନ ବାହୀ ଜାହାଜ 

ବିମାନ ବହି ଜାହାଜ ଏକ ବିଶାଳ ଜାହାଜ ଯାହା ଉପରେ ରାନୱେ ପରି ଦୀର୍ଘ ବେସ ରହିଥାଏ । ସେଠାରୁ ବିମାନ ସବୁ ର ଉଡାଣ ଓ ଅବତରଣ ହେଇଥାଏ । ଏହା ଦ୍ଵାରା ସମୁଦ୍ର ମଝିରେ ମଧ୍ୟ ସାମରିକ ବିମାନ ସବୁ ଉଡାଣ କରିଥାନ୍ତି । ଦ୍ଵିତୀୟ ବିଶ୍ଵ ଯୁଦ୍ଧ ସମୟ ରେ ଆମେରିକା ର ବିମାନ ବାହୀ ଜାହାଜ ମାନେ ଯୁଦ୍ଧ ରେ ଗୁରୁତ୍ଵ ପୂର୍ଣ ଭୂମିକା ନେଇଥିଲେ । ଫାକଲାଣ୍ଡ ଯୁଦ୍ଧ ବେଳେ ବ୍ରିଟେନ ରାଷ୍ଟ୍ର ସମୂହ ମଧ୍ୟ ତାହାର  ବିମାନ ବାହୀ ଜାହାଜ ମାନଙ୍କ ଯୋଗୁଁ ବହୁ ସହାୟତା ପାଇ ବିଜୟୀ ହେଇଥିଲା । 

ପୁନଶ୍ଚ ଦେଖଣା 

  • Royal Air Force station
  • List of Royal Canadian Air Force stations
  • List of United States Air Force installations
  • List of Soviet Air Force bases
  • Naming of military air bases

ଆଧାର ସମୂହ 

  1. http://www.ndtv.com/india-news/mirage-fighter-jet-test-lands-on-yamuna-expressway-near-delhi-764830
  2. [୧] Archived February 2, 2007, at the Wayback Machine.
  3. Swiss Air Force, Uno Zero Zero – Ein Jahrhundert Schweizer Luftwaffe, Aeropublications, 2013, 324 pages (ISBN 978-3-9524239-0-5).
  4. "Puolustusvoimat - Försvarsmakten - The Finnish Defence Forces". Web.archive.org. Archived from the original on June 25, 2009. Retrieved 2015-11-26. {{cite web}}: Unknown parameter |deadurl= ignored (|url-status= suggested) (help)