Jump to content

ଘରେଇ ବିମାନ ବନ୍ଦର

ଉଇକିପିଡ଼ିଆ‌ରୁ
୧୭:୧୮, ୧୦ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Domestic airport") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ତାଞ୍ଜାନିଆ ର ଟଙ୍ଗା ବିମାନ ବନ୍ଦର 
ମୁମ୍ବାଇବିମାନ ବନ୍ଦର ର ଘରେଇ ଟର୍ମିନାଲ ଅଞ୍ଚଳ 
ମେଳବର୍ଣ ର ମୁରାବିନ ବିମାନ ବନ୍ଦର 

  ଘରେଇ ବିମାନ ବନ୍ଦର, ଏକ ଶ୍ରେଣୀ ର ବିମାନ ବନ୍ଦର ଯାହା ଘରେଇ ଉଡାଣ କୁ ପରିଚାଳନା କରିଥାଏ । ଏଠାରେ କଷ୍ଟମ କାଉଣ୍ଟର ଥାଇ ପରେ ବା ନ ଥାଏ । ଏଠାରେ ବିଦେଶ ଯାତ୍ରା ପାଇଁ ଦରକାର କାଗଜ ପାତ୍ର ନିରୀକ୍ଷଣ ର ବ୍ୟବସ୍ଥା ମଧ୍ୟ ନ ଥାଏ । 

ଦେଶ ର ଅଭ୍ୟତରିଣ ଅଞ୍ଚଳ ରେ ଘରେଇ ବିମାନ ବନ୍ଦର ବେଶୀ ସଂଖ୍ୟା ରେ ଥାଏ । ସେଠାରେ ପୂର୍ବରୁ ଶିକୁରୀଟି ଯାଞ୍ଚ ମଧ୍ୟ ନଥିଲା , ତେବେ ବର୍ତମାନ ଏହା ସବୁ ବିମାନ ବନ୍ଦର ରେ ହେଲାଣି । [ଆଧାର ଲୋଡ଼ା]

କାନାଡା ଦେଶ ଓ ଆମେରିକା ର ମୁନ୍ସିପାଳ ବିମାନବନ୍ଦର ସବୁ ଏହି ଶ୍ରେଣୀ ର । ବେଲଜିଅମ , ହଙ୍ଗ କଙ୍ଗ ଆଦି କେତେକ ଦେଶ ରେ ସ୍ଵତନ୍ତ୍ର ଘରେଇ ବିମାନ ବନ୍ଦର ନ ଥାଏ । 

ଆଞ୍ଚଳିକ ବିମାନ ବନ୍ଦର 

ଆଞ୍ଚଳିକ ବିମାନ ବନ୍ଦର କେତେକ ସୀମିତ ଅଞ୍ଚଳ ପାଇଁ ବିମାନ ସେବା ଦେବାକୁ ଥାଏ। ଏଠାରେ ପ୍ରାୟ କ୍ଷୁଦ୍ର ଆକାର ର ବିମାନ ଚଳାଚଳ କରିଥାଏ । ଏଠାରେ ରାନଵେ ମଧ୍ୟ ଖୁବ ସାନା ଲମ୍ବ ବିଶିଷ୍ଟ ଥାଏ । 

ପୁନଶ୍ଚ ଦେଖଣା 

  • Domestic flight
  • International airport
  • International flight
  • Civil enclave

ନୋଟ