ବିଜୟୱାଡା ବିମାନ ବନ୍ଦର
Vijayawada Airport విజయవాడ విమానాశ్రయము Vijayavāḍa Vimānāśrayamu | |||
---|---|---|---|
IATA: VGA – ICAO: VOBZ | |||
ସାରକଥା | |||
ବିମାନ ବନ୍ଦର ପ୍ରକାର | Public | ||
Owner | AAI | ||
ପରିଚାଳକ | Airports Authority of India | ||
ସେବା | Vijayawada | ||
ଅବସ୍ଥାନ | Gannavaram India | ||
Hub for | |||
ଉଚ୍ଚତା (ସମୁଦ୍ର ଠାରୁ) | 82 ft / 25 m | ||
ଦିଗବାରେଣି | 16°31′59.88″N 80°40′0″E / 16.5333000°N 80.66667°E | ||
Map | |||
ରନବେ | |||
ଦିଗ | ଲମ୍ବ | ଭୂମି | |
ft | m | ||
08/26 | 7500 | 2286 | Asphalt |
Statistics (Apr 2015 - Mar 2016) | |||
Passenger movements | 3,98,643 (71.9%) | ||
Source: AAI,[୧][୨][୩] |
ବିଜୟୱାଡା ବିମାନ ବନ୍ଦର (IATA: VGA, ICAO: VOBZ) ଭାରତୀୟ ରାଜ୍ୟ ଆନ୍ଧ୍ର ପ୍ରଦେଶ ର ବିଜୟୱାଡା ସହର ରେ ଅବସ୍ଥିତ ଏକ ସର୍ବସାଧାରଣ ବିମାନ ବନ୍ଦର । ଏହା ସହର ଠାରୁ 13.5 କିଲୋମିଟର ଦୂର ରେ ଚେନ୍ନଇ- କଲିକତା ଜାତୀୟ ରାଜପଥ ଉପରେ ଅବସ୍ଥିତ । ଏହାର ରନୱେ କୁ 2011 ମସିହା ରେ ପରିବର୍ଧିତ କରାଯାଇଥିଲା ।[୪] ଏହି ବିମାନ ବନ୍ଦର ଆନ୍ଧ୍ର ପ୍ରଦେଶ ର ନୂତନ ପ୍ରସ୍ତାବିତ ରାଜଧାନୀ ଅମରାବତି କୁ ମଧ୍ୟ ସେବା ଯୋଗେଇବ । ଭବିଷ୍ୟତ ରେ ପରିବର୍ଧିତ ଟ୍ରାଫିକ ପାଇଁ ସରକାର ଏହାର ଉନ୍ନତିକରଣ କାର୍ଯ୍ୟ ହାତକୁ ନେଇଛନ୍ତି । [୫]
ଇତିହାସ
ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟ ରେ ଏହି ବିମାନ ବନ୍ଦର ବ୍ରିଟିଶ ରାଜକୀୟ ସେନା ପାଇଁ ଏୟାର ବେସ ଭାବରେ କାର୍ଯ୍ୟ କରିଥିଲା । 2003 [୬]ମସିହା ରେ ଏହାକୁ ବେସାମରିକ ବିମାନ ବନ୍ଦର ରେ ପରିବର୍ତିତ କରି ଏୟାର ଡେକାନ ଏଠାରୁ ହାଇଦରାବାଦ - ବିଜଯୱାଡା ଦୈନିକ ବିମାନ ସେବା ଆରମ୍ଭ କରିଥିଲା । 2011ମସିହା ଯାଏ ଏଠାରୁ କିଙ୍ଗ ଫିଶର [୭]ସହ ମାତ୍ର 4 ଟି ଉଡାଣ ଦୈନିକ ହଉଥିଲା ।ତେବେ ବର୍ତମାନ ଅନେକ ନୂତନ ଘରେଇ ବିମାନ କମ୍ପାନୀ ଦ୍ଵାରା ବହୁଳ ସଂଖ୍ୟା ରେ ବିମାନ ପ୍ରଚଳିତ ।
ଏହାର ସମୁଦାଯ ଆୟତନ 537 ଏକର ଓ ରନୱେ 2.286 ମିଟର । ଏଠାରେ 4 ଟି ପାର୍କିଂ ବେ ରହିଛି । [୮]
ଏୟାର ଲାଇନ ସମୂହ ଓ ଗନ୍ତବ୍ୟ ସ୍ଥଳ
ବିମାନ ସେବା | ଗନ୍ତବ୍ୟ |
---|---|
Air Costa | Bangalore, Visakhapatnam |
Air India | Delhi, Hyderabad |
Air India Regional | Hyderabad, Visakhapatnam |
SpiceJet | Bangalore, Chennai, Hyderabad, Tirupati, Visakhapatnam |
ଘଟନା ଓ ଦୁର୍ଘଟଣା
- 1980 ମସିହା ଅଗଷ୍ଟ 28 ତାରିଖ ରେ ଏଠାରେ ହୁନ ଏୟାର କମ୍ପାନୀ ର ଏକ ବିମାନ ଅବତରଣ ସମୟ ରେ ଦୁର୍ଘଟଣା ଗ୍ରସ୍ତ ହେଇ ନଷ୍ଟ ହେଇ ଯାଇ ଥିଲା । [୯]
ଆଧାର ସମୂହ
- ↑ "Traffic Statistics-2016" (PDF). AAI. Retrieved 2 May 2016.
- ↑ "Aircraft Movements-2016" (PDF). AAI. Retrieved 2 May 2016.
- ↑ "Cargo Statistics-2016" (PDF). AAI. Retrieved 2 May 2016.
- ↑ "Extended airport runway trial begins in Vijayawada". The Hindu.
- ↑ "AAI to make modifications at Gannavaram airport". The Hindu. 18 September 2014.
- ↑ "One more flight for Vijayawada". The Hindu. 23 November 2005.
- ↑ "Another pvt airliner to operate from Gannavaram". Times of India.
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help)
ବାହ୍ୟ ସଂଯୋଗ ସବୁ
- Vijayawada Airport
- VOBZ ପାଇଁ ବିମାନ ବନ୍ଦର ତଥ୍ୟ (ବିଶ୍ଵ ବିମାନ ତଥ୍ୟ)