Jump to content

ପୋରବନ୍ଦର ବିମାନ ବନ୍ଦର

ଉଇକିପିଡ଼ିଆ‌ରୁ
୧୭:୨୯, ୯ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Porbandar Airport") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Porbandar Airport
પોરબંદર એરપોર્ટ
Pōrabandara ērapōrṭa
Terminal Building at Porbandar Airport
IATA: PBDICAO: VAPR
ସାରକଥା
ବିମାନ ବନ୍ଦର ପ୍ରକାର Public
ପରିଚାଳକ Airports Authority of India
ସେବା Porbandar
ଉଚ୍ଚତା (ସମୁଦ୍ର ଠାରୁ) 17 ft / 7 m
ଦିଗବାରେଣି 21°38′55″N 069°39′26″E / 21.64861°N 69.65722°E / 21.64861; 69.65722
ବେବସାଇଟ www.airportsindia.org.in
Map
PBD is located in Gujarat
PBD
PBD
PBD is located in India
PBD
PBD
Location of airport in India
ରନବେ
ଦିଗ ଲମ୍ବ ଭୂମି
ft m
09/27 4,500 1,372 Asphalt

ପୋରବନ୍ଦର ବିମାନ ବନ୍ଦର (IATA: PBDICAO: VAPR) ବ୍ଭାରତୀୟ ରାଜ୍ୟ ଗୁଜୁରାଟ ର ପୋରବନ୍ଦର ଠାରେ ଅବସ୍ଥିତ । ଏହା ବେସାମରିକ ବିମାନ ଚାଳନା ସହ ଏଠାରେ ଏକ ସାମରିକ ବିମାନ ଉଡାଣ ବ୍ୟବସ୍ଥା ଭାରତୀୟ ନୌସେନା ବାହିନୀ ର ରହିଛି । ଏଠାରୁ ସୀମା ସୁରକ୍ଷ୍ୟା ବାହିନୀ ର ବିମାନ ମଧ୍ୟ ପରିଚାଳିତ ହେଇଥାଏ । ଏଠାରେ ନୂତନ ଟର୍ମିନାଲ 2008 ମସିହା ରେ ନିର୍ମିତ ହେଇଥିଲା । []

ନିର୍ମାଣ 

ଏଠାରେ 278.32  ଏକର ପରିମିତ ସ୍ଥାନ ରେ ଏୟାର ଫିଲ୍ଡ ରହିବା ସହ ଏହାର ରାନୱେ ର ଦୈର୍ଘ୍ୟ 4500 ଫୁଟ । ଏଠାରେ 2ATR72 ଶ୍ରେଣୀ ର ବିମାନ ରହିବାର ବ୍ୟବସ୍ଥା ରହିଛି । ଏଠାରେ ନୂତନ ଟର୍ମିନାଲ 4000  ବର୍ଗମିଟର ସ୍ଥାନ ରେ ନିର୍ମିତ । 6 ଟି କାଉଣ୍ଟର ସହ 100 ଜଣ ପାସେଞ୍ଜର ଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ରହିଛି । []

ସାମରିକ ପ୍ରାନ୍ତର 

ଏଠାରେ ନୌସେନା ବାହିନୀ ର ଚାଳକ ବିହୀନ ବିମାନ (UAV) ସ୍କୋୟାଡ INAS343  ପାଇଁ ବେସ 2011 ମସିହା ରୁ ରହିଛି । ଏହା ଭାରତୀୟ ନୌସେନା ର ପ୍ରଥମ ବେସ । ଏଠାରେ ତାହାର ପରିଚାଳନା ସହ ଟ୍ରେନିଂ ପାଇଁ ପ୍ରତିଷ୍ଠାନ ରହିଛି । []

କୋଷ୍ଟ ଗର୍ଦ ର ମଧ୍ୟ ଏଠାରେ ବିମାନ ଏଙ୍କ୍ଲାଭ ରହିଛି । ଏଠାରେ ତାହାର ସଂଗ୍ରହ ସହ  ପରିଚାଳନା ବ୍ୟବସ୍ଥା 2008 ମସିହା ରୁ ରହିଛି ।[] ଏଠାରେ ଦୋରନିଅର ଓ 850 ସ୍ୱାର୍ଡରନ  ରହିବା ସହ ହେଲିକେପ୍ଟର ମାନ ମଧ୍ୟ ରହିଛି । []

ଆଧାର ସମୂହ