Jump to content

ଲେସଲି କ୍ଲାଉଡିଅସ

ଉଇକିପିଡ଼ିଆ‌ରୁ
୧୯:୦୯, ୮ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Leslie Claudius") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Leslie Walter Claudius
ଫାଇଲ:Leslie Claudius.png
ବ୍ୟକ୍ତିଗତ ସୂଚନା
ଜନ୍ମ (1927-03-25)୨୫ ମାର୍ଚ୍ଚ ୧୯୨୭
Bilaspur, British India
ମୃତ୍ୟୁ ୨୦ ଡିସେମ୍ବର ୨୦୧୨(2012-12-20) (ବୟସ ୮୫)
Kolkata, West Bengal, India
ଉଚ୍ଚତା 5'4" (162 cm)
Playing position Halfback
Senior career
Years Team Apps (Gls)
Bengal Nagpur Railway
National team
1948–1960 India 100+
Medal record
Men's Field Hockey
Competitor for  ଭାରତ
Olympic Games
Gold 1948 London Team
Gold 1952 Helsinki Team
Gold 1956 Melbourne Team
Silver 1960 Rome Team
Asian Games
Silver 1958 Tokyo Team competition

ଲେସଲି ୱାଲ୍ଟର କ୍ଲାଉଡିଅସ (25 ମାର୍ଚ 1927[] – 20 ଡିସେମ୍ବର , 2012[]) 2012ଜଣେ ଭାରତୀୟ ହକି ଖେଳାଳି ଥିଲେ । ସେ ବିଳାସପୁର ର ଦକ୍ଷିଣ ପୂର୍ବ ରେଳବାଇ ଇଂରାଜୀ ମିଡିଆମ ସ୍କୁଲ ରେ ପଥ ପଢିଥିଲେ । ସେହି ସ୍କୁଲ ରୁ ଅନେକ ଭାରତୀୟ ଜାତୀୟ କ୍ରୀଡାବିଦ ବାହାରିଥିଲେ । 

 ଲେସଲି ଅନନ୍ୟତମ ଭାରତୀୟ ହକି ଖେଳାଳି ଉଧାମ ସିଂହ ଙ୍କ ସହ 4 ଥର ଅଲିମ୍ପିକ ପଦକ ପାଇଥିବା ମାତ୍ର ଦୁଇଜଣ ଖେଳାଇ ଙ୍କ ମଧ୍ୟ ରେ ରହିଥିଲେ । ସେ 1948 , 1952 ଓ 1956 ଅଲିମ୍ପିକ ରେ ସ୍ଵର୍ଣ ପଦକ ଜିତିବା ସହ 1960 ନିଜ ଅଧିନାୟକତ୍ଵ ରେ ରୌପ୍ୟ ପଦକ ଜିତିଥିଲେ । ସେ ପ୍ରଥମ ଖେଳାଳି ଭାବେ ଭାରତ ପାଇଁ 100 ଟି ରୁ ଉର୍ଦ୍ଧ ମେଚ ଖେଳିଥିଲେ । ଅଲିମ୍ପିକ ବ୍ଯତୀତ ସେ ଅଷ୍ଟ୍ରେଲିଆ , ନିଉଜିଲାଣ୍ଡ , ମଳୟସିଆ ଅନନ୍ୟ ଇଉରୋପୀୟ ଦେଶ ଗସ୍ତ ରେ ଯାଇ ଦଳ ସହ ଖେଳିଥିଲେ । ସେ ସକ୍ରିୟ ଖେଳ ରୁ 1956 ମସିହା ରେ ଅବସର ନେଇଥିଲେ । ତାଙ୍କୁ 1971 ମସିହା ରେ ସରକାର ଙ୍କ ଦ୍ଵାରା ସମ୍ମାନଜନକ ପଦ୍ମଶ୍ରୀ ଉପାଧି ପ୍ରଦାନ କରାଯାଇଥିଲା ।[]

ଜୀବନୀ 

ପ୍ରାରମ୍ଭିକ ଜୀବନୀ 

 ଲେସଲି ପ୍ରଥମ ରୁ ଫୁଟବଲ ଖେଳୁଥିଲେ । ସେ ବେଙ୍ଗଲ -ନାଗପୁର ରେଳବାଇ ତରଫ ରୁ ଫୁଟବଲ ରେ ପ୍ରତିନିଧିତ୍ଵା ମଧ୍ୟ କରିଥିଲେ । ପରେ ତତ୍ କାଳୀନ କୋଚ ତଥା 1936 ଅଲିମ୍ପିକରେ ସ୍ଵର୍ଣ ପଦକ ବିଜେତା ପୂର୍ବତନ ଭାରତୀୟ ଜାତୀୟ ଖେଳାଳି ଡିକି କାର୍ ଙ୍କ ଦ୍ଵାରା ପ୍ରଭାବିତ ହେଇ ତାଙ୍କ ନିର୍ଦେଶନା ରେ ବେଙ୍ଗଳା ନାଗପୁର ରେଳବାଇ ର ହକି ଦଳ ରେ ସାମିଲ ହେଲେ । ଏହି ଦଳ ଟୁର୍ଣାମେଣ୍ଟ ରେ ଦ୍ଵିତୀୟ ସ୍ଥାନ ପାଇଲା ଓ ତାହା ପରଠୁ ଲେସଲି ଫୁଟବଲ ଛାଡି ପୂର୍ଣା ମାତ୍ରା ରେ ହକି ରେ ଧ୍ୟାନ ଦେଲେ । .[]

ଆନ୍ତର୍ଜାତିକ ପ୍ରଦର୍ଶନ 

1948 , 1952 , 1956 ରେ ସ୍ଵର୍ଣ ଓ 1960 ଅଲିମ୍ପିକ ରେ ରଜତ ପଦକ ବିଜେତା ହକି ଦଳ ର ସଦସ୍ୟ ଥିବା ଲେସଲି ପ୍ରଥମ ଖେଳାଳି ଭାବରେ 100 ରୁ ବେସୀ ଥର ଜାତୀୟ ଦଳ କୁ ଆନ୍ତର୍ଜାତୀୟ ସ୍ତର ରେ ପ୍ରତିନିଧିତ୍ଵ କରିଥିଲେ । ସେ ପ୍ରଥମ କରି 1959 ମସିହା ରେ ଅଧିନାଯକ ହେଇଥିଲେ । ସେତେବେଳେ କିମ୍ବଦନ୍ତୀ ପୁରୁଷ ଧ୍ୟାନ ଚାନ୍ଦ ଦଳ ର କୋଚ ଥିଲେ । 1960 ରେ ତାଙ୍କ ଦଳ ଅଲିମ୍ପିକ ରେ ରଜତ ପଦକ ପାଇଥିଲା ।  []

ମାନେଜର

ବାଙ୍କକ ଏସିୟ କ୍ରିଡା ରେ  1978 ମସିହା ରେ ମେନେଜର ଭାବରେ ଥିଲେ । 

ବ୍ୟକ୍ତିଗତ ଜୀବନ 

ଲେସଲି ଆଙ୍ଗ୍ଲୋ -ଇଣ୍ଡିଆନ ଥିଲେ । ତାଙ୍କ ପୁତ୍ର ରବର୍ଟ ମଧ୍ୟ ଭାରତୀୟ ଦଳ ପାଇଁ ଖେଳିଥିଲେ । ରବର୍ଟ ଙ୍କ ରାସ୍ତା ଦୁର୍ଘଟଣା ରେ ପରଲୋକ ହେଇଥିଲା । ତାଙ୍କର ଅନନ୍ୟ ତିନି  ପୁତ୍ର ମଧ୍ୟ ରୁ ଜଣେ ତାଙ୍କ ସହ କଲିକତା ରେ ରହୁଥିଲେ ଓ ଅନ୍ୟ ଦୁଇଜଣ ମେଲବର୍ନ ସହର ରେ ରହୁଥିଲେ । 

ପୁରସ୍କାର ଓ ସମ୍ମାନ ସବୁ 

  • In 1971 he was awarded the Padma Shri.
  • Mention in the Guinness Book of World Records along with Udham Singh for having won the most number of Olympic medals in field hockey.[]
  • In 2011 The West Bengal Chief Minister Mamata Banerjee presented the Bharat Gaurav award instituted by East Bengal Club to Leslie Claudius.[]
  • For the 2012 Olympics the Bushey tube station was renamed after Claudius in the special "Olympic Legends Map". He was one of six all time hockey greats who were honored in this manner.
  • In 2012 he was awarded The Banga Bibhushan.[]

ମୃତ୍ୟୁ

କଲିକତା ଠାରେ ଲେସଲି ଙ୍କ ପରଲୋକ 20 ଡିସେମ୍ବର 2012 ରେ ଘଟିଥିଲା ଓ ତାଙ୍କୁ ତଳ ସରକୁଳର ରୋଡ କବରଖାନା ରେ କବର ଦିଆଯାଇଥିଲା । 

ପୁନଶ୍ଚ ଦେଖଣା 

  • List of Indian field hockey captains in Olympics

ଆଧାର ସମୂହ 

  1. "Olympics". sports-reference. Retrieved 20 December 2012.
  2. "Hockey legend Leslie Claudius passes away". DNA India. PTI. 20 Dec 2012. Retrieved 2012-12-20.
  3. http://www.sports-reference.com/olympics/athletes/cl/leslie-claudius-1.html
  4. ୪.୦ ୪.୧ "Leslie Claudius Profile". Iloveindia. Retrieved 22 July 2013. {{cite news}}: Italic or bold markup not allowed in: |publisher= (help)
  5. "Indian hockey great Leslie Claudius passes away". Firstpost. FP sports. 20 Dec 2012. Retrieved 2012-12-20.
  6. http://www.thehindu.com/todays-paper/tp-national/tp-otherstates/an-honour/article2315178.ece
  7. http://www.thehindubusinessline.com/news/sports/bengal-hockey-needs-to-get-its-act-together/article4108650.ece