ଜାଫର୍ ଇକବାଲ
ଦେଖଣା
ବ୍ୟକ୍ତିଗତ ସୂଚନା | |||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|
ଜନ୍ମ | ୨୦ ଜୁନ ୧୯୫୬ | ||||||||||||||||
Playing position | Left wing | ||||||||||||||||
National team | |||||||||||||||||
1978- | India | {{{nationalcaps(goals)1}}} | |||||||||||||||
Medal record
|
ଜାଫର୍ ଇକବାଲ (ଜନ୍ମ 20 ଜୁନ , 1956 ) ଜଣେ ପୂର୍ବତନ ଭାରତୀୟ ଫିଲ୍ଡ ହକି ଖେଳାଳି ଓ ଜାତୀୟ ଦଳ ର ପୂର୍ବତନ ଅଧିନାଯକ । [୧]
ବୃତ୍ତିଗତ ଖେଳ ଜୀବନୀ
ଶେଷ ଥର ପାଇଁ ଭାରତ ସ୍ଵର୍ଣପଦକ ଜିତିଥିବା 1980 ମସିହା ଅଲିମ୍ପିକ ଦଳ ର ସଦସ୍ୟ ଥିବା ଜାଫର ଜଣେ ଆକ୍ରାମକ ଫରୱାର୍ଡ ଭାବରେ ବିଖ୍ୟାତ ଥିଲେ । ସେ ଏସିୟ ଗେମ୍ସ , 1982 ଓ 1983 ଚମ୍ପିୟାନ ଟ୍ରଫି ଓ 1984 ଅଲିମ୍ପିକ ରେ ଭାରତୀୟ ଜାତୀୟ ହକି ଦଳ ର ଅଧିନାଯକ ଥିଲେ । ତାଙ୍କ ଉତ୍ତମ ଖେଳ ଯୋଗୁଁ ଭାରତ ଅନେକ ମେଚ ଜିତି ପାରିଥିଲା ।
ଜାଫର ଭାରତୀୟ କ୍ରିଡା ରେ ଥିବାଶ୍ରେଷ୍ଠ ଜାତୀୟ ପୁରସ୍କାର ଅର୍ଜୁନ ପୁରସ୍କାର ପାଇଥିଲେ । .[୨] ସେ ଭାରତୀୟ ଜାତୀୟ ଦଳ ପାଇଁ ମୁଖ୍ୟ କୋଚ ଭାବରେ 1993 ପ୍ରାରମ୍ଭ ରୁ 1994 ଅକ୍ଟୋବର ଯାଏ କାର୍ଯ୍ୟ କରିଥିଲେ । ବର୍ତମାନ ସେ ଭାରତୀୟ ଏୟାରଲାଇନ୍ସ ରେ କାର୍ଯ୍ୟକରିବା ସହ ଜାତୀୟ ହକି ଚୟନ କର୍ତା ରହିଛନ୍ତି । [୩] ସେ 2012 ମସିହା ରେ ନାଗରିକ ସମ୍ମାନ ପଦ୍ମଶ୍ରୀ ମଧ୍ୟ ପାଇଥିଲେ । [୪]
ପୁନଶ୍ଚ ଦେଖଣା
- List of Indian hockey captains in Olympics
- Field hockey in India
- India national field hockey team
ଆଧାର ସମୂହ
- ↑ "Padma Shri is a recognition for Indian hockey: Zafar". Top News. 25 January 2012. Retrieved 23 September 2013.
{{cite web}}
: Italic or bold markup not allowed in:|publisher=
(help) - ↑ Zafar Iqbal Biography and Statistics - Olympics at Sports-Reference.com
- ↑ The Hindu : Sport : India sets up title clash with the Netherlands
- ↑
{{cite web}}
: Empty citation (help)