ପକ୍ଯୋଙ୍ଗ
Pakyong
Pakim पाक्किम | |
---|---|
city | |
Country | India |
State | Sikkim |
District | East Sikkim |
Elevation | 1,120 m (3,670 ft) |
Languages | |
Time zone | UTC+5:30 (IST) |
PIN | 737 106 |
Telephone code | 03592 |
ଯାନବାହାନ ପଞ୍ଚୀକରଣ | SK |
ପକ୍ଯୋଙ୍ଗ (ନେପାଳୀ: पाक्किम) ଭାରତୀୟ ରାଜ୍ୟ ସିକ୍କିମ ର ପୂର୍ବ ଅଞ୍ଚଳ ରେ ଥିବା ଏକ ସହରାଞ୍ଚଳ । ଏହା ହିମାଲୟ ପର୍ବତ ର ପାଦ ଦେଶ ରେ ଅବସ୍ଥିତ । ଏହା ପୂର୍ବରୁ ଏକ ସାନ ବସତି ଥିବା ବେଳେ ସରକାରଙ୍କ ତରଫ ରୁ ଏହାର ନିକଟବର୍ତୀ ସ୍ଥାନ ରେ ବିମାନ ବନ୍ଦର ସ୍ଥାପନ ହେଲା ପରେ ଏହାର ବହୁଳ ବୃଦ୍ଧି ଘଟିଥିଲା । [୧]
ସହର ରେ ଏକ ପ୍ରାଚୀନ ମିସନାରୀ (ସ୍କୁଲ ଥିବା ସହ ଏହି ସହର ରୁ ପଦ୍ମଶ୍ରୀ ପାଇଥିବା ପ୍ରକତାନ ଜାତୀୟ ଫୁଟବଲ ଖେଳାଳି ବାଇଚୁଙ୍ଗ ଭୁଟିଆ ଙ୍କ ଜନ୍ମ ଓ ଶିଷ୍ୟା ସ୍ଥଳ । ଏଠାରେ ଜାତୀୟ ରିସର୍ଚ କେନ୍ଦ୍ର ଟିଏ ମାନଧୀ ରହିଛି । [୨]
ଜନ ଆବାଦୀ 2011 ମସିହା ଜନଗଣନା ଅନୁସାରେ ଏଠି ସହର ର ଜନସଂଖ୍ୟା ଥିଲା । ଏହା ମଧ୍ୟ ରୁ ପୁରୁଷ ସଂଖ୍ୟା ହେଇଥିବା ବେଳେ ମହିଳାଙ୍କ ସଂଖ୍ୟା ଥିଲା । 6 ବର୍ଷ ରୁ କମ ଆବାଦୀ ଥିଲା । ଏଠାରେ ସାକ୍ଷ୍ୟରତା ହାର % ଥିଲା , ଯାହା ଜାତୀୟ ସାକ୍ଷ୍ୟରତା ହାର ଠାରୁ ଅଧିକ ଥିଲା । ପୁରୁଷ ଙ୍କ ମଧ୍ୟ ରେ ସାକ୍ଷ୍ୟରତା ହାର % ହେଇଥିବା ବେଳେ ମହିଳା ଙ୍କ କ୍ଷେତ୍ର ରେ ତାହା % ଥିଲା ।
ଭୌଗୋଳିକ ଅବସ୍ଥିତି
ଏହାର ଭୌଗୋଳିକ ଅବସ୍ଥିତି 27.2394°N 88.5961°E ଠାରେ । । ଏହା ସମୁଦ୍ର ପତ୍ତନ ଠାରୁ 1700 ମିଟର ଉପରେ ରହିଛି । ଏହାର ସୀମା କୁ ଲାଗି ଭୁଟାନ ଓ ତିବତୀୟ ପାର୍ବତ୍ଯ ଇଲାକା ରହିଛି । ଏହା ଏକ କୃଷି ପ୍ରଧାନ ଅଞ୍ଚଳ ।