Jump to content

ବାରକୋଟ

ଉଇକିପିଡ଼ିଆ‌ରୁ
୦୬:୩୯, ୮ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Barkote") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Barkote
Town
Country India
StateOdisha
DistrictDebagarh
Elevation
126 m (413 ft)
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD-28 (RTO Deogarh)
Websiteodisha.gov.in

ବାରକୋଟ ,  ଭାରତୀୟ ରାଜ୍ୟ ଓଡିଶା ର ଦେବଗଡ ଜିଲ୍ଲା ରେ ଅବସ୍ଥିତ ଏକ ସହର । ଏହା ଜାତୀୟ ରାଜପଥ 6 ଏବଂ ଜାତୀୟ ରାଜପଥ 23 ଉପରେ ରହିଛି । 

ଭୌଗୋଳିକ ସ୍ଥିତି 

ବାରକୋଟ ର ଭୌଗୋଳିକ ସ୍ଥିତି  21°33′N 85°01′E / 21.55°N 85.01°E / 21.55; 85.01 ଓ ଏହା ସମୁଦ୍ରପତ୍ତାନ ଠାରୁ 126 ମିଟର ଉପରେ ଅବସ୍ଥିତ .[] 

ଜନ ଆବାଦୀ

2011 ଜନଗଣନା ଅନୁସାରେ ବରକୋଟ ର ଜନସଂଖ୍ୟା  582 ଥିଲା । ଏହା ମଧ୍ୟ ରୁ ପୁରୁଷ ସଂଖ୍ୟା 309 ଓ ମହିଳା ସଂଖ୍ୟା273 ଥିଲା । 6 ବର୍ଷ ରୁ କମ ଆବାଦୀ 11.68 % ଥିବା ବେଳେ ବାରକୋଟ ର ସାକ୍ଷ୍ୟରତା ହାର 68.09 % ଥିଲା । ଏହା ଓଡିଶା ର ସାକ୍ଷ୍ୟରତ ହାର ଠାରୁ କମ ।  

ଆଧାର ସମୂହ