ଲପଙ୍ଗା
ଦେଖଣା
Lapanga | |
---|---|
city | |
Country | India |
State | Odisha |
District | Sambalpur |
Population (2001) | |
• Total | ୭,୩୫୪ |
Languages | |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | OD |
Website | odisha |
ଲପଙ୍ଗା , ଭାରତୀୟ ରାଜ୍ୟ ଓଡିଶା ର ସମ୍ବଲପୁର ଜିଲ୍ଲା ର ଏକ ସହର ।
ଜନ ଆବାଦୀ
2001 ମସିହା ଜନଗଣନା ଅନୁସାରେ ଲପଙ୍ଗା ସହର ର ଜନସଂଖ୍ୟା 7,354 ଥିଲା । ଏହା ମଧ୍ୟ ରୁ ପୁରୁଷ ଙ୍କ ହାର 54% ଥିଲାବେଳେ ମହିଳା ଙ୍କ ହାର 46% ଥିଲା । ଏଠାରେ ସାକ୍ଷ୍ୟରତା ହାର 61 % ଯାହା ଜାତୀୟ ହାର 59.9 % ରୁ କିଞ୍ଚିତ ଅଧିକ । 6 ବର୍ଷ ରୁ କମ ଆବାଦୀ 16 % ହେଇଥିବା ବେଳେ ଏଠାରେ ପୁରୁଷ ସାକ୍ଷ୍ୟରତା ହାର 70 % ଓ ମହିଳା ସାକ୍ଷ୍ୟରତା ହାର 50 % ରହିଥିଲା ।
ବୌଗିଳିକ ଅବସ୍ଥିତି
ଲପଙ୍ଗା ର ଭୌଗୋଳିକ ଅବସ୍ଥିତି 21.73°N 84.02°E ଠାରେ । ଏହା ସମ୍ବଲପୁର ରୁ ରାଉରକେଲା ଯିବା ରାଜ୍ୟ ରାଜପଥ ରେ ସମ୍ବଲପୁର ଠାରୁ 33 କିଲୋମିଟର ଓ ଝାରସୁଗୁଡା ସହର ଠାରୁ 16 କିଲୋମିଟର ଦୂର ରେ ଅବସ୍ଥିତ ।