Jump to content

ଭାରତୀୟ ଟେଲିଫୋନ ନମ୍ବର ପ୍ରଣାଳୀ

ଉଇକିପିଡ଼ିଆ‌ରୁ
୧୨:୧୭, ୬ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Telephone numbers in India") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଛାଞ୍ଚ:Infobox country telephone plan

A public call office (PCO) in Auroville, India

ଲାଣ୍ଡଲାଇନ ନମ୍ବର 

ଭାରତ ର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳ କୁ STD (Subscriber Trunk Dialling ) କୋଡ ପ୍ରଦାନ କରାଯାଇଛି । ବୃହତ ସହର ମାନଙ୍କ ପାଇଁ ଗୋଟିଏ କୋଡ ରହିଥିବା ବେଳେ ଗ୍ରାମାଞ୍ଚଳ ରେ ଅନେକ ଗ୍ରାମ କୁ ଏକ କୋଡ ରେ ରଖାଯାଇଥାଏ । 

Tier-2 Cities in India have STD code with 3 digits. For example,

ଭାରତ ର ପ୍ରଥମ STD କଲ୍ଲ କାନପୁର ଓ ଲକ୍ଷ୍ନୋ ମଧ୍ୟ ରେ ହେଇଥିଲା । 

କୋଡ କୁ ଛାଡି ମୋବାଇଲ ନାମବାର ସାଧାରଣତଃ 8 ଡିଜିତ ର ଥାଏ । 

ମୋବାଇଲ ନମ୍ବର 

ମୋବାଇଲ ନମ୍ବର ଭାରତ ରେ 10 ଡିଜିଟ ର ଥାଏ । ସେଥିରେ +91 ଭାବରେ ଭାରତୀୟ ଏରିୟା କୋଡ ଲାଗେ । 

ଟେଲିମାର୍କେଟିଙ୍ଗ ନମ୍ବର 

ଟେଲିମାର୍କେଟିଙ୍ଗ ପାଇଁ କମପଣି ମାନଙ୍କୁ 140 ଥାଇ 10 ଡିଜିଟ ର ନମ୍ବର ଦିଆଯାଇଥାଏ ।[][]

ଆଧାର ସମୂହ 

ବାହ୍ୟ ସଂଯୋଗ ସବୁ