କର୍ଣାଟକ ଏକ୍ସପ୍ରେସ
Overview | |||||
---|---|---|---|---|---|
Service type | Superfast | ||||
Current operator(s) | South Western Railway | ||||
Route | |||||
Start | Bangalore City (SBC) | ||||
Stops | 32 | ||||
End | New Delhi (NDLS) | ||||
Distance travelled | 2410 km | ||||
Average journey time | 39 hrs 10 mins (up direction) and 40 hrs 25 mins (down direction) | ||||
Service frequency | Daily | ||||
Train number(s) | 12627 /12628 | ||||
On-board services | |||||
Class(es) | AC First Class, AC 2 Tier, AC 3 Tier, Sleeper Class, Unreserved | ||||
Seating arrangements | Available | ||||
Sleeping arrangements | Available | ||||
Catering facilities | Available (Paid) | ||||
Baggage facilities | Available | ||||
Technical | |||||
Track gauge | Broad Gauge | ||||
Operating speed | Maximum - 110.0 km/hr, Average - 61 km/hr | ||||
|
କର୍ଣାଟକ ଏକ୍ସପ୍ରେସ ଭାରତୀୟ ରେଳବାଇ ର ଏକ ସୁପରଫାଷ୍ଟ ଟ୍ରେନ । ଏହା ଦୈନିକ ଭିତ୍ତି ରେ କରଣତକ ର ରାଜଧାନୀ ବାଙ୍ଗାଲୋର ଠାରୁ ଭାରତୀୟ ରାଜଧାନୀ ନୂଆ ଦିଲ୍ଲୀ ଯାଏ ଚାଳଚଳ କରିଥାଏ । ଏହି ଟ୍ରେନ ବହୁଲ ଭାବରେ ଏକ ଆଦୃତ ଟ୍ରେନ । ଏହା ଦିଲ୍ଲୀ ସହିତ ଦକ୍ଷିଣ ଭାରତ କୁ ସଂଯୋଗ ଦଉଥିବା ଏକ ପ୍ରମୁଖ ଟ୍ରେନ ଓ ଏହା ବହୁତ ସମୟାନୁବର୍ତୀ ରକ୍ଷୟା କରିଥାଏ ।
ଇତିହାସ
Tପ୍ରଥମେ ଏକ ଦ୍ଵିସପ୍ତାହିକ ଟ୍ରେନ ଭାବରେ ଏହା ଚାଲିବା ପରେ ଏହା ତ୍ରିସପ୍ତାହିକ ହେଲା । କରଣତକ ଏକ୍ସପ୍ରେସ ଓ କେରାଲା ଏକ୍ସପ୍ରେସ କୁ ଜୋଲାର୍ପେତି ପର୍ଯ୍ୟନ୍ତ ଯୁକ୍ତ ଟ୍ରେନ ଭାବରେ ଚଳୁଥିଲା ଓ ତାହାକୁ KK ଏକ୍ସପ୍ରେସ କୁହାଯାଉଥିଲା । ଏହା ଭୋପାଳ , ନାଗପୁର , ବିଜୟବାଦ ଓ ଜଳରପୁର ଦେଇ ଯାଉଥିଲା । ଅନନ୍ୟ ଦୁଇ ଦିନ ଏହା ଆନ୍ଧ୍ରା ଏକ୍ସପ୍ରେସ ସହ ମିଶି ଯାଉଥିଲା । ପରେ ଏହାକୁ ବାଦୀ , ଦଉଙ୍ଗ ମାନମାଦ ଭୂଶବଳ ଦେଇ ଚାଲିଥିଲା ।
ଯାତ୍ରାପଥ
ଏହି ଟ୍ରେନ ଭାରତୀୟ ରାଜ୍ୟ କର୍ଣାଟକ , ଆନ୍ଧ୍ର ପ୍ରଦେଶ , ମହାରାଷ୍ଟ୍ର , ମଧ୍ୟପ୍ରଦେଶ , ଉତ୍ତରପ୍ରଦେଶ , ହରାଜସ୍ଥାନ , ହରିୟଣା ଓ ଦିଲ୍ଲୀ ଦେଇ ଯାତ୍ରା କରିଥାଏ । ଯାତ୍ରା ପଥ ରେ ବାଙ୍ଗାଲୋର , ହିନ୍ଦପୁର , ସତ୍ୟସାଇ ନିଳୟମ , ଧର୍ମାଭରମ , ଅନନ୍ତପୁର , ବାଦୀ , ସୋଲାପୁର ଝାଁସୀ , ଗ୍ଵାଲିଆର ମଥୁରା ଆଗ୍ରା ଆଦି ଷ୍ଟେସନ ଦେଇ ଯାଇଥାଏ ।
ବଗି ସମୂହ
ଏହି ଟ୍ରେନ ରେ AC ସମେତ ସମୁଦାଯ 24 ଟି ବଗି ଯୋଡ଼ାଯାଇଥାଏ ।
ଦୁର୍ଘଟଣା
1991 ମସିହା ରେ ଏହି ଟ୍ରେନ ବାଙ୍ଗାଲୋର ରୁ 50 କିଲୋମିଟର ଦୂର ମକଲିଗୁଡା ଘାଟ ଠାରେ ବର୍ଷପ୍ଳାବିତ ସନ୍ଧ୍ଯା ରେ ଦୁର୍ଘଟଣା ର ସମ୍ମୁଖୀନ ହେଇ 31 ଜଣ ଯାତ୍ରୀ ଙ୍କ ପ୍ରାଣହାନୀ ଘଟିଥିଲା । .[୧]
ପୁନଶ୍ଚ ଦେଖଣା
- Andhra Pradesh Express
- Kerala Express
- Tamil Nadu Express
- Goa Express
- Vivek Express
- Dedicated Intercity trains of India
ଆଧାର
- ↑ Chronology of major rail accidents Times of India, 15 May 2003
- Times of India (2003). "Chronology of major rail accidents," accessed February 17, 2012.